ସମସ୍ତ ଫର୍ମାଟ୍ ନେତୃତ୍ବରୁ ଓହରିଲେ ଭାରତର ଏକମାତ୍ର ମହିଳା କ୍ରିକେଟ ବିଶ୍ବକପ ବିଜେତା ଅଧିନାୟିକା ହରମନପ୍ରୀତ କୌର
ଭାରତର ଏକମାତ୍ର ମହିଳା କ୍ରିକେଟ ବିଶ୍ବକପ ବିଜେତା ଅଧିନାୟିକା ହରମନପ୍ରୀତ କୌର ସମସ୍ତ ଫର୍ମାଟର ନେତୃତ୍ବ ଦାୟିତ୍ବରୁ ଓହରି ଯାଇଛନ୍ତି। ସେ ମଙ୍ଗଳବାର ସାମାଜିକ ଗଣମାଧ୍ୟମରେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି ନିଷ୍ପତ୍ତି ଘୋଷଣା କରିଛନ୍ତି। କେବଳ ମୁଁ ଅଧିନାୟିକା ପଦରୁ ଓହରି ଯାଇଛି;…