ପୁଣି ଥରିଲା ରୁଷିଆର କାମଚଟକା , ସୁନାମି ପାଇଁ ଆଲର୍ଟ ଜାରି
ପୁଣି ଥରିଲା ରୁଷିଆର କାମଚଟକା। ଜୁଲାଇ ୩୦ରେ ଏହି ଅଞ୍ଚଳରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିବା ବେଳେ ଏବେ ପୁଣି କାମଚଟକାରେ ୭.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ପରେ ଏବେ ଭୂକମ୍ପ ଅନୁଭୂତ ଅଞ୍ଚଳରେ ସୁନାମି ପାଇଁ ଆଲର୍ଟ ଜାରି କରାଯାଇଛି । ଯଦି ସୁନାମି ଆସେ, ତେବେ ଏହା…