ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜି ଘର ନିର୍ମାଣ ପାଇଁ ଏକ ଅନୁକୂଳ ସମୟ । ଆପଣ କିଛି ବ୍ୟବସାୟିକ ପ୍ରୟାସରେ ସଫଳତା ପାଇବେ । ଆପଣ ଆପଣଙ୍କ ବ୍ୟବସାୟକୁ ବିସ୍ତାର କରିବା ପାଇଁ ନୂତନ ଯୋଜନା କରିବେ । ଆପଣ ଆପଣଙ୍କ ସନ୍ତାନର ଉନ୍ନତିରେ ଖୁସି ହେବେ । ବୃଷ: ଆପଣ ଆପଣଙ୍କର ଧାର୍ମିକ କାର୍ଯ୍ୟକଳାପକୁ ବିସ୍ତାର କରିବେ ।…

ଆନୁଷ୍ଠାନିକ ଭାବରେ ବିବାହ ତାରିଖ ଘୋଷଣା କଲେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ କପଲ ରଶ୍ମିକା ମନ୍ଦାନା ଏବଂ…

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ କପଲ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା । ସେମାନଙ୍କ ସମ୍ପର୍କ ଏବଂ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚା ହେଉଛି । ସୂଚନା ଥିଲା ଯେ ଫେବୃଆରୀ ୨୬ ତାରିଖରେ ଉଦୟପୁରରେ ଏକ ବ୍ୟକ୍ତିଗତ ଭାବରେ ବିବାହ କରିବାକୁ ଯାଉଛନ୍ତି। ହେଲେ ଏବେ ଏହି…

ରାଜ୍ୟରେ ସକ୍ରିୟ ଅଛନ୍ତି ୪୦ ମାଓବାଦୀ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜ୍ୟରେ ସକ୍ରିୟ ଅଛନ୍ତି ୪୦ ମାଓବାଦୀ । କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ଏବଂ ବରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ କାର୍ଯ୍ୟ କରୁଛନ୍ତି ଏହି ମାଓବାଦୀ । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

ସୁନା ମୂଲ୍ୟ ବୃଦ୍ଧିର କାରଣ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଦେଶର ବଜାରରେ ସୁନା ଦର ଲଗାତାର ବଢିବଢି ଚାଲିଛି, ଫଳରେ ଏହା ସାଧାରଣ ଲୋକଙ୍କ ପହଞ୍ଚର ବାହାରକୁ ଯାଇସାରିଲାଣି। ସୁନା ରୂପା ଦର ଏପରି ବୃଦ୍ଧି ହେବା ନା କେବଳ ସାଧାରଣ ଲୋକ ସରକାରଙ୍କୁ ମଧ୍ୟ ଏବେ ଚିନ୍ତାରେ ପକାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କେନ୍ଦ୍ରୀୟ ନିର୍ଦ୍ଦେଶକ ମଣ୍ଡଳ ସହିତ…

ଦ୍ବିତୀୟ ମେରିଟ୍ ଲିଷ୍ଟ ବାହାର କରିବା ଦାବିରେ ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ

ରାଜରାସ୍ତାରେ କନିଷ୍ଠ ଶିକ୍ଷକ ଆଶାୟୀ । ଦ୍ବିତୀୟ ମେରିଟ୍ ଲିଷ୍ଟ ବାହାର କରିବା ସହ ବଳକା ପଦବୀ ପୂରଣ କରିବାକୁ ଦାବି କରୁଛନ୍ତି ଆଶାୟୀ । ୨୦୨୩ ରେ ରାଜ୍ୟ ସରକାରଙ୍କ ପକ୍ଷରୁ, ୨ ହଜାର କନିଷ୍ଠ ଶିକ୍ଷକ ପଦ ପାଇଁ ବାହାରିଥିଲା ନୋଟିଫିକେସନ । ପୂରଣ ହେଲା ପ୍ରାୟ ୧୩ ଶହ ପଦବୀ । ବଳି ପଡିଗଲେ ୬…

ଭାରତୀୟ ନାଗରିକମାନଙ୍କୁ ଯେକୌଣସି ପରିସ୍ଥିତିରେ ତୁରନ୍ତ ଇରାନ ଛାଡିବାକୁ ଅନୁରୋଧ କରିଛି ଭାରତୀୟ ଦୂତାବାସ

ତେହେରାନରେ ଥିବା ଭାରତୀୟ ଦୂତାବାସ ଏହାର ନାଗରିକମାନଙ୍କୁ ଯେକୌଣସି ପରିସ୍ଥିତିରେ ତୁରନ୍ତ ଇରାନ ଛାଡିବାକୁ ଅନୁରୋଧ କରିଛି। ଭାରତୀୟ ଦୂତାବାସ ଏ ସମ୍ପର୍କରେ ଏକ ପରାମର୍ଶ ଜାରି କରିଛି। ଆଜି ଯେକୌଣସି ପରିସ୍ଥିତିରେ ଇରାନ ଛାଡିବାକୁ ଅନୁରୋଧ କରିଛି। ଭାରତର ଏହି ପରାମର୍ଶ ପରେ, ଇରାନ ଉପରେ…

ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତି ରାଜଗୋପାଲଚାରୀଙ୍କ…

 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ପ୍ରଥମ ଭାରତୀୟ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତି ରାଜଗୋପାଲଚାରୀଙ୍କ ପ୍ରତିମା ଅନାବରଣ କରିଛନ୍ତି। ଏନେଇ ରାଷ୍ଟ୍ରପତିଙ୍କ ଅଧିକାରୀକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ କରାଯାଇଛି। ଏଥିରେ…

ଅପମିଶ୍ରିତ ଖାଦ୍ୟ ତାଲିକାରେ ରହିଛି ହର୍ଲିକ୍ସ

ପିଲାମାନଙ୍କୁ ହର୍ଲିକ୍ସ ପିଆଉଛନ୍ତି କି ? ସାବଧାନ ! ହର୍ଲିକ୍ସ ବି ହେଉଛି ଅପମିଶ୍ରଣ । ବିଧାନସଭାରେ ଏ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଖୋର୍ଦ୍ଧା ଜିଲ୍ଲାରେ ତ ସବୁ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅପମିଶ୍ରିତ ଖାଦ୍ୟ…

ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆକାଶ ମେଘୁଆ ରହିବ । ଘଡ଼ଘଡ଼ି ସହ ବର୍ଷା ନେଇ ଆଜି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

ସୁପର-୮ରେ ବିଫଳ ଭାରତ: ୧୧୧ ରନରେ ଅଲଆଉଟ୍ ହୋଇଛି ଟିମ୍ ଇଣ୍ଡିଆ

ଅପରାଜେୟ ଭାରତ ସୁପର-୮ରେ ବିଫଳ । ସୁପର-୮ର ପ୍ରଥମ ମ୍ୟାଚରେ ଅତି ଶୋଚନୀୟ ପରାଜୟ ଭୋଗିଛି ଭାରତୀୟ ଟିମ୍ । ୧୮.୫ ଓଭରରେ ମାତ୍ର ୧୧୧ ରନରେ ଅଲଆଉଟ୍ ହୋଇଛି ଟିମ୍ ଇଣ୍ଡିଆ । ଆଉ ଏହା ସହ ଦକ୍ଷିଣ ଆଫ୍ରିକା ୭୬ ରନର ବିଶାଳ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକାର ଦମଦାର ବ୍ୟାଟିଂ ପରେ ଘାତକ…