ଜନତା ଅଦାଲତରେ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆମ୍ ଆଦମୀ ପାର୍ଟି (ଆପ୍) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରବିବାର  ଜନ୍ତର ମନ୍ତରରେ ଜନତାଙ୍କ ଅଦାଲତରେ  ପହଞ୍ଚିଛନ୍ତି। ଅରବିନ୍ଦ କେଜ୍ରିୱାଲ ସର୍ବସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଅରବିନ୍ଦ କେଜ୍ରିୱାଲ ନିଜର ମତ ଉପସ୍ଥାପନ…

ମହିନ୍ଦ୍ରା ରୋକ୍ସର ପ୍ରଥମ ୟୁନିଟ୍ ନିଲାମ ହେଲା

ମହିନ୍ଦ୍ରା ନିକଟରେ ଲଞ୍ଚ କରିଥିବା ଥର ରୋକ୍ସର ପ୍ରଥମ ୟୁନିଟକୁ ନିଲାମ କରିଛି | ସେପ୍ଟେମ୍ବର ୧୫ ରୁ ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ନିଲାମ ପାଇଁ ଥର ରୋକ୍ସର ପ୍ରଥମ ୟୁନିଟ୍ ରଖିଥିଲା ​​| ଏହାର ନମ୍ବର ପ୍ଲେଟ୍ କ୍ରମିକ ସଂଖ୍ୟା ହେଉଛି ‘ଭିଆଇଏନ ୦୦୦୧’  | ଏହି କ୍ରମିକ ନମ୍ବର ସହିତ ଥର…

ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ

ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି।ହାଇଦ୍ରାବାଦରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଗିନିଜ ୱାଲର୍‌ଡ ରେକର୍ଡ ପ୍ରତିନିଧି ତଥା ଆମୀର ଖାନ୍‌…

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ ଏହା ତାଙ୍କର ଦ୍ୱିତୀୟ ଗସ୍ତ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ରବିବାର ତୃତୀୟ ଦିନରେ କେନ୍ଦୁଝର କାର୍ଯ୍ୟକ୍ରମ ସାରି ୟୂରଭଞ୍ଜ ଜିଲା ଗସ୍ତ କରିବାର…

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ଘୋଷଣା

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି।ରୋଗର ପରୀକ୍ଷା, ଯାଞ୍ଚ ଏବଂ ନିଦାନରେ ଏହି ଅର୍ଥ ବ୍ୟୟକରାଯିବ। କ୍ୱାଡ୍‌ ସମ୍ମିଳନୀ ଅବସରରେ କ୍ୟାନ୍‌ସର ମୁନ୍‌ଶୁଟ୍‌…

ନେତାନ୍ୟାହୁଙ୍କ ଚେତାବନୀ

ଲେବାନନରେ ବିସ୍ଫୋରଣ ହେବା ପରେ ହିଜବୁଲ ମୁଖ୍ୟ ଇସ୍ରାଏଲ ଉପରେ ରକେଟ ଆକ୍ରମଣ ଦାବି କରିଥିଲେ। ଏହି ସମୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହିଜବୁଲ୍ଲାକୁ ରବିବାର ଚେତାବନୀ ଦେଇଛନ୍ତି।ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ତେଲ ଆଭିଭ…

ଚେସ୍ ଅଲିମ୍ପିଆଡର ଇତିହାସ ରଚିଲା ଭାରତ

୨୦୨୪ ଚେସ୍ ଅଲିମ୍ପିଆଡର ଫାଇନାଲ ରାଉଣ୍ଡରେ ଆଜରବେଜାନକୁ ପରାସ୍ତ କରି ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ ମହିଳା ଖେଳାଳି । ଆଜି ହଙ୍ଗେରୀର ବୁଦ୍ଧାପେଷ୍ଟର ସାଇମା ସ୍ପୋର୍ଟସ ଆଣ୍ଡ କନଫରେନ୍ସ ସେଣ୍ଟରରେ ଭାରତ ଏହି ଇତିହାସ ସୃଷ୍ଟି କରିଛି । ଫାଇନାଲ ରାଉଣ୍ଡରେ ଦିବ୍ୟ ଦେଶମୁଖ,…

ଫ୍ରେଶର୍ ପାଇଁ ଆଇଟି କମ୍ପାନୀ ଖୋଲିବ ଗେଟ୍

ବର୍ତ୍ତମାନ ଚାକିରି ଖୋଜୁଥିବା ଯୁବପିଢ଼ିମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଭାରତୀୟ ଆଇଟି କମ୍ପାନୀଗୁଡିକ ବର୍ତ୍ତମାନ ଉନ୍ନତି ପଥରେ ଅଛନ୍ତି । ଫ୍ରେଶର୍ ପାଇଁ କ୍ୟାମ୍ପସ୍ ନିଯୁକ୍ତି ଆରମ୍ଭ କରିବା ସହ ଉତ୍ତମ ବେତନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି କମ୍ପାନୀ । ଅବଶ୍ୟ ଏଥିପାଇଁ ଆପଣଙ୍କୁ…

ଆସନ୍ତା ୩ ଘଣ୍ଟାରେ ପ୍ରବଳ ବର୍ଷା

ଆସନ୍ତା ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ୬ଟି ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ପାଣିପାଗ କେନ୍ଦ୍ର…

ବଢିଲା ତେଲ ଦର

ଗତ ସପ୍ତାହରେ ବିଭିନ୍ନ ଖାଇବା ତେଲର ଦର ହାରାହାରି ୧୦ ପ୍ରତିଶତ ବୃଦ୍ଧି ପାଇଛି । ବିଶେଷକରି ସୋରିଷ ତେଲ, ସୋୟବିନ ତେଲ, ସୂର୍ଯ୍ୟମୂଖୀ ଓ ପାମ୍ ଅଏଲର ମୂଲ୍ୟ ବୃଦ୍ଧି ପାଇଛି ।ସୋରିଷ ତେଲଛଡ଼ା ଆମଦାନୀ ହେଉଥିବା ଅନ୍ୟ ଖାଇବା ତେଲଗୁଡ଼ିକର ଦର ଅନ୍ତର୍ଜାତୀୟ ବଜାରରେ ବୃଦ୍ଧି ପାଇଥିବାରୁ…