“କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨” ରେ ନଜର ଆସିବେ ବିଲ୍ ଗେଟ୍ସ

ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ଏବଂ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଲ୍ ଗେଟ୍ସ। କିଛିଦିନ ହେବ ବିଲ୍ ଗେଟ୍ସ ଛୋଟପରଦାରେ ନଜର ଆସିବା ଖବର ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଛି। ସ୍ମୃତି ଇରାନୀଙ୍କ ସୋ’…

ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ପରିକଳ୍ପନାର ସଫଳ ରୂପାୟନ ପାଇଁ ପ୍ରତିଶ୍ରୁତିବଦ୍ଧ। ଭିତ୍ତିଭୂମିର ବିକାଶ ତଥା ବେଦାନ୍ତ ଭଳି କମ୍ପାନିର ପୁଞ୍ଜି ବିନିଯୋଗ ଜରିଆରେ ଓଡ଼ିଶା ସରକାର ଏହି ଲକ୍ଷ୍ୟ ହାସଲ କରିବେ। ଶିଳ୍ପ ଓ…

୨୦୨୫ ବିହାର ବିଧାନସଭା ନିର୍ବାଚନ- ତେଜସ୍ୱୀ ଯାଦବ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ଆରଜେଡି ନେତା ତେଜସ୍ୱୀ ଯାଦବ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ମତଦାନ ଏବଂ ଫଳାଫଳ ଘୋଷଣା ପୂର୍ବରୁ ଶେଷରେ ମେଣ୍ଟ ଦଳମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସ୍ବୀକାର କରିଛନ୍ତି ।  ବିହାର ନିର୍ବାଚନ ତାରିଖ ଘୋଷଣା ପରେ କିଏ…

ଭାରତକୁ ଦୁଇ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆଠୁ ଦ୍ବିତୀୟ ମ୍ୟାଚରେ ପରାସ୍ତ ହୋଇଛି ଭାରତ । ଦ୍ବିତୀୟ ଦିନିକିଆରେ ଭାରତକୁ ଦୁଇ ଓ୍ବିକେଟରେ ହରାଇ ୨-୦ରେ ସିରିଜ ହାତେଇଛି ଅଷ୍ଟ୍ରେଲିଆ । ତିନିଟିକିଆ ସିରିଜରେ ଏହା ଭାରତର ଦ୍ବିତୀୟ ପରାଜୟ । ୨୬୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୬.୨ ବଲରେ ୮ ଓ୍ବିକେଟ ହରାଇ…

ନଭେମ୍ବର ୪ ତାରିଖରେ ଜେଏନୟୁ ନିର୍ବାଚନ

ସାରା ଭାରତର ଛାତ୍ର ରାଜନୀତିରେ ଗୁରତ୍ୱ ବହନ କରୁଥିବା ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ବିଶ୍ୱବିଦ୍ୟାଳୟର ନିର୍ବାଚନ ସମିତି ତରଫରୁ ତାରିଖ ଘୋଷଣା କରାଯାଇଛି । ଦୀର୍ଘଦିନର ଅପେକ୍ଷା ପରେ ଜାରି ହୋଇଥିବା ନୋଟିସରେ ସ୍ପଷ୍ଟ ହୋଇଛି କି,…

କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିର ପ୍ରବେଶ କରି ଇତିହାସ ରଚିଛନ୍ତି  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିରରେ ପ୍ରବେଶ କରି ଇତିହାସ ରଚିଛନ୍ତି। ୬୭ ବର୍ଷୀୟ ରାଷ୍ଟ୍ରପତି ମୁର୍ମୁ ଏହା ଦ୍ୱାରା ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ଏହି ପବିତ୍ର ତୀର୍ଥସ୍ଥଳରେ ପ୍ରାର୍ଥନା କରିଛନ୍ତି। କେରଳକୁ ୪ ଦିନିଆ ଗସ୍ତରେ…

ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବ

ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବ। ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାହାକୁ ରଖାଯିବ ଏବଂ ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପ୍ରଶ୍ନପତ୍ର ପହଞ୍ଚିବ। ପରୀକ୍ଷାର ସୁପରିଚାଳନା ପାଇଁ ବିଦ୍ୟାଳୟ ଓ…

ଆହୁରି ଦୁଇଟି ଲଘୁଚାପର ପ୍ରକୋପ ସହିବେ ଓଡ଼ିଶାବାସୀ

ଶୀତୁଆ ସକାଳକୁ ଅପେକ୍ଷା କରିଥିବା ଓଡ଼ିଶାବାସୀ ଏବେ ଆହୁରି ଦୁଇଟି ଲଘୁଚାପର ପ୍ରକୋପ ସହିବେ । ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜ୍ୟରୁ ବିଦାୟ ନେଇସାରିଥିଲେ ବି ଆହୁରି ସପ୍ତାହେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଉଭୟ ଲଘୁଚାପ ମିଶି ବାତ୍ୟା ଆଶଙ୍କା ସୃଷ୍ଟି କରୁଥିବା ବେଳେ ଏଯାଏଁ ପାଣିପାଗ…

ଶୀତକାଳୀନ ଅଲିମ୍ପିକ୍ସ ୨୦୨୬ କ୍ରୀଡ଼ାରେ ମଶାଲ ଧରିବେ ଅଭିନବ ବିନ୍ଦ୍ରା

ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରାଙ୍କୁ ଆସନ୍ତା ବର୍ଷ ହେବାକୁ ଥବା ଶୀତକାଳୀନ କ୍ରୀଡ଼ାରେ ମଶାଲଧାରକ ଭାବେ ଚୟନ କରାଯାଇଛି। ଶୀତକାଳୀନ ଅଲିମ୍ପିକ୍ସ ୨୦୨୬ ଆସନ୍ତା ବର୍ଷ ଫେବ୍ରୁଆରି ୬ରୁ ୨୨ ପର୍ଯ୍ୟନ୍ତ ଇଟାଲିର ମିଲାନ ଓ କୋର୍ଟିନା ଡି’ ଆମ୍ପେଜୋରେ ଅନୁଷ୍ଠିତ ହେବ। ଏହି…

ଆଜିର ରାଶିଫଳ

ମେଷ: ଆତ୍ମଶକ୍ତିକୁ ଜାଗ୍ରତ କରି ତା’ ଉପରେ ବିଶ୍ବାସ ରଖନ୍ତୁ। ଦେଖିବେ ଆପଣ ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଗତି କରିବେ। ଠାକୁରଙ୍କ ଅପାର କରୁଣା ଅଛି। ପ୍ରଚୁର ଧନାଗମ ଓ ସରକାରୀ କୃପା ମିଳିବ। ବୃଷ: ଧୀ’ଶକ୍ତି ସମ୍ପନ୍ନ ହେବେ। ‘ବସୁଧା’ ତୁଲ୍ୟ ସହିଷ୍ଣୁ ମନୋଭାବର ହୋଇପାରନ୍ତି।…