ଆସନ୍ତା କାଲି ଠାରୁ ପୁଣି ଆନ୍ଦୋଳନ ରେ ବସିବେ ଓଡ଼ିଶା ନର୍ସିଂ ଅଧିକାରୀ ସଂଘ

ଓଡ଼ିଶା ନର୍ସିଂ ଅଧିକାରୀ ସଂଘ ଆସନ୍ତା ୨୫ରୁ ପୁଣି ଆନ୍ଦୋଳନ କରିବ। ଦୁଇ ଦିନ ଧରି ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ସେବା ବର୍ଜନ କରିବ ଏବଂ ଏହାପରେ ଯଦି ସରକାର ଦାବି ପୂରଣ ନକରନ୍ତି ୨୭ରୁ ଅନିର୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ସଂଘ…

ଆଜିର ରାଶିଫଳ

ମେଷ: ଆପଣଙ୍କ ସ୍ବଭାବରେ ସଂଯମ ଓ ଧୈର୍ଯ୍ୟ ବଜାୟ ରହିବ। କିଛି ଗୁରୁତ୍ବପୂର୍ଣ୍ଣ ଘରୋଇ କାମ ପୂରା ହେବ। ଉଦ୍ଦେଶ୍ୟ ପ୍ରାପ୍ତ କରିବା ଲାଗି ସାହାଯ୍ୟ ପାଇବେ। ଆପଣଙ୍କ ବ୍ୟବହାର ସକାରାତ୍ମକ ବଜାୟ ରଖନ୍ତୁ। ‌ ବୃଷ: ଯୋଜନା ପ୍ରସ୍ତୁତି ପାଇଁ ଭଲ ଦିନଟିଏ। ବେପାରରେ ଯଥେଷ୍ଟ ଲାଭ ପାଇବେ।…

ହୃଦୟ ଜିତିଲେ ଧୋନୀ

ଆଜି ବି ତାଙ୍କ ପ୍ରଶଂସକମାନେ ପୁରା ଷ୍ଟାଡିୟମକୁ ହଳଦିଆ ରଙ୍ଗରେ ରଙ୍ଗେଇ ଦେଇଛନ୍ତି। ଧୋନୀ ମଧ୍ୟ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ସହିତ ପ୍ରଶଂସକଙ୍କ ହୃଦୟ ଜିତିବାରେ ଲାଗିଛନ୍ତି।ଧୋନୀଙ୍କ ହୃଦୟରେ ଚେନ୍ନାଇ ସୁପର କିଙ୍ଗ୍ସ ଫ୍ରାଞ୍ଚାଇଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଛି। ସେ ଏହାକୁ ଅନେକ ଥର…

ପିଆଜ ଦରରେ ନିଆଁ

ସାରା ରାଜ୍ୟର ବିଭିନ୍ନ ସହରରେ ବଢିଛି ପିଆଜ ଦର । ତେବେ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ପିଆଜ ଦର କିଲୋ ପ୍ରତି ୭୦ ଟଙ୍କାରେ ପହଞ୍ଚିଥିବାବେଳେ, କଟକରେ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି ପିଆଜ । ଯାହା ଏବେ ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ଆଳୁ ପରେ ଗତ ୨ ମାସ ହେବ…

ଓସ୍କାର ଦୌଡ଼ରେ”ଲାପତା ଲେଡିଜ୍”

ଲାପତା ଲେଡିଜ୍’କୁ ମିଲିଲା ଅଫିସିଆଲ୍ ଏଣ୍ଟ୍ରି, ଇଣ୍ଡିଆ ଦି ଓସ୍କାର ଆୱାର୍ଡରେ ମିଳିଲା ଏଣ୍ଟ୍ରି । ଏପରି ହେବା ନେଇ ଆଶା କରିନଥିଲେ ଫିଲ୍ମର ନିର୍ଦ୍ଦେଶକ କିରଣ ରାଓ । ଚଳିତ ବର୍ଷ ଅନେକ ଭଲ ସିନେମା ତିଆରି ହୋଇଛି ବୋଲି ସେ ଭାବିଥିଲେ । କିରଣ ରାଓ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି,…

ମେଡ଼ିସିନ ବ୍ୟବହାର କରୁଥିଲେ ସାବଧାନ ! ବିଷାକ୍ତ ବୋଲି ଘୋଷଣା କଲା DCGI

ବିଦେଶରେ କେତେକ ଭାରତୀୟ ଔଷଧ ମାନକ ପରୀକ୍ଷାରେ ଫେଲ୍‌ ମାରିବା ପରେ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନ (ସିଡିଏସ୍‌ସିଓ) ଏବଂ ରାଜ୍ୟ ଔଷଧ ନିୟନ୍ତ୍ରକ (ଏସ୍‌ଡିସି)ଗୁଡ଼ିକ ଗତ ବର୍ଷକ ମଧ୍ୟରେ ୪୦୦ରୁ ଊର୍ଦ୍ଧ୍ୱ ଔଷଧ କମ୍ପାନୀ ପରିସରରେ ଅନୁଧ୍ୟାନ କରିଥିଲେ। ୩୦୦ରୁ ଅଧିକ କାରଣ ଦର୍ଶାଅ…

ଓଡ଼ିଶା ପୋଲିସରେ ନିଯୁକ୍ତି

ଆଜିଠାରୁ ଓଡ଼ିଶା ପୋଲିସର କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଫିସିଆଲ ୱେବସାଇଟରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଛୁକ ତଥା ଯୋଗ୍ୟ ପ୍ରାର୍ଥୀ ମାନେ ଓଡିଶା ପୋଲିସ ୱେବସାଇଟ https://odishapolice.gov.in/ ରେ ଅନଲାଇନ ମାଧ୍ୟମରେ ପଞ୍ଜିକରଣ ଓ…

ଜାପାନରେ ଭୂକମ୍ପ

ଟୋକିଓର ଦକ୍ଷିଣରେ ଥିବା ଦୂର ଦ୍ୱୀପପୁଞ୍ଜ ପାଇଁ ଜାପାନର ପାଣିପାଗ ବିଭାଗ ସୁନାମି ଚେତାବନୀ ଦେଇଛି । ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।ଜାପାନ ପାଣିପାଗ ବିଭାଗ କହିଛି ଯେ, ମଙ୍ଗଳବାର ସକାଳେ ଇଜୁ ଦ୍ୱୀପର ଉପକୂଳବର୍ତ୍ତୀ ବାସିନ୍ଦା ୫.୯…

ତିରୁପତି ଲଡ଼ୁ ଘଟଣା

ବିଶ୍ବପ୍ରସିଦ୍ଧ ତିରୁମଲା ତିରୁପତି ଲଡ଼ୁରେ ଅପମିଶ୍ରଣକୁ ନେଇ ସୃଷ୍ଟି ହୋଇଥିବା ବିବାଦରେ ଆଜି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ମୁହଁ ଖୋଲିଛି। ନମୁନାକୁ ଫୁଡ଼୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ)କୁ ପଠାଯାଇଛି। ରିପୋର୍ଟ ଆସିବା ପରେ ମନ୍ତ୍ରଣାଳୟ…

ବଢିବ ବର୍ଷା

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇପାରେ । ଏନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରୁଥିବା ବେଳେ ମୌସୁମୀ ଟ୍ରପଲାଇନର ପ୍ରଭାବ ରହୁଛି । ଫଳରେ ରାଜ୍ୟରେ ବଢ଼ିବ ବର୍ଷାର…