ଯଦି କିସ୍ତିରେ ମୋବାଇଲ ଫୋନ କିଣିଛନ୍ତି ,କିସ୍ତି ଶୁଝିନପାରିଲେ ଫୋନ ଲକ ହୋଇପାରେ

ଲୋକେ ବ୍ୟାଙ୍କରୁ ଋଣ ଆଣି ଗାଡ଼ି କିଣିଥାନ୍ତି । ଏହି ଋଣ ନ ଶୁଝିଲେ ବ୍ୟାଙ୍କ କଣ କରେ ? ରିକଭୋରି ଏଜେଣ୍ଟ ଆସି ଗାଡ଼ିକୁ ଜବତ କରିନେଇଯାଆନ୍ତି । ଠିକ ସେହିପରି ମୋବାଇଲ ଫୋନ କ୍ଷେତ୍ରରେ ହୋଇପାରେ । ଆପଣ ଯଦି କିସ୍ତିରେ ଏକ ମୋବାଇଲ ଫୋନ କିଣିଛନ୍ତି ଓ କିସ୍ତି ଶୁଝୁନାହାନ୍ତି ତେବେ ଆପଣଙ୍କ…

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ କ୍ୟାରିୟର ପ୍ରଦର୍ଶନୀ

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ଏକ ଦୁଇଦିନିଆ କ୍ୟାରିୟର୍ ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ପିଏଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩ରେ ଉଦଯାପିତ ହୋଇଯାଇଛି । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଏହାକୁ ଉଦ୍‌ଘାଟନ କରି କହିଛନ୍ତି, …

ଘର ଆଟାଚ୍‌ମେଣ୍ଟ୍‌ ବିରୁଦ୍ଧରେ ଚ୍ୟାଲେଞ୍ଜ୍‌ କରିପାରନ୍ତି ଅର୍ଚ୍ଚନା

ଇଡି ଅର୍ଚ୍ଚନା ନାଗଙ୍କ ଘର ଆଟାଚ କଲା ପରେ ଏବେ ଚର୍ଚ୍ଚା ହେଉଛି ଯେ କଣ ଅର୍ଚ୍ଚନା ଏହା ବିରୋଧରେ କୋର୍ଟରେ ଚ୍ୟାଲେଂଜ କରିବେ  । କାରଣ ପୂର୍ବରୁ ତାଙ୍କ ନାମରେ ଇଡି ଯେଉଁ ମାମଲାରେ ଏହି ଘର ଆଟାଚ କରିଛି ତାକୁ ସେ ବିରୋଧ କରିଥିଲେ । ଏପରିକି ଘର ରେଡ ବେଳେ ତାଙ୍କ…

ପୁଣି ଥରିଲା ରୁଷିଆର କାମଚଟକା , ସୁନାମି ପାଇଁ ଆଲର୍ଟ ଜାରି

ପୁଣି ଥରିଲା ରୁଷିଆର କାମଚଟକା। ଜୁଲାଇ ୩୦ରେ ଏହି ଅଞ୍ଚଳରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିବା ବେଳେ ଏବେ ପୁଣି କାମଚଟକାରେ ୭.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ପରେ ଏବେ ଭୂକମ୍ପ ଅନୁଭୂତ ଅଞ୍ଚଳରେ ସୁନାମି ପାଇଁ ଆଲର୍ଟ ଜାରି କରାଯାଇଛି । ଯଦି ସୁନାମି ଆସେ, ତେବେ ଏହା…

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ନେପାଳର ଅନ୍ତରୀଣ ସରକାରଙ୍କ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଶ୍ରୀମତୀ ସୁଶୀଳା କାର୍କିଙ୍କୁ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଯେ, ଭାରତ ନେପାଳର ଲୋକଙ୍କ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଦୃଢ଼ ପ୍ରତିବଦ୍ଧ ।…

ରେଳ ମାନଚିତ୍ରରେ ଯୋଡ଼ି ହେଲା ଆଇଜର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତରେ ବାହାରି ସାରିଛନ୍ତି। ସେ ବର୍ତ୍ତମାନ ମିଜୋରାମରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ରାଜ୍ୟକୁ ରେଳ ଲାଇନ୍ ଉପହାର ଦେଇଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ମିଜୋରାମର ଆଇଜଲରେ ୯ହଜାର କୋଟି ଟଙ୍କାରୁ ଅଧିକ…

ଏସିଆ କପ୍‌ର ଚତୁର୍ଥ ମ୍ୟାଚ୍‌ – ଓମାନକୁ ଶୋଚନୀୟ ଭାବେ ୯୩ ରନ୍‌ରେ ପରାସ୍ତ କରିଛି ପାକିସ୍ତାନ

ଚଳିତ ଏସିଆ କପ୍‌ର ଚତୁର୍ଥ ମ୍ୟାଚ୍‌ରେ ପାକିସ୍ତାନ ଶୁକ୍ରବାର ପ୍ରଥମ ପଦାର୍ପଣକାରୀ ଓମାନକୁ ଶୋଚନୀୟ ଭାବେ ୯୩ ରନ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ମହମ୍ମଦ ହାରିସ୍‌ଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ପାକିସ୍ତାନ ୧୬୦ ରନ୍ କରିବା ପରେ ଏହାର ବୋଲରମାନେ ଓମାନକୁ ୬୦ ରନ୍‌ରେ ଅଲଆଉଟ୍ କରି…

ସୃଷ୍ଟି ହେଲା ଲଘୁଚାପ , ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳର ପଶ୍ଚିମ-କେନ୍ଦ୍ରୀୟ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଗୁରୁବାର ସକାଳେ ସେହି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।…

୧୫ ସେପ୍ଟେମ୍ବରରେ ବୁଧ କନ୍ୟା ରାଶିରେ ପ୍ରବେଶ କରିବେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ୧୫ ସେପ୍ଟେମ୍ବରରେ କନ୍ୟା ରାଶିରେ ପ୍ରବେଶ କରିବେ । ବୁଧଙ୍କ ଚଳନ ଖୁବ୍‌ ପ୍ରଭାବଶାଳୀ ଓ ମହତ୍ତ୍ୱପୂର୍ଣ୍ଣ ବୋଲି ମାନ୍ୟତା ରହିଛି । ବୁଧ ସମସ୍ତ ଗ୍ରହଙ୍କ ରାଜକୁମାର କୁହାଯାଏ । ବୁଧ ରାଶି ପରିବର୍ତ୍ତନ କରିବା ଦ୍ୱାରା ଭାଗ୍ୟରେ ଚମକିଥାଏ । ଅତ୍ୟନ୍ତ ଶୁଭଫଳ…

ଆୟୁର୍ବେଦରେ ଗୁଳୁଚି ଏକ ଅମୃତ

ଓଡ଼ିଆରେ ଗୁଳୁଚି , ହିନ୍ଦିରେ ଗିଲୋୟ , ଆଉ ବିଜ୍ଞାନ ନାଁ ଟିନେସ୍ପୋରା କୋରଡିଫୋଲିଆ । ଆୟୁର୍ବେଦରେ ଏହାକୁ ଅମୃତ ବୋଲି କୁହାଯାଏ । ଆମ୍ବ, ଲିଚୁ , ପିଜୁଳି ପରି ବଡ଼ ବଡ଼ ଗଛମାନଙ୍କରେ ମାଡ଼ିଥାଏ । ଏହାର ପତ୍ର ଗୁଡ଼ିକ ହୃଦୟ ଆକାର, ପାନପତ୍ର ଭଳି ଦେଖିବାକୁ । ଅନାବନା ହୋଇ ମାଡ଼ୁଥିବା ଭଳି ଏହି…