ଆଜିର ରାଶିଫଳ

ମେଷ: ଆଜି ଏକ ସାଧାରଣ ଦିନ ରହିବ । ବ୍ୟବସାୟ ଭଲ ରହିବ, ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ । ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । କାର୍ଯ୍ୟକ୍ଷେତ୍ରରେ ଇଚ୍ଛିତ ସ୍ଥାନାନ୍ତର କିମ୍ବା ପଦୋନ୍ନତି ହେବାର ସମ୍ଭାବନା ଅଛି । ବୈବାହିକ ଜୀବନ ମଧ୍ୟ ସୁଖଦ ରହିବ । ବୃଷ: ଆଜି ଏକ…

ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ

ଚାଉଳିଆଗଞ୍ଜ ଥାନାର ପୂର୍ବତନ ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ପଛର ସଠିକ୍ କାରଣ କ’ଣ, ତାହା ଏବେବି ରହସ୍ୟ ଘେରରେ । ତାର ଅର୍ଥ ନୁହେଁ ଯେ, ପୋଲିସକୁ କିଛି ତଥ୍ୟ ବା ପ୍ରମାଣ ମିଳିନାହିଁ । ବ୍ୟୁଟି ବ୍ୟବହାର କରୁଥିବା ଦୁଇଟି ମୋବାଇଲ ଫୋନରୁ କିଛିଟା ଡିଜିଟାଲ ଏଭିଡେନ୍ସ ମିଳିସାରିଛି ।…

ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ଅସୁସ୍ଥ,ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି

ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିଜୁ ଶ୍ରମିକ ସାମୁଖ୍ୟର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ଅସୁସ୍ଥ । ଅସୁସ୍ଥତା କାରଣରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ପ୍ରଫୁଲ୍ଲଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ…

ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ

ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ । ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସାରା ବିଶ୍ୱ ବଡ଼ଦାଣ୍ଡରେ ରଥଟଣା ଦେଖୁଛି । ସେତିକିବେଳେ ଚିଲିକା ହ୍ରଦ ମଧ୍ୟରେ ଥିବା କଙ୍କଣ ଶିଖରୀଠାରେ ସମ୍ପୂର୍ଣ୍ଣ ନିଆରା ପରମ୍ପରା ଦେଖିବାକୁ ମିଳିଛି।…

ମେସି ଏବଂ କ୍ରିସ୍ଟିୟାନୋ ରୋନାଲ୍ଡୋଙ୍କ ଉଦ୍ଦେଶ୍ୟରେ Caviar ଏକ ଖାସ୍ ଲିମିଟେଡ୍ ଏଡିସନ୍ କଲେକ୍ସନ୍ ଲଞ୍ଚ…

ଲଗଜରୀ ଫୋନ୍ ନିର୍ମାତା କମ୍ପାନୀ Caviar ଫୁଟବଲର ଦୁଇ ଜଣ ଲୋକପ୍ରିୟ ଖେଳାଳି ଲିଓନେଲ ମେସି ଏବଂ କ୍ରିସ୍ଟିୟାନୋ ରୋନାଲ୍ଡୋଙ୍କ ଉଦ୍ଦେଶ୍ୟରେ ଏକ ଖାସ୍ ଲିମିଟେଡ୍ ଏଡିସନ୍ କଲେକ୍ସନ୍ ଲଞ୍ଚ କରିଛି । କମ୍ପାନୀ ୨୪ କ୍ୟାରେଟ୍ ସୁନା ଏବଂ ପ୍ରିମିୟମ୍ ଡିଜାଇନ ସହିତ Samsung Galaxy Z Fold 8…

୨୦୨୬ ଫିଫା ବିଶ୍ବକପ୍‌ : ଫାଇନାଲ ଟିକଟ‌ର ମୂଲ୍ୟ ଆକାଶଛୁଆଁ,ଭାରତୀୟ ମୁଦ୍ରାରେ କେଇ ଲକ୍ଷ ଟଙ୍କାରେ

ଚଳିତ ୨୦୨୬ ଫିଫା ବିଶ୍ବକପ୍‌ର ମେଗା ଫାଇନାଲ କ୍ରୀଡ଼ା ଜଗତର ଆର୍ଥିକ ଇତିହାସକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବାକୁ ଥିବା ଏହି ମେଗା ଫାଇନାଲ ମ୍ୟାଚ୍ ଆମେରିକା ଇତିହାସରେ ଏପର୍ଯ୍ୟନ୍ତ ସବୁଠାରୁ ବ୍ୟୟବହୁଳ କ୍ରୀଡ଼ା ପ୍ରତିଯୋଗିତା ପାଲଟିଛି। ପ୍ରସିଦ୍ଧ…

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ତେଜିବା ସହ ଅଶୋଧିତ ତୈଳ ଦର ପୁଣି ଉପରମୁହାଁ

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ତେଜିବା ସହ ଅଶୋଧିତ ତୈଳ ଦର ପୁଣି ଉପରମୁହାଁ ହୋଇଛି। ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଯୋଗୁ ବ୍ୟାରେଲ ପିଛା ବ୍ରେଣ୍ଡ୍ କୁଡ୍ ପ୍ରାୟ ୮୭ରୁ ୮୮ ଡଲାର ମଧ୍ୟରେ ରହିଛି। ପୂର୍ବମାସ ଯୁଦ୍ଧ ଶିଥିଳ ପଡ଼ିବା ଯୋଗୁ ଅଶୋଧିତ ତୈଳ ଦର ଏପ୍ରିଲ ମାସର ସର୍ବୋଚ୍ଚ ସ୍ତରରୁ…

ଆମେରିକାର ଅନେକ ଯୁଦ୍ଧବିମାନକୁ ଧ୍ୱଂସ କରିଥିବା ନେଇ ଇରାନ ଦାବି

ଆମେରିକାର ଅନେକ ଯୁଦ୍ଧବିମାନକୁ ଧ୍ୱଂସ କରିଥିବା ନେଇ ଇରାନ ଦାବି କରିଛି । ଏପରିକି ଆମେରିକାର ଅନ୍ୟ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି ବୋଲୀ ଇରାନ ସେନା ପକ୍ଷରୁ କୁହାଯାଇଛି । ଇସଲାମିକ ରିପବ୍ଲିକ ଅଫ୍ ଇରାନ ଉପରେ ଆମେରିକା ପକ୍ଷରୁ ଗତ ରାତିରେ ହୋଇଥିବା ଏୟାର ଷ୍ଟ୍ରାଇକ୍ (ବିମାନ…

୪୩ତମ ଜନ୍ମଦିନ ପାଳନ କଲେ କ୍ୟାଟ୍ରିନା କୈଫ୍ , ଖୁସିର ଝଲକକୁ ଭିକି କୌଶଳ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କଲେ…

କ୍ୟାଟ୍ରିନା କୈଫ୍ ଜୁଲାଇ ୧୬ ତାରିଖରେ ତାଙ୍କ ସ୍ବାମୀ ଭିକି କୌଶଳ, ପୁଅ ଭିୟାନ ଏବଂ ପରିବାର ସହିତ ତାଙ୍କର ୪୩ତମ ଜନ୍ମଦିନ ପାଳନ କରିଥିଲେ । ଏହି ଖୁସିର ଝଲକକୁ ଭିକି କୌଶଳ ଏବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହାକୁ ଦେଖିବା ପରେ ପ୍ରଶଂସକମାନେ…

ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହରିୟାଣାର ଜିନ୍ଦ ଏବଂ ସୋନିପତ ମଧ୍ୟରେ ନିଜର ପ୍ରଥମ ଯାତ୍ରା ଆରମ୍ଭ କରିଛି ଦେଶର ପ୍ରଥମ ସ୍ୱଦେଶୀ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ…