ଆଜିର ରାଶିଫଳ

ମେଷ: ପରିବାରକୁ ଆପଣଙ୍କ ଠାରୁ ବହୁତ ଅପେକ୍ଷା ହେବ। କୌଣସି ନିକଟ ସଂପର୍କିୟଙ୍କ ସହିତ ମିଶି ନିଜର କଥା କହିବେ। ବେପାରରେ ଲାଭ ହେବ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ବୃଷ: ଆପଣଙ୍କ ଲାଗି ଆତ୍ମବିଶ୍ବାସ ଓ ଆଶାଯୁକ୍ତ ଦିନଟିଏ। ଘରର ସୌନ୍ଦର୍ଯ୍ୟକରଣ ଜିନିଷ…

ଡିସେମ୍ବର ୭ରେ ବିବାହ କରିବେ ପଲାଶ ମୁଛଲ

ଗାୟକ-ଫିଲ୍ମ ନିର୍ମାତା ପଲାଶ ମୁଛଲ ତାଙ୍କ ପ୍ରଶଂସକଙ୍କ ସହ ପୁଣି ଏକ ଖୁସି ଖବର ଶେୟାର କରିଛନ୍ତି। ଗାୟକ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସହିତ ତାଙ୍କ ବିବାହ ବିଷୟରେ ଏକ ବଡ଼ ସୂଚନା ଦେଇଛନ୍ତି। ସ୍ମୃତି ଏବଂ ପଲାଶ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ପଲାଶ ଏବଂ…

ଆଇଏସ୍‌ଆଇ ପାଇଁ ଗୁପ୍ତଚର ବୃତ୍ତି ଅଭିଯୋଗରେ ପଞ୍ଜାବର ଯୁବକ ଗିରଫ: ରାଜସ୍ଥାନ CID ଇଣ୍ଟେଲିଜେନ୍ସର ବଡ଼ ସଫଳତା

ଜୟପୁର, ଡିସେମ୍ବର ୨: ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ (ISI) ପାଇଁ ଗୁପ୍ତଚର ବୃତ୍ତି କରୁଥିବା ଅଭିଯୋଗରେ ରାଜସ୍ଥାନ CID ଇଣ୍ଟେଲିଜେନ୍ସ ସୋମବାର ଦିନ ଜଣେ ଯୁବକକୁ ଗିରଫ କରିଛି।  ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ପ୍ରକାଶ ସିଂ ଓରଫ୍ ବାଦଲ। ସେ ପଞ୍ଜାବର ଫିରୋଜପୁରର ବାସିନ୍ଦା।…

ରୋହିତ-ବିରାଟଙ୍କ ଦିନିକିଆ ଭବିଷ୍ୟତ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ  ଦ୍ୱାରା ଏକ ଜରୁରୀ ବୈଠକ ଡକାଯାଇଛି। ଖବର ଅନୁଯାୟୀ, ଆସନ୍ତାକାଲି, ଡିସେମ୍ବର ୩, ବୁଧବାର, ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ରାୟପୁରରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବିସିସିଆଇର ଏହି ଜରୁରୀ ବୈଠକର ମୁଖ୍ୟ…

ନୂତନ ସ୍ମାର୍ଟଫୋନରେ ‘ସଞ୍ଚାର ସାଥୀ’ ଆପ୍ ପ୍ରି-ଇନଷ୍ଟଲ କରିବା ବାଧ୍ୟତାମୂଳକ

ସ୍ମାର୍ଟଫୋନ ମାଧ୍ୟମରେ ଠକେଇ ମାମଲା ବଢିଚାଲିଥିବାରୁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦୂରସଂଚାର ବିଭାଗ (DoT) ମୋବାଇଲ୍ ଫୋନ୍ କମ୍ପାନୀଗୁଡ଼ିକୁ ଏକ ବଡ଼ ନିର୍ଦ୍ଦେଶ ଜାରି କରିଛି। ଏହା ଅନୁଯାୟୀ ଦେଶରେ ନିର୍ମିତ କିମ୍ବା ଆମଦାନି ହେଉଥିବା ପ୍ରତ୍ୟେକ ନୂତନ ସ୍ମାର୍ଟଫୋନରେ 'ସଞ୍ଚାର…

ଭଦ୍ରକରେ ବିଜେଡିକୁ ଶକ୍ତ ଝଟକା: ଜଣକ ପରେ ଜଣେ ୪ ବ୍ଲକ୍ ଅଧ୍ୟକ୍ଷ ଇସ୍ତଫା, ‘ବିଜେପି’ରେ ସାମିଲ ହେବା…

ଭଦ୍ରକରେ ଜଣଙ୍କ ପରେ ଜଣେ ବ୍ଲକ୍‌ ଅଧ୍ୟକ୍ଷ ଇସ୍ତଫା ଦେଇ ଏବେ ଦଳର ମୁଣ୍ଡବ୍ୟଥା ବଢ଼ାଇଛନ୍ତି। ଦୁଇଦିନ ତଳେ ବିଜେଡି ସମର୍ଥିତ ବନ୍ତ, ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକ୍‌ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେଇଥିଲେ। ଆଜି ପୁଣି ଜିଲ୍ଲାର ବାସୁଦେବପୁର ବ୍ଲକ୍‌ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ବାଳ ଦଳ…

ସଂସଦ ଅଧିବେଶନ ଆରମ୍ଭରୁ ଲୋକସଭାରେ ହଙ୍ଗାମା

ସଂସଦ ଅଧିବେଶନ ଆରମ୍ଭରୁ ଲୋକସଭାରେ ହଙ୍ଗାମା। ଏସଆଇଆର ପ୍ରସଙ୍ଗକୁ କେନ୍ଦ୍ର କରି ଗୃହରେ ବିରୋଧୀ କରିଛନ୍ତି ହଙ୍ଗାମା। ଅଚଳାବସ୍ଥା ଯୋଗୁ ଗୃହକୁ  ବାରମ୍ବାର ମୁଲତବି ଘୋଷଣା କରାଯାଇଛି। ସେପଟେ ସଂସଦରେ ନିର୍ବାଚନ ମଣ୍ଡଳୀ ପ୍ରସଙ୍ଗରେ ହେଉ ଆଲୋଚନା। ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିବା ଓ…

ଅନ୍‌ଲାଇନ୍ ଟିକଟ ୪୫ ମିନିଟ୍‌ରେ ଶେଷ

ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ଆଜି ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ହୋଇଛି। ଅନ୍‌ଲାଇନ୍‌ରେ ୨ ହଜାର ଟିକଟ ବିକ୍ରି ହେବାର ଥିଲା। ଅପରାହ୍ଣ ୨ଟାରେ ବିକ୍ରି ଆରମ୍ଭ ହୋଇଥିବା ବେଳେ ମାତ୍ର ୪୫ ମିନିଟ୍‌ ଭିତରେ ସବୁ ଟିକଟ ବିକ୍ରି…

ବଦଳିଲା ରାଜ ଭବନ ନାଁ, ହେଲା ଲୋକ ଭବନ

ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ଭୁବନେଶ୍ୱର ଓ ପୁରୀସ୍ଥିତ ରାଜ ଭବନର ନାମ ପରିବର୍ତ୍ତନ କରାଯାଇ ଏଣିକି ଏହାକୁ 'ଲୋକ ଭବନ' ଭାବରେ ନାମିତ କରାଯାଇଛି। ଡକ୍ଟର କମ୍ଭମପାଟି ଆହୁରି ମଧ୍ୟ କହିଛନ୍ତି ଯେ 'ଲୋକ ଭବନ' ଏବେ ସାର୍ବଜନୀନ ଯୋଗାଯୋଗ ଏବଂ…

କିଟ୍ ହଷ୍ଟେଲରୁ ପ୍ରଥମ ବର୍ଷ ଛାତ୍ରଙ୍କ ମୃତଦେହ ଉଦ୍ଧାର; ଚଳିତ ବର୍ଷର ତୃତୀୟ ଘଟଣା

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (କିଟ୍) ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଜଣେ ପ୍ରଥମ ବର୍ଷ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାରକୁ ନେଇ ରାଜନୀତି ସରଗରମ ହୋଇଛି ।  ଏହା କିଟ୍ କ୍ୟାମ୍ପସରେ ଚଳିତ ବର୍ଷର ତୃତୀୟ ଛାତ୍ର ମୃତ୍ୟୁ ଘଟଣା ହୋଇଥିବାରୁ ଏହାକୁ ନେଇ ପୁଣି ଥରେ…