ନଈକୁ ଡେଇଁଲେ ଇଞ୍ଜିନିୟର ପରିବାର, ରାଇଫଲ କୋଚ ଗିରଫ

ନଈକୁ ଡେଇଁଲେ ଇଞ୍ଜିନିୟର ପରିବାର ।  ଆନ୍ଧ୍ରପ୍ରଦେଶରେ ଦୁଃଖଦ ଘଟଣା ।  ଜଣେ ଇଞ୍ଜିନିୟରଙ୍କ ପୂରା ପରିବାର ନଦୀକୁ ଡେଇଁ ପ୍ରାଣ ହରାଇଛନ୍ତି ।  ପଞ୍ଚାୟତିରାଜ ଆସିଷ୍ଟାଣ୍ଟ ଇଂଜିନିୟର, ତାଙ୍କ ପତ୍ନୀ, ଝିଅ ଓ ଝିଅର ପୁଅ ନାତି ଗୋଦାବରୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । …

ପୁରୀରେ ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା କାମ,ରଥ ସମ୍ପୂର୍ଣ୍ଣ ଭଙ୍ଗାଯାଇ ସମସ୍ତ କାଠ ଶ୍ରୀମନ୍ଦିର ପ୍ରଶାସନର ଜିମା…

ପୁରୀରେ ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଆଜି ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ କରିଛନ୍ତି । ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା କାମ । ତାପରେ ପାରାଭାଡି ଓ ପରେ ପରେ ଦ୍ୱାରବେଢା ଭଙ୍ଗା ଯାଇଛି ।…

ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ,ମୋଟ ୯ ଟି କାର୍ଯ୍ୟ ଦିବସ

ସେପ୍ଟେମ୍ବର ମାସରେ ବିଧାନସଭା ଅଧିବେଶନ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଯାହା ଅକ୍ଟୋବର ୩ ଯାଏଁ ଚାଲିବ । ଚଳିତ ଥର ହେବାକୁ ଥିବା ମୌସୁମୀ ଅଧିବେଶନରେ ମୋଟ ୯ ଟି କାର୍ଯ୍ୟ ଦିବସ ରହିଛି । ଗୋଟିଏ ଛୁଟି ଦିନ ଥିବା ବେଳେ ୨ ଦିନ ନୋ ମିଟିଙ୍ଗ ଡେ ରହିଛି।…

ଶ୍ରୀମନ୍ଦିରରେ ଆସୁଛି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା,ଘଣ୍ଟାକୁ ୧୦ ହଜାର ଭକ୍ତ କରିପାରିବେ ଦର୍ଶନ, ୩ରୁ ୪ ମାସରେ…

ଶ୍ରୀମନ୍ଦିରରେ ଆସୁଛି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା ।  ଘଣ୍ଟାକୁ ୧୦ ହଜାର ଭକ୍ତ କରିପାରିବେ ଦର୍ଶନ, ୩ରୁ ୪ ମାସରେ କାର୍ଯ୍ୟକାରୀ ହେବ ଯୋଜନା । ସୋମବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବୈଠକ ପରେ ଆଇନ ମନ୍ତ୍ରୀ କହିଛନ୍ତି…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ସହ ଅତିରିକ୍ତ ଖର୍ଚ୍ଚ ଚିନ୍ତା ବଢ଼ାଇପାରେ । ପରିବାରରେ ଖୁସିର ପରିବେଶ ରହିବ । କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ । ଆପଣଙ୍କ କ୍ରୋଧ ଓ କଥାବାର୍ତ୍ତା ଉପରେ ସଂଯମ ରଖନ୍ତୁ । ଅନାବଶ୍ୟକ ବିବାଦରୁ ଦୂରେଇ…

ଲୋକାୟୁକ୍ତ ଚୟନ କମିଟିରେ ପୂର୍ବତନ CJI ଜଷ୍ଟିସ୍ ଜି.ବି. ପଟ୍ଟନାୟକ,ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ…

ଲୋକାୟୁକ୍ତ ଚୟନ କମିଟିରେ ପୂର୍ବତନ CJI ଜଷ୍ଟିସ୍ ଜି.ବି. ପଟ୍ଟନାୟକ। ଓଡ଼ିଶା ଲୋକାୟୁକ୍ତଙ୍କ ଚୟନ କମିଟିର ସଦସ୍ୟ ଭାବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋପାଳ ବଲ୍ଲଭ ପଟ୍ଟନାୟକ ଙ୍କୁ ମନୋନୀତ କରାଯାଇଛି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ…

ଆପଣଙ୍କ ନାଁରେ ଏକାଧିକ SIM କାର୍ଡ ଅଛି କି? ଯଦି ଅଛି, ତେବେ ଆଜିଠାରୁ ଲାଗୁ ହେଉଥିବା ନୂଆ ବ୍ୟବସ୍ଥାରେ କଣ ଅଛି…

ଆଜିଠୁ SIM କାର୍ଡ ନିୟମ କଡ଼ା । ନିର୍ଦ୍ଧାରିତ ସୀମା ପୂରଣ ହୋଇଥିଲେ ଆଉ ମିଳିବନି ନୂଆ କନେକ୍ସନ୍ । ଟେଲିକମ୍ କମ୍ପାନୀ କରିବେ ଯାଞ୍ଚ । ଆପଣଙ୍କ ନାଁରେ ଏକାଧିକ SIM କାର୍ଡ ଅଛି କି? ଯଦି ଅଛି, ତେବେ ଆଜିଠାରୁ ଲାଗୁ ହେଉଥିବା ନୂଆ ବ୍ୟବସ୍ଥାରେ କଣ ଅଛି ଜାଣିବା ଜରୁରୀ । ଦେଶରେ ଜଣେ…

ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ଘରୋଇକରଣ,PPPAC ଦେଲା ମଞ୍ଜୁରୀ

ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ଘରୋଇକରଣ ।  ଲିଜ ସୂତ୍ରରେ ଦେବା ସଂପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ଆପ୍ରାଇଜାଲ କମିଟି- PPPAC ମଞ୍ଜୁରୀ ଦେଇଛି ।  ବଣ୍ଡଲ- ୩ କାଟାଗୋରୀରେ ଭୁବନେଶ୍ବର ବିମାନବନ୍ଦର ସହ କର୍ଣ୍ଣାଟକର…

ଭାରତ ପାଇଁ ୱିକେଟକିପର ଭାବେ ସର୍ବାଧିକ ଟେଷ୍ଟ ରନ୍ କରିବାରେ ଧୋନିଙ୍କୁ ପଛରେ ପକାଇଲେ ରିଷଭ ପନ୍ତ

ଟିମ୍ ଇଣ୍ଡିଆର ଓ୍ବିକେଟ୍ କିପର ବ୍ୟାଟର ରିଷଭ ପନ୍ତ ଇତିହାସ ରଚିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ବ୍ୟାଟିଂ କରି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଇତିହାସରେ ଭାରତ ପାଇଁ ସର୍ବାଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି । ସେ ଶୁବମନ ଗିଲଙ୍କୁ ପଛରେ ପକାଇ ଏହି ରେକର୍ଡ ନିଜ…

ଚୀନ ଗସ୍ତରେ ଭାରତର ଏନଏସଏ,ସୀମା ବିବାଦର ସମାଧାନ ନିମନ୍ତେ ହେବ ଆଲୋଚନା

ଚୀନ ଗସ୍ତରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ ) ଅଜିତ ଡୋଭାଲ। ସେ ସୋମବାର ଚୀନ୍ ରାଜଧାନୀ ବେଜିଂରେ ପହଞ୍ଚିଛନ୍ତି। ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦର ସମାଧାନ ଏବଂ ତିକ୍ତ ସମ୍ପର୍କରେ ଉନ୍ନତି ଆଣିବା ପାଇଁ ଏକ ପ୍ରମୁଖ ବୈଠକ ଚାଲିଛି। ସେ…