ଆଜି ଏହି ରାଶି ହେବେ ମାଲାମାଲ!

ଆଜି ପାଞ୍ଚଟି ରାଶି ହେବେ ମାଲେମାଲ । ଯେଉଁ ରାଶିର ବ୍ୟକ୍ତି ସୂର୍ଯ୍ୟଦେବତାଙ୍କୁ ପୂଜା କରି ଦିନ କାର୍ଯ୍ୟ ଆରମ୍ଭ କରିବେ ସେମାନେ ମାଲାମାଲ ହେବେ ।  ସୂର୍ଯ୍ୟଦେବତାଙ୍କୁ ଗ୍ରହଙ୍କ ରାଜା ବୋଲି କୁହାଯାଏ । ସାରା ବ୍ରହ୍ମାଣ୍ଡରେ ତାଙ୍କୁ ଶକ୍ତିର କେନ୍ଦ୍ର ବୋଲି କୁହାଯାଏ । ସୂର୍ଯ୍ୟ ରାଶି…

ସରିଲା ପବିତ୍ର ବଡ଼ଓଷା, ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ଗଜଭୋଗ

ସରିଲା ପବିତ୍ର ବଡ଼ଓଷା, ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ଗଜଭୋଗ। ରାତି ତମାମ ଉଜାଗର ହୋଇ ବାବାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ଶୃଙ୍ଖଳିତ ଦର୍ଶନ ଲାଗି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ୱରଙ୍କ ପାଖରେ…

ତିଳକ ବର୍ମାଙ୍କ ପ୍ରଥମ ଆନ୍ତର୍ଜାତିକ ଶତକ: ଭାରତ ବିଜୟୀ

ସେଞ୍ଚୁରିଅନ୍‌: ତିଳକ ବର୍ମାଙ୍କ ପ୍ରଥମ ଆନ୍ତର୍ଜାତିକ ଶତକ ସହାୟତାରେ ଭାରତ ଏଠାରେ ଖେଳିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦କୁ ୧୧ ରନ୍‌ରେ ଜିତିନେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୨୨୦ ରନ୍‌ର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୦୮/୭ କରିଥିଲା। ଫଳରେ ୪ ମ୍ୟାଚ୍‌…

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୮ ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବୁଧବାର ଅପରାହ୍ନରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କ୍ୟାବିନେଟ୍‌ ବୈଠକରେ ୮ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ…

ନିଯୁକ୍ତି ପରୀକ୍ଷାରେ ହେରଫେର କଲେ ଜେଲ, ଜରିମାନା

ରାଜ୍ୟ କ୍ୟାବିନେଟରେ ବୁଧବାର ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଅନେକ ବିଭାଗ ଓ କାର୍ଯ୍ୟଶୈଳୀ ଉପରେ ସମୀକ୍ଷା ହୋଇଥିଲା। ଏଥିରେ ନିଯୁକ୍ତି ପରୀକ୍ଷା ସଂପର୍କିତ…

ଆଜି ବିଶ୍ବ ଦୟା ଦିବସ

ଦୟା ଏକ ମହାନ୍‌ ଗୁଣ। ଏହାଦ୍ୱାରା ଶାନ୍ତି ଏବଂ ବନ୍ଧୁତ୍ୱ ବାର୍ତ୍ତା ପ୍ରସାରିତ ହୋଇଥାଏ। ସେଥିପାଇଁ ନଭେମ୍ବର ୧୩କୁ ବିଶ୍ୱ ଦୟା ଦିବସ ଭାବରେ ପାଳନ କରାଯାଏ। ୧୯୮୮ରୁ ଏହି ଦିବସ ପାଳନ କରାଯାଉଛି। ଏହାକୁ ବିଶ୍ୱ ଦୟା କିମ୍ବା ସହୃଦୟତା ଆନ୍ଦୋଳନର ଏକ ଅଂଶ ବୋଲି କୁହାଯାଏ। ତେବେ ଏହି ବର୍ଷର…

ରାଜଧାନୀରେ ସୁନା ଓ ରୁପା ଦାମ୍‌ରେ ବଡ଼ ଧରଣର ହ୍ରାସ

ରାଜଧାନୀରେ ସୁନା ଓ ରୁପା ଦାମ୍‌ରେ ବଡ଼ ଧରଣର ହ୍ରାସ ଘଟିଛି। ମଙ୍ଗଳବାର ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୩୫୦ ଟଙ୍କା ହ୍ରାସ ପାଇ ୭୦,୮୫୦ ଟଙ୍କାକୁ ଖସିଆସିଛି। ସେହି ସମୟରେ ୨୪ କ୍ୟାରେଟ ସୁନା ଦର ୧୪୭୦ ଟଙ୍କା ହ୍ରାସ ପାଇ ୭୭,୨୯୦ ଟଙ୍କା ହୋଇଛି। ବିବାହ ଋତୁ ଆସୁଥିବା ବେଳେ…

୧୬ରୁ ଛଅ ଦିନିଆ ବିଦେଶ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ

୧୬ରୁ ୨୧ ତାରିଖ ପର୍ୟ୍ୟନ୍ତ ୬ ଦିନିଆ ନାଇଜେରିଆ, ବ୍ରାଜିଲ୍ ଓ ଗୁଏନା ଗସ୍ତରେ ଯିବେ  । ପ୍ରଥମେ ମୋଦୀ ୧୬ ଓ ୧୭ ତାରିଖ ନାଇଜେରିଆ ଗସ୍ତରେ ଯିବେ। ସେଠାକାର ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରେ ମୋଦୀ ଏହି ଗସ୍ତ କରୁଛନ୍ତି । ୧୭ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ…

ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ହତ୍ୟା ଧମକ

ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ହତ୍ୟା ଧମକ | ଫୋନ୍ କଲ କରି ୫୦ ଲକ୍ଷ ଟଙ୍କା ମାଗିଛନ୍ତି ଦୁର୍ବୃତ୍ତ । ୨ ଦିନ ମଧ୍ୟରେ ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ଦୁର୍ବୃତ୍ତ । ନେବିହାର ଦାନେପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଅଭିନେତ୍ରୀ।

ବୁଲଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ବୁଡଡୋଜର ଆକ୍ସନ ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ଏକ ମାମଲାର ଶୁଣାଣୀ କରି ଜଷ୍ଟିସ ବି.ଆର ଗଭଇ କହିଛନ୍ତି । ସେ କହିଛନ୍ତି, କୌଣସି ଅଭିଯୁକ୍ତ କିମ୍ବା ଦୋଷୀଙ୍କ ଘର ଉପରେ ବୁଲଜୋଡର ଚଢ଼ାଇବା ଗ୍ରହଣୀୟ ନୁହେଁ । ଏଭଳି କାର୍ଯ୍ୟରେ ସରକାରୀ କ୍ଷମତାର ଦୁରୂପଯୋଗ କରାଯିବା ଉଚିତ ନୁହେଁ । ଏହି…