ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ଦିନ ପୂରଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ୧୦୦ଦିନ ପୂରଣ ହୋଇଛି। ଲୋକସଭା ନିର୍ବାଚନ ସମୟରେ ୧୦୦ଦିନର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଶପଥ ଗ୍ରହଣ କରିବାର ୧୦୦ଦିନ ମଧ୍ୟରେ ୧୫ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ସବୁଜ ସଙ୍କେତ ଦେଇଥିଲେ। ଦେଶର ଭିତ୍ତିଭୂମି ଉପରେ ସର୍ବାଧିକ ଧ୍ୟାନ…

ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ

ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ସୁଭଦ୍ରା ଯୋଜନାକୁ ଉଦଘାଟନ କରିଛନ୍ତି ।  ଆଜି ଏନଡିଏ ସରକାରର ଶହେ ଦିନ ପୂରଣ କରିଛି । ଗରିବ, କିସାନ ଏବଂ ମହିଳାଙ୍କ ପାଇଁ ବଡ଼ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଆମ ସରକାର । 3 କୋଟି ପକ୍କା ଘର ଦିଆଯାଇଛି । 2 ଲକ୍ଷ କୋଟି ଟଙ୍କା…

ଗାଡ଼କଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଜନ୍ମଦିନରେ  ଆସି ପହଁଚିଛନ୍ତି ଓଡ଼ିଶାରେ । ଭୁବନେଶ୍ବର ବିମାନବନ୍ଦରରୁ ସିଧାସଳଖ ଗାଡ଼କଣରେ ପହଞ୍ଚି ହିତାଧିକାରୀଙ୍କ ସହ କଥା ହୋଇଛନ୍ତି । ବର୍ଷା ଭିତରେ ସେ ଆସି ଜନତା ମଇଦାନରେ ପହଁଚିବେ । ତେବେ ଗାଡ଼କଣରେ ସେ ନିଜ ଜନ୍ମଦିନରେ କ୍ଷୀରି ଖାଇଛନ୍ତି।…

ଶୀଘ୍ର କରନ୍ତୁ ଆବେଦନ

ଯେଉଁ ପ୍ରାର୍ଥୀମାନେ CAT ୨୦୨୪ ପରୀକ୍ଷା ପାଇଁ କୌଣସି କାରଣ ପାଇଁ ଅବେଦନ କରିପାରିନଥିଲେ ସେମାନେ ଏହାର ସୁଯୋଗ ଉଠାଇପାରିବେ ।ଆବେଦନ କରିବା ପାଇଁ ପ୍ରାର୍ଥୀ ଜଣଙ୍କ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସର୍ବନିମ୍ନ ୫୦% ମାର୍କ ସହ ସ୍ନାତକ ଡିଗ୍ରୀ ହାସଲ କରିଥିବେ । ତେବେ ସଂରକ୍ଷିତ…

କଲରାର ଉପକାରିତା

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ ଅନେକ ଜାଣନ୍ତି। ଏହାକୁ ନିୟମିତ ଖାଇଲେ ରକ୍ତରେ ସୁଗାର ପରିମାଣ ଅନେକାଂଶରେ ସନ୍ତୁଳିତ ରହିଥାଏ। କେବଳ ସେତିକି ନୁହେଁ, ଏଥିରେ ଆହୁରି ଅନେକ ଭଲ…

ଆଜି ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରାୟ ୧୦ଲକ୍ଷ ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବେ। ପ୍ରତ୍ୟେକ…

ଡାକ୍ତରଙ୍କ ଦାବିକୁ ଗ୍ରହଣ କଲେ ମମତା

ଆର୍‌.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରୋଗୀସେବାରେ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୋମବାର ରାତିରେ ଆନ୍ଦୋଳନରତ ଜୁନିୟର ଡାକ୍ତରମାନଙ୍କ ପ୍ରତିନିଧି ପଶ୍ଚିମବଙ୍ଗ ସରକାରଙ୍କର ୨ ଘଣ୍ଟା ଆଲୋଚନା ହୋଇଛି। ଡାକ୍ତରମାନଙ୍କ ଅନ୍ୟତମ ମୁଖ୍ୟ…

ରାମ୍ପରେ ଚାଲିଲେ ହିନା

ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟରେ ପୀଡ଼ିତ ଥିବା କଥା ସମସ୍ତଙ୍କ ସହିତ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ସେୟାର କରିଥିଲେ। ସେ ଏବେ ତୃତୀୟ ପର୍ଯ୍ୟାୟ କର୍କଟରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଛନ୍ତି।  ଏଭଳି ସମୟରେ ସେ ଲୋକଙ୍କୁ କାମ ପାଇଁ ଦେଇଥିବା ପ୍ରତିଶ୍ରୁତି…

ଫାଇନାଲ୍‌ରେ ଭାରତ

ଭାରତୀୟ ହକି ଦଳ ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ବିଜୟ ଦିଗରେ ଆଗକୁ ବଢ଼ିଛି। ସୋମବାର ସେମିଫାଇନାଲ୍‌ରେ ହର୍ମନପ୍ରୀତ ସଂହଙ୍କ ଏହି ଦଳ ୪-୧ ଗୋଲ୍‌ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଅଲିମ୍ପିକ୍ସ କାଂସ୍ୟ ବିଜେତା ଭାରତ ମଙ୍ଗଳବାର ଟ୍ରଫି ଲଢ଼େଇରେ ଆୟୋଜକ ଚୀନ୍‌କୁ ଭେଟିବ। ଚୀନ୍‌…

ଶେୟାର ବଜାର ବୃଦ୍ଧି

ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନସେକ୍ସ ୯୮(୯୭.୮୪) ପଏଣ୍ଟ ବଢି ୮୨,୯୮୯ (୮୨,୯୮୮.୭୮) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି…