ଆଇପିଏଲ୍‌ ଅଷ୍ଟମ ମ୍ୟାଚ୍‌ : ଆୟୋଜକ ଦିଲ୍ଲୀ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ଓ୍ଵିକେଟରେ ହରାଇଛି

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଅଷ୍ଟମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦିଲ୍ଲୀ ଟିମ୍‌ ୧୮.୧…

ଆମେରିକାକୁ ସମର୍ଥନ ନକରି ଇରାନ୍ ବିଶ୍ବାସ ଜିତିଛି ଫ୍ରାନ୍ସ,ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ହର୍ମୁଜ୍ ଦେଇ ଗତି କରିଛି…

ଆମେରିକାକୁ ସମର୍ଥନ ନକରି ଇରାନ୍ର ବିଶ୍ବାସ ଜିତିଛି ଫ୍ରାନ୍ସ । ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ହର୍ମୁଜ୍ ଦେଇ ଗତି କରିଛି ଫ୍ରାନ୍ସର ଜାହାଜ । ନାଟୋର ଏକ ଘନିଷ୍ଠ ସହଯୋଗୀ ଫ୍ରାନ୍ସ, ଇରାନ ଯୁଦ୍ଧରେ ଆମେରିକାକୁ ସମର୍ଥନ କରିବାକୁ ସିଧାସଳଖ ମନା କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ…

ଇରାନ ଭାରତକୁ ଖାଲି ବନ୍ଧୁ ବୋଲି କହୁନି, ବନ୍ଧୁତ୍ୱ ନିଭାଉଛି ମଧ୍ୟ,ଷ୍ଟ୍ରେଟ୍ ଅଫ ହରମୁଜ ଦେଇ ଭାରତୀୟ ପତାକା ଥିବା…

ଇରାନ ଭାରତକୁ ଖାଲି ବନ୍ଧୁ ବୋଲି କହୁନି, ବନ୍ଧୁତ୍ୱ ନିଭାଉଛି ମଧ୍ୟ। ଯୁଦ୍ଧ ଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ଇରାନ ଅନ୍ୟ କିଛି ଦେଶର ଜାହାଜକୁ ଯିବାକୁ ଦେଉ ନଥିବା ବେଳେ ଭାରତୀୟ ଜାହାଜ କିନ୍ତୁ ଛାଡ଼ି ଦେଉଛି। ଷ୍ଟ୍ରେଟ୍ ଅଫ ହରମୁଜ ଦେଇ ଭାରତୀୟ ପତାକା ଥିବା ଏଲ୍‌ପିଜି ଓ ପେଟ୍ରୋଲ, ଡିଜେଲ୍…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକ, ବିଜେଡି ଠାରୁ ଦୁରେଇ ଯାଇଥିବା ଲୋକଙ୍କୁ ଫେରାଇ ଆଣିବା…

ଜିଲ୍ଲା ବୁଲିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକ । ଅକ୍ଟୋବର ଓ ନଭେମ୍ବରରେ ନବୀନ ଜିଲ୍ଲା ବୁଲିବେ। ବିଧାୟକମାନଙ୍କ ସହ ବି ଏ ନେଇ ନବୀନ ଆଲୋଚନା କରିଛନ୍ତି । ଦଳ ଛାଡିଥିବା ନେତା ବି ଆଗକୁ ପୁଣି ଫେରିବେ ।ସାଧାରଣ…

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିଛି,ଜଙ୍ଗଲ ଜମି ବ୍ୟବହାର ନେଇ ମିଳିଛି ମଞ୍ଜୁରୀ

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିଛି । ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପ ପାଇଁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଜଙ୍ଗଲ ଜମି ବ୍ୟବହାର ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ 'ନୀତିଗତ…

ଶିଶୁ ବାଟିକାରେ ମିଶିବ ସମସ୍ତ ଅଙ୍ଗନବାଡି,ଖଡ଼ିଛୁଆଁ ଉତ୍ସବରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଶିଶୁ ବାଟିକାରୁ ପ୍ରାଥମିକ ଶିକ୍ଷା ଗୋଟିଏ ଛାତ ତଳେ ରହିବ । ଶିଶୁ ବାଟିକାରେ ମିଶିବ ସମସ୍ତ ଅଙ୍ଗନବାଡି । ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସ୍କୁଲ୍‌ । ଖଡ଼ିଛୁଆଁ ଉତ୍ସବରେ ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରାଥମିକ ଶିକ୍ଷାକୁ ଦୃଢ କରିବାକୁ ପ୍ରତି ଗାଁରେ ହେବ ମଡେଲ…

ବହି ବିକ୍ରି ନାଁରେ ଅଭିଭାବକଙ୍କ ପକେଟ୍ କାଟୁଥିବା ସ୍କୁଲଗୁଡ଼ିକୁ ଚେତାବନୀ ଦେଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ…

ଘରୋଇ ସ୍କୁଲର ମନମାନି ଉପରେ ଏବେ ସରକାରଙ୍କ କଡ଼ା ନଜର । ବହି ବିକ୍ରି ନାଁରେ ଅଭିଭାବକଙ୍କ ପକେଟ୍ କାଟୁଥିବା ସ୍କୁଲଗୁଡ଼ିକୁ ଚେତାବନୀ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏଣିକି ଘରୋଇ ସ୍କୁଲରେ NCERT ବହି ପଢ଼ାଯିବା ବାଧ୍ୟତାମୂଳକ ହେବ ।ଘରୋଇ…

ଦିଲ୍ଲୀ ବୁଲିବା ସହ ଆମର AICC ଅଧକ୍ଷ ମାଲିକର୍ଜୁନ ଖଡ୍‌ଗେଙ୍କୁ ମଧ୍ୟ ଭେଟିଲୁ : କଂଗ୍ରେସ ବିଧାୟକ ମଙ୍ଗୁ ଖିଲ

ନୂଆ ଏବଂ ପୁରୁଣା ବିଧାୟକ ମିଶି ଦିଲ୍ଲୀ ଯାଇଥିଲୁ । ଆମ ବିଧାୟକ ଦଳ ନେତାଙ୍କ ପ୍ରଦର୍ଶନ ବିଧାନସଭାରେ ବଢିଆ ରହିଛି । ଆମେ ବି ତାଙ୍କୁ ସହଯୋଗ କରୁଛୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ । ଗତ ୩୧ ତାରିଖରେ ରାଜ୍ୟ କଂଗ୍ରେସର ୬ ଜଣ ବିଧାୟକ ଏକାଠି ଦିଲ୍ଲୀ ଗସ୍ତରେ ଯାଇଥିଲେ ।…

ରାଜ୍ୟର ପର୍ଯ୍ୟଟନ ପହଞ୍ଚିବ ବିଶ୍ୱ ସ୍ତରରେ ,ଥିଙ୍କ୍ ଇଣ୍ଡିଆ ଥିଙ୍କ୍ ଓଡ଼ିଶା’ ଥିମରେ ଦୌଡ଼ିବ ଓଡ଼ିଶା ପର୍ଯ୍ୟଟନ –…

ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିବ ଓଡ଼ିଶା । ରାଜ୍ୟର ପର୍ଯ୍ୟଟନ ପହଞ୍ଚିବ ବିଶ୍ୱ ସ୍ତରରେ । ପର୍ଯ୍ୟଟନକୁ ବିଶ୍ବସ୍ତରୀୟ କରିବାକୁ ହେଉଛି ଯୋଜନା । କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ସବୁ ବିଭାଗର ସଚିବଙ୍କ ସହ ଆଲୋଚନାରେ ପର୍ଯ୍ୟଟନକୁ ଦିଆଯାଇଛି ଫୋକସ୍ ।…

ତାତି ପ୍ରହାର ସହ ଆରମ୍ଭ ହୋଇଯାଇଛି ‘ହିଟ୍‌ ୱେଭ୍‌’ ପ୍ରକୋପ

ଡହଡହ ଖରାକୁ ଝାଞ୍ଜି ମାଡ଼ । ଝାଇଁ ଝାଇଁ କରିଦେଲା ଦେହ, ମୁଣ୍ଡ । ଖରାରେ ଟିକିଏ ଛିଡ଼ା ହୋଇଗଲେ ସିଝିଲା ଭଳି ଲାଗୁଥାଏ । ଏମିତି ତାତି ପ୍ରହାର ସହ ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ପ୍ରବାହ ବା ‘ହିଟ୍‌ ୱେଭ୍‌’ ପ୍ରକୋପ । ପାରଦ ମାରିଲା ବଡ଼ ଡିଆଁ ଶୁକ୍ରବାର ପାରଦ ମାରିଲା ବଡ଼ ଡିଆଁ ।…