ଦୁର୍ବଳ ହେଉଛି ଲଘୁଚାପ

ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦୁର୍ବଳ ହେଉଛି । ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇ ଝାରଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଗତି କରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ…

ସୁଭଦ୍ରାର ଶୁଭାରମ୍ଭ ପାଇଁ ଖୋଲିବନି ସ୍କୁଲ-କଲେଜ

ଆସନ୍ତା ୧୭ ତାରିଖରେ ମହିଳା ବିକାଶଭିମୁଖୀ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରି ଏହି ଯୋଜନାର ଶୁଭାରମ୍ଭ କରିବେ । ତେବେ ଏହି ୧୭ ତାରିଖ ଦିନ ପାଇଁ ବର୍ତ୍ତମାନ ଭୁବନେଶ୍ୱରର ବିଶ୍ୱବିଦ୍ୟାଳୟକୁ ମଧ୍ୟ ବନ୍ଦ ରଖିବାକୁ…

ରାହୁଲ କୁଆଡ଼େ ଯିବେ ?

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌  ଅଧିନାୟକ କେଏଲ୍ ରାହୁଲ କୁଆଡ଼େ ଯିବେ । କୁହାଯାଉଛି ସେ ଅନ୍ୟଟିମକୁ ଯିବେ ।  ତାଙ୍କୁ ଅପମାନିତ କରୁଥିବାର ଭିଡିଓ ପଦାକୁ ଆସିବା ପରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ରାହୁଲଙ୍କ ପ୍ରଶଂସକ ଏଥିଲାଗି  ଦଳ ମାଲିକ ଗୋଏଙ୍କାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏପରିକି…

ପାକିସ୍ତାନରେ ବଦଳିପାରେ ସରକାର

ପାକିସ୍ତାନରେ ବଦଳିପାରେ ସରକାର । ଗୋଟେ ପଟେ ଇମ୍ରାନଙ୍କ ଦଳ ଆନ୍ଦୋଳନ କରୁଛି । ଅନ୍ୟପଟେ ସର୍ବୋଚ୍ଚ ନ୍ୟାୟାଳୟ ଶେହବାଜ ସରିଫ ସରକାର ଓ ନିର୍ବାଚନ ଆୟୋଗଙ୍କ ‘ଜାଲିଆତି’ ବିରୋଧରେ  ରାୟ ଦେଇଛନ୍ତି। ଫେବ୍ରୁଆରି ୮ ନିର୍ବାଚନ ନେଇ ସୁପ୍ରିମ୍‌କୋର୍ଟ ଖପା ହୋଇଛନ୍ତି । କୋର୍ଟ କମିସନଙ୍କ…

ରାଶିଫଳ

ମେଷ: ସାମାଜିକ କାର୍ଯ୍ୟ କରୁଥିବା ଲୋକ ସମ୍ମାନିତ ହେବେ। ବେପାରୀଙ୍କ କାମରେ ଅନୁକୂଳତା ବଜାୟ ରହିବ। ପ୍ରେମିକ ପ୍ରେମିକା ଭ୍ରାନ୍ତ ଧାରଣା ଦୂର କରିବେ। ପାରିବାରିକ ଜୀବନ ଠିକଠାକ୍ ରହିବ। ବୃଷ: କାର୍ଯ୍ୟକ୍ଷେତ୍ରରେ ଆଗକୁ ବଢ଼ିବାର ଯୋଜନା ସଫଳ ହେବ। ଅଫିସରେ ବନ୍ଧୁ ସହିତ ହସଖୁସିରେ ସମୟ…

ବନ୍ଧୁତ୍ବ ନିଭାଇଲେ ମୁକେଶ

ଗଣେଷ ଚତୁର୍ଥୀରେ କନ୍ୟା ସନ୍ତାନର ବାପାମାଆ ହୋଇଛନ୍ତି  ଅଭିନେତା ରଣବୀର ସିଂହ  ଓ ଅଭିନେତ୍ରୀ  ଦୀପିକା ପାଦୁକୋନ   । ଏହି ତାରକା ଦମ୍ପତିଙ୍କ ଝିଅ ହେବା ଖବର ଶୁଣିବା ପରେ ପୁରା ବଲିଉଡ଼ ଦୁହିଁଙ୍କ ଶୁଭେଚ୍ଛା ଜଣାଇଛି । ଅନେକ ସେଲିବ୍ରିଟି ମିଡ଼ିଆରେ ଶୁଭେଚ୍ଛା ବାର୍ତା  ଦେଇଥିବା ବେଳେ…

ବୈଷୟିକ ସମସ୍ୟା ଉପୁଜିବା ହେତୁ ମୁମ୍ବାଇରୁ ଦୋହା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ବିମାନ ବାତିଲ୍‌

ବାରମ୍ବାର ବୈଷୟିକ ସମସ୍ୟା ଉପୁଜିବା ହେତୁ ମୁମ୍ବାଇରୁ ଦୋହା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ୬ଇ୧୩୦୩ ବିମାନକୁ ୫ ଘଣ୍ଟା ବିଳମ୍ବ ପରେ ବାତିଲ୍‌ କରାଯାଇଛି। ବିମାନଟିକୁ ଉଡ଼ାଣ ଭରିବା ପାଇଁ ବିଭିନ୍ନ ପ୍ରକାରର ଚେଷ୍ଟା କରାଯିବା ସତ୍ତ୍ବେ ଏଥିରେ ସଫଳ ନହେବାରୁ ‌ଶେଷରେ ବିମ‌ାନ ବିତିଲ୍‌…

ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ୧ ଟଙ୍କା ପଠାଯାଇଛି – ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ୧ ଟଙ୍କା ପଠାଯାଇଛି । ପରୀକ୍ଷାମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପଠାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।  ସେ କହିଛନ୍ତି ପରୀକ୍ଷା ମୂଳକ ଭାବେ ଯୋଗ୍ୟ ହିତାଧିକାରୀଙ୍କ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ଅରବିନ୍ଦ କେଜରିୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। AAP କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହି ଘୋଷଣା କରିଛନ୍ତି। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ, ଜନସାଧାରଣଙ୍କ ଆଶୀର୍ବାଦରେ ଭାଜପାର ସମସ୍ତ ଷଡଯନ୍ତ୍ରକୁ ପ୍ରତିହତ କରିବାର ଶକ୍ତି ଆମର…

ଚକୋଲେଟରୁ ଆଣ୍ଟିଅକ୍ସିଡାଣ୍ଟ, ଫ୍ଲେଭୋନୋଏଡସ, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ପରି ଉପକାରୀ ପଷୋକ ତତ୍ତ୍ୱ ମିଳିଥାଏ

ଚକୋଲେଟ୍ କେବଳ ସ୍ୱାଦିଷ୍ଟ ନୁହେଁ, ଏହା ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ। ଏଥିରୁ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ, ଫ୍ଲେଭୋନୋଏଡସ, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ପରି ପଷୋକ ତତ୍ତ୍ୱ ମିଳିଥାଏ। ଏହାକୁ ଖାଇବା ଦ୍ୱାରା ହୃଦୟ ସ୍ୱାସ୍ଥ୍ୟଠୁ ଆରମ୍ଭ କରି ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ରହିଥାଏ। ଏଥିସହ ଆଉ କି…