ଆଜି ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ,ସ୍କୁଲ-କଲେଜରେ ପୂଜାର ଧୂମ୍

ଗଣପତି ବାପ୍ପା ମୋରିଆ । ଆଜି ପବିତ୍ର ଗଣେଶ ପୂଜା । ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ । ଓଡ଼ିଶାର ସ୍କୁଲ-କଲେଜରେ ପୂଜାର ଧୂମ୍ । ଗଣେଶ ପୂଜା ସହ ଛାତ୍ରଛାତ୍ରୀଙ୍କ ଏକ ନିଆରା ସମ୍ପର୍କ ରହିଛି । ସକାଳୁ ସକାଳୁ ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆରମ୍ଭ ହୋଇଯାଇଛି…

ଗଣେଷ ପୂଜରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଏକ ଶୁଭ ଦିନ ହେବ । କଠିନ ପରିଶ୍ରମ ଆପଣଙ୍କ କାମରେ ସକାରାତ୍ମକ ଫଳାଫଳ ଆଣିବ । ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟକୁ ବିସ୍ତାର କରିପାରିବେ । ଆପଣଙ୍କୁ କାର୍ଯ୍ୟାଳୟରେ ସମର୍ଥନ ମିଳିବ । ଆପଣ ପରିବାର ଏବଂ ବନ୍ଧୁଙ୍କଠାରୁ ଲାଭ ପାଇବେ । ଆପଣ ସାମାଜିକ ସଫଳତା ହାସଲ କରିବେ ।…

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ପାଇଁ ରାଜ୍ୟର ହାଇସ୍କୁଲକୁ ମିଳିବ ସ୍ୱତନ୍ତ୍ର ଅନୁଦାନ

ରାଜ୍ୟର ହାଇସ୍କୁଲ ଗୁଡ଼ିକରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯିବ ।  ଏହି ଅନୁଦାନରେ ସ୍କୁଲ ଗୁଡିକରେ ବିଜ୍ଞାନ ଲାଵ, ସ୍ମାର୍ଟ କ୍ଲାସରୁମ ହେବା ସହିତ ପ୍ରତ୍ୟେକ ଜିଲ୍ଲାରେ ବିଜ୍ଞାନ ପାର୍କ ଗଢି ଉଠିବ ।  କ୍ଲାସରୁମରେ ଥିଓରୀରେ ପଢିବା ପାଠ…

୨୦୨୯ ଏନ୍‌ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ ହେବ – କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏ ନେତୃତ୍ବାଧୀନ ୨୧ ରାଜ୍ୟରେ ସମାନ ନାଗରିକ ସଂହିତା (UCC) ଲାଗୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆରମ୍ଭ ହେବାକୁ ଥିବା ୩୦ ଦିନିଆ 'ସେବା ସଂକଳ୍ପ…

“ରାତି ୮ଟା ପରେ ଖାଆନ୍ତୁ ନାହିଁ” ଏହି ନିୟମ ପଛରେ ଗୋଡ଼ାଇବା ଅପେକ୍ଷା ,ଖାଦ୍ୟର ପରିମାଣ , ଗୁଣବତ୍ତା…

ତି ୮ଟା ୧୫ରେ ରାତ୍ରୀଭୋଜନ ସାରିବା ପରେ କେବେ ଭାବିଛନ୍ତି କି, ଏହି ଅତିରିକ୍ତ ୧୫ ମିନିଟ୍ ଆପଣଙ୍କ ଶରୀରକୁ "ଫ୍ୟାଟ୍-ଷ୍ଟୋରେଜ୍ ମୋଡ୍" (ଚର୍ବି ସଞ୍ଚୟ ମୋଡ୍)କୁ ପରିବର୍ତ୍ତନ କରିଦେଇଛି  ।  ଶୁଣିବାକୁ ଏହା ଅଜବ ଲାଗିପାରେ, କିନ୍ତୁ ରାତି ୮ଟା ପରେ ଖାଦ୍ୟ ଖାଇଲେ ଓଜନ ବଢ଼ିଥାଏ  । ଏହି…

ଗଣେଶ ପୂଜା ଭସାଣୀ ରେ ବାଜିବନି ଡିଜେ ,ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ

ଗଣେଶ ପୂଜାରେ ବାଜିବନି ଡିଜେ। ଭସାଣୀ ବେଳେ ଫୁଟିବନି ବାଣ । ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ। ଗଣେଶ ପୂଜା ପାଇଁ ଚଳିତବର୍ଷ ଭୁବନେଶ୍ୱରରେ କଟକଣା ଜାରି କରିଛି କମିଶନରେଟ ପୋଲିସ। ଭୁବନେଶ୍ୱରରେ ମୁତୟନ ରହିବେ ୩୦ପ୍ଲାଟୁନ ଫୋର୍ସ । ଜଟଣୀ ପାଇଁ ମଧ୍ୟ ସ୍ବତନ୍ତ୍ର ସୁରକ୍ଷା ଓ…

ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପ୍ରକୋପ,ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ବହିବ ପବନ

ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପ୍ରକୋପ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଏବଂ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ବିଦର୍ଭ ଅଞ୍ଚଳରେ ଏକ ଲଘୁଚାପ…

ଭାରତ ବିଶ୍ବର ଚତୁର୍ଥ ବୃହତ୍‌ ବିଦେଶୀ ମୁଦ୍ରା ଭଣ୍ଡାର ଥିବା ରାଷ୍ଟ୍ରରେ ପରିଣତ, ପଛରେ ପଡ଼ିଲା ଭାରତ

ଭାରତ ବିଶ୍ବର ଚତୁର୍ଥ ବୃହତ୍‌ ବିଦେଶୀ ମୁଦ୍ରା ଭଣ୍ଡାର ଥିବା ରାଷ୍ଟ୍ରରେ ପରିଣତ ହୋଇଛି। ରୁଷ୍‌କୁ ପଛରେ ପକାଇ ଭାରତ ଏହି ସ୍ଥାନ ହାସଲ କରିଛି। ସେପ୍ଟେମ୍ବର ୪ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ରେକର୍ଡ ୪୪.୯ ବିଲିଅନ ଡଲାରର ବୃଦ୍ଧି ଘଟିବା ସହ ଏହା ୭୮୫.୭…

‘ବିଗ୍ ବସ୍ ୨୦’: ଏକ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ବିରୋଧର ଶିକାର ପରେ କ୍ଷମା ପ୍ରାର୍ଥନା…

ରିଆଲିଟି ସୋ 'ବିଗ୍ ବସ୍ ୨୦' (Bigg Boss 20) ରେ ଅଂଶଗ୍ରହଣ କରିଥିବା ଭାରତର ମହିଳା ବକ୍ସିଂ ତାରକା ତଥା ଅଲିମ୍ପିକ୍ ପଦକ ବିଜେତା ମେରି କମଙ୍କ ଏକ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ତୀବ୍ର ବିରୋଧ ହୋଇଛି। ଅନ୍ୟ ମହିଳା ଆଥଲେଟମାନଙ୍କ ସଫଳତା ପ୍ରତି ବିବାଦୀୟ ଟିପ୍ପଣୀ ଦେଇଥିବା ଅଭିଯୋଗ…

ଜୁନିୟର ମହିଳା ହକି ଏସିଆ କପ୍‌: ୫-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲରେ ଭାରତ

ଓଡ଼ିଆ ତାରକା ସୁପ୍ରିୟା କୁଜୁରଙ୍କ ହ୍ୟାଟ୍ରିକ୍‌ ଗୋଲ ବଳରେ ଭାରତ ଜୁନିୟର ମହିଳା ହକି ଏସିଆ କପ୍‌ର ଫାଇନାଲରେ ପହଞ୍ଚିଛି। ଶନିବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୫-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି କ୍ରମାଗତ ତୃତୀୟ ଓ ଚତୁର୍ଥ ଥର ପାଇଁ ଫାଇନାଲରେ ପହଞ୍ଚିଛି। ରବିବାର ଭାରତ…