ଆଜି ଦ୍ବିତୀୟ ଭାରତ-ଇଂଲଣ୍ଡ ଟ୍ବେଣ୍ଟି-୨୦ ମ୍ୟାଚ

ଆଜି ଦ୍ବିତୀୟ ଭାରତ-ଇଂଲଣ୍ଡ ଟ୍ବେଣ୍ଟି-୨୦ ମ୍ୟାଚ । ଆୟର୍ଲାଣ୍ଡଠୁ ୦-୨ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିବା ପରେ ଭାରତୀୟ କ୍ରିକେଟ୍ ଦଳ ସଂପ୍ରତି ଇଂଲଣ୍ଡ ଗସ୍ତରେ ଅଛି । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଅଧାରୁ ବାତିଲ ହୋଇଯାଇଥିଲା । ଡର୍ ହାମ୍…

ଗଞ୍ଜାମ, ଗଜପତି ଏବଂ ରାୟଗଡ଼ାରେ ଟ୍ରାଇର ନେଟୱାର୍କ ପରୀକ୍ଷଣରେ ୧୮୬ mbps ଡାଉନଲୋଡ୍ ସ୍ପିଡ୍ ସହିତ ଜିଓ ଶୀର୍ଷରେ

ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟ (ଆଇଡ଼ିଟି) ଫଳାଫଳ ଅନୁଯାୟୀ ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପୁଣି ଥରେ ଏହାର ନେଟୱାର୍କ ପ୍ରାଧାନ୍ୟ ପ୍ରମାଣିତ କରିଛି। ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା…

ଦ୍ୱିତୀୟ ଥର ପାଇଁ ପୁଣି ବାପା ହୋଇଛନ୍ତି ଇଣ୍ଡିଆନ୍ ଆଇଡଲ୍ 12 ର ଫାଇନାଲିଷ୍ଟ ମହମ୍ମଦ ଦାନିଶ

ଇଣ୍ଡିଆନ୍ ଆଇଡଲ୍ 12 ର ଫାଇନାଲିଷ୍ଟ ମହମ୍ମଦ ଦାନିଶଙ୍କ ଘରେ ଖୁସିର ମାହୋଲ ରହିଛି । ୨୦୨୪ରେ ପ୍ରଥମ ସନ୍ତାନ ହେବା ପରେ ୨୦୨୬ରେ ଦ୍ୱିତୀୟ ଥର ପାଇଁ ପୁଣି ବାପା ହୋଇଛନ୍ତି । ଏଥର ସେ ଏକ ଶିଶୁ କନ୍ୟା ସନ୍ତାନକୁ ଘରକୁ ସ୍ବାଗତ କରିଛନ୍ତି । ଦାନିଶ ଏହି ଖୁସି ଖବରକୁ ସୋସିଆଲ୍ ମିଡିଆରେ ସେୟାର…

ଖାମନେଇଙ୍କ ବିଦାୟକାଳୀନ ସଭାରେ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ଆଖିରେ ଲୁହ

ଇରାନର ଲୋକପ୍ରିୟ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖାମନେଇଙ୍କ ବିଦାୟକାଳୀନ ସଭାରେ ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା । ଅନ୍ତିମ ବିଦାୟ ସମୟରେ ଗାଲିବାଫ ହାତ ଯୋଡ଼ି ପ୍ରାର୍ଥନା କରିଥିଲେ ଭାବପ୍ରବଣ ହୋଇଯାଇଥିଲେ । ଆମେରିକା ସହିତ ଆଲୋଚନାରେ ଇରାନର…

ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ,ଆଜିଠୁ କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା

ରାଜ୍ୟରେ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମ୍‌ସାର ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଲା ସଂଘ । ଏ ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ଡାକ୍ତର ମାନେ ଆଜିଠୁ କାର୍ଯ୍ୟରେ ଯୋଗ ଦେବା ନେଇ ସୂଚନା ରହିଛି । ଓମ୍‌ସାର ଦାବିର ସମାଧାନ…

ବେଆଇନ ଏବଂ ପାଇରେଟେଡ୍ ବିଷୟବସ୍ତୁକୁ ତୁରନ୍ତ ହଟାଇବା ପାଇଁ ଟେଲିଗ୍ରାମ ନୋଟିସ ଜାରି

ଦେଶରେ ଡିଜିଟାଲ୍ ପାଇରେସିର ଦ୍ରୁତ ବୃଦ୍ଧି ପାଉଥିବା ସମସ୍ୟା ଦେଖିବାକୁ ମିଳିଛି। ଏହା ବିରୁଦ୍ଧରେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ଏକ ନୋଟିସ ଜାରି କରି ଏହାକୁ ଏହାର ପ୍ଲାଟଫର୍ମରୁ ବେଆଇନ ଏବଂ…

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି,୫ ଜିଲ୍ଲାକୁ ରେଡ୍ ଆଲର୍ଟ

୫ ଜିଲ୍ଲାକୁ ରେଡ୍ ଆଲର୍ଟ । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ ବଳୟରେ ପରିଣତ ହୋଇଛି । ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲା…

ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ,ଥାନା ରେଷ୍ଟରୁମରୁ ମିଳିଛି ମୃତଦେହ

ମହିଳା ଆଇଆଇସିଙ୍କ ସନ୍ଦେହଜନକ ମୃତ୍ୟୁ । କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ  ମୃତଦେହ ଉଦ୍ଧାର ହୋଇଛି  । ଥାନା ରେଷ୍ଟରୁମରୁ ମିଳିଛି ମୃତଦେହ । କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ତାଙ୍କ ମୃତ୍ୟୁର କାରଣ କଣ ଜଣାପଡ଼ିନାହିଁ । ଗତକାଲି ସେ ସ୍ବାଭାବିକ ଥିଲେ…

ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା , ୮ ଜିଲ୍ଲାକୁ ଅରେଞ୍ଜ ଓ ୧୭ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ଲଘୁଚାପ ଘନଉଥିବା ବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ତଳିଆ ଅଞ୍ଚଳ ଜଳମଗ୍ନ ରହିଛି। ଆଜି ପ୍ରବଳ ବର୍ଷା ପାଇଁ ସାରା ରାଜ୍ୟକୁ ଚେତାବନୀ ଦିଆଯାଇଛି। ଭୀଷଣ ବର୍ଷା ପାଇଁ…

ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଆଜି ଲାଗି କରାଯିବ ଫୁଲୁରି ତେଲ

ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରି ଅଣସର ଘରେ ଜ୍ୱରରେ ପୀଡ଼ିତ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିର ଅଣସର ଗୃହରେ ଦଇତାପତି ଓ ପତି ମହାପାତ୍ରଙ୍କ ଦ୍ୱାରା ଗୁପ୍ତସେବା ଚାଲିଥିବା ବେଳେ ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଆଜି ଲାଗି କରାଯିବ ଫୁଲୁରି ତେଲ ।…