ବଡସିଂହାର ବେଶରେ ଦର୍ଶନ ଦେଲେ ବାବା ଧବଳେଶ୍ୱର

ଆଜି ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର।  ରାତି ୩ଟା ରୁ ପହଡ଼ ଖୋଲାଯାଇ ବାବାଙ୍କୁ ୧୦୮ ଗରା ସୁବାସୀତ ଜଳରେ ସ୍ନାନ କରାଯାଇ ଆଳତୀ ମଙ୍ଗଳ ଆଳତୀ ଘିଅରେ ଅଭିଶେକ କରାଯାଇଛି। ଏହାପରେ ବାଳଭୋଗ, ଖେଚୁଡ଼ି ଭୋଗ ପରେ ବଡ଼ସିଂହାର ବେଶରେ   ଦର୍ଶନ ଦେଉଛନ୍ତି  ବାବା ଧବଳେଶ୍ଵର।…

ଜାନୁଆରୀରେ ଯୋଗ୍ୟ ହିତାଧିକାରୀମାନଙ୍କୁ ମିଳିବ ନୂଆ ରାସନ କାର୍ଡ

ଜାନୁଆରିରେ ନୂଆ ରାସନ କାର୍ଡ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଚଳିତ ମାସରେ ଇ-କେୱାଇସି ଯାଞ୍ଚ ସରିବ। ଗତ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଇ-କେୱାଇସି ଯାଞ୍ଚ ନଭେମ୍ବରରେ ସରିବ। ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ…

ଏଲନ ମସ୍କ ଓ ବିବେକ ରାମସ୍ବାମୀଙ୍କୁ ସରକାରୀ ଦକ୍ଷତା ବିଭାଗ (DoGE)ର ଦାୟିତ୍ୱ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଡୋନାଲ୍ଡ ଟ୍ରମ୍ପ ୨୦୨୫ ଜାନୁଆରୀ ୨୦ରେ ପୁନର୍ବାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ତାଙ୍କ ସରକାରକୁ ପ୍ରଭାବଶାଳୀ ଏବଂ ଦକ୍ଷ କରିବା ପାଇଁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଟ୍ରମ୍ପ…

ଆମେରିକା ପରରାଷ୍ଟ୍ର ସଚିବ ହେବେ ମାର୍କୋ ରୁବିଓ

ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଫ୍ଲୋରିଡା ସିନେଟର ଥିବା ମାର୍କୋ ରୁବିଓ(୫୩)ଙ୍କୁ ଦେଶର ପରରାଷ୍ଟ୍ର ସଚିବ ପଦ ପାଇଁ ମନୋନୀତ କରିଛନ୍ତି। ମାର୍କୋ ଚାଇନା, ଇରାନ, କ୍ୟୁବା ଭଳି ଦେଶ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରିଆସିଛନ୍ତି। ଭାରତର ବନ୍ଧୁ ଭାବରେ…

୧୬ ତାରିଖ ପରେ ରାଜ୍ୟରେ ଶୀତ ବଢ଼ିପାରେ

ରାଜ୍ୟରେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନ ଥିବାବେଳେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହୁଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରାରେ…

ପଞ୍ଚୁକର ଦ୍ବିତୀୟ ଦିନ , ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଦର୍ଶନ କରିବେ ଭକ୍ତ

ପଞ୍ଚୁକ ବ୍ରତ ପାଇଁ ଶୀକ୍ଷେତ୍ରରେ ଭକ୍ତଙ୍କ ଅହେତୁକ ଭିଡ଼ । ପ୍ରଥମ ଦିନ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ଅନୁଷ୍ଠିତ ହୋଇଥିବା ବେଳେ ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥିରେ ଭକ୍ତମାନେ ମହାପ୍ରଭୁଙ୍କ ବାଙ୍କଚୁଡ଼ା ବେଶ ଦର୍ଶନ କରିବେ । ଭକ୍ତଙ୍କ ଭିଡ଼…

ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ

ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ବିଜେପି –କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଛି । ନିର୍ବାଚନ ମଇଦାନରେ ୬୮୫ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ହଜାରିବାଗ, ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ,…

ପଞ୍ଚୁକରେ କେଉଁ ରାଶିରେ ଅଛି ଶୁଭ

ଅଦ୍ୟ ନଭେମ୍ବର ମାସ ୧୩ ତାରିଖ ୨୦୨୪ ମସିହା(ବୁଧବାର) ଶକାବ୍ଦ -୧୯୪୬ ସମ୍ବତ -୨୦୮୧ ଦିଲ୍ଲୀସ୍ୱରାଦ୍ଧ-୧୪୩୨ ସମ୍ବତ୍ସର-କାଳ କାର୍ତ୍ତିକମାସ- ଶୁକ୍ଳପକ୍ଷ ତିଥି- ଦ୍ୱାଦଶୀ ଦିବା ଘ ୧୨/୫୧ ଗତେ ତ୍ରୟୋଦଶୀ ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ ୦୬/୧୦ ଗତେ ରେବତୀ ଚନ୍ଦ୍ର -ମୀନ ରାତ୍ରି ଘ…

ବିଜେପି କୁ କୁକୁର ସହ ତୁଳନା କରି ବିବାଦରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ

ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ଭାରତୀୟ ଜନତା ପାର୍ଟି (ବିଜେପି)କୁ କୁକୁର ସହ ତୁଳନା କରି ବିବାଦର ପରିସର ଭିତରକୁ ଆସିଛନ୍ତି।  ଓବିସି ସମ୍ପ୍ରଦାୟର ଲୋକଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣି ସେ ବିଜେପିକୁ ନିଜର ସ୍ଥାନ ଦେଖାଇବା ଉଚିତ ବୋଲି କହିଛନ୍ତି। ଆକୋଲା ଠାରେ ଏକ…

ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବ୍‌ସାଇଟ୍‌ ଉନ୍ମୋଚିତ

ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପାଇଁ ସମୟ ପାଖେଇ ଆସୁଛି। ଏହି ଭବ୍ୟ ମହୋତ୍ସବ ଆସନ୍ତା ଜାନୁଆରି ୮ ତାରିଖରୁ ରାଜଧାନୀର ଜନତା ମଇଦାନରେ ଅନୁଷ୍ଠିତ ହେବ। ପ୍ରବାସୀ ଭାରତୀୟ ଦିବସ ପାଇଁ ମଙ୍ଗଳବାର ନୂଆଦିଲ୍ଲୀର ଜବାହରଲାଲ ନେହରୁ ଭବନସ୍ଥିତ ସିବି ମୁଥାମା ହଲ୍‌ରେ ୱେବ୍‌ସାଇଟ୍‌ ଉନ୍ମୋଚିତ…