ସ୍କୁଲରେ ଗୁଳିକାଣ୍ଡ , ୩୪ ମୃତ
ଥାଇଲାଣ୍ଡର ସୋଙ୍ଗଖଲା ପ୍ରଦେଶର ଏକ ସ୍କୁଲରେ ଗୁଳିକାଣ୍ଡ । ଏହି ଆକ୍ରମଣରେ ୩୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୨ ଜଣ ଛାତ୍ରଛାତ୍ରୀ ସାମିଲ । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଜଣେ ୧୮ ବର୍ଷୀୟ ଯୁବକ ଏକ M-4 ବନ୍ଧୁକରେ ଗୁଳିମାଡ଼ କରିଥିଲା ।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି…