ଓଡ଼ିଶାରେ ଅଙ୍ଗନୱାଡିରେ ପଢ଼ୁଥିବା ୧୮ ଲକ୍ଷ ଶିଶୁଙ୍କ ପୋଷଣକୁ ତଦାରଖ କରିବ ଏଆଇ
ଶିଶୁଙ୍କ ପୋଷଣ ଜଗିବ ଏଆଇ। ଓଡ଼ିଶାରେ ଅଙ୍ଗନୱାଡିରେ ପଢ଼ୁଥିବା ୧୮ ଲକ୍ଷ ଶିଶୁଙ୍କ ପୋଷଣକୁ ତଦାରଖ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା। ପୁଷ୍ଟିହୀନତା ସବୁବେଳେ ସବୁ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ, ଆଉ ଏଥିପାଇଁ ସରକାର ବିଭିନ୍ନ ପନ୍ଥା ଆପଣାଇଥାନ୍ତି ।…