ତିନି ତିନି ଥର ମୁଖ୍ୟମନ୍ତ୍ରୀ ଆସନରେ ବସି ସାରିଲେଣି ମମତା ବାନାର୍ଜୀ,ହେଲେ ନା ଅଛି ଘର ନାଁ ଅଛି ଗାଡ଼ି

ସାଧାରଣ ପରିଧାନ, ସରଳ ଜୀବନ ଶୈଳୀ ପାଇଁ ସାରା ଦେଶରେ ଜଣାଶୁଣା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ଯୌବନ କାଳରୁ ରାଜନୀତିରେ କଡ଼ା ସଂଘର୍ଷ କରି ସଂଗଠନ ମଜଭୁତ କରି, ଦିନେ ପଶ୍ଚିମବଙ୍ଗର କମ୍ୟୁନିଷ୍ଟ ଗଡ଼ ଭାଙ୍ଗିବାରେ ସଫଳ ହୋଇଥିଲେ ବଙ୍ଗାଲର୍ ଏହି…

ଆଜିଠୁ ମା’ ତାରିଣୀଙ୍କ ଚଇତି ପର୍ବ,ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ

ଆଜିଠୁ ମା’ ତାରିଣୀଙ୍କ ଚଇତି ପର୍ବ । ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ । ଆଜି ବ୍ରହ୍ମ ମୁହୂର୍ତ୍ତରେ ପ୍ରଥମେ ମାଙ୍କୁ ହଳଦୀ, ଚୂଆ, ଗଙ୍ଗାଜଳ, ଅଘୁର,ଚନ୍ଦନ ଆଦିରେ ମହାସ୍ନାନ କରାଯାଇଥିଲା । ସ୍ନାନପରେ ମାଙ୍କୁ ସିନ୍ଦୁରରେ ସଜିତ କରାଯାଇଥିଲା । ପରେ ମାଙ୍କୁ ସୁନାମୁକୁଟ, ସୁନାର…

ପ୍ରକାଶ ପାଇଲା OSSTET-୨୦୨୫ ରେଜଲ୍ଟ,,୭୨.୩୮ ପ୍ରତିଶତ ଆଶାୟୀ ଉତ୍ତୀର୍ଣ୍ଣ

ପ୍ରକାଶ ପାଇଲା OSSTET-୨୦୨୫ ରେଜଲ୍ଟ । ଏଥର ୭୨.୩୮ ପ୍ରତିଶତ ଆଶାୟୀ ଉତ୍ତୀର୍ଣ୍ଣ ହୋଇଥିବା ନେଇ BSE ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ଅପରାହ୍ନ ୪ଟା ପରଠାରୁ ଓ୍ବେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ । ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସ ୨୧ ତାରିଖରେ OSSTET ପରୀକ୍ଷା…

ପାଓ୍ବାର କଟ୍ କୁ ନେଇ ଗୁଡ୍ ନ୍ୟୁଜ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ,ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘଣ୍ଟା ଘଣ୍ଟା…

ଖରାଦିନେ ଆଉ ଅସହ୍ୟ ତାତିରେ ଛଟପଟ ହେବେନି ଲୋକେ ।ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘଣ୍ଟା ଘଣ୍ଟା ଧରିକଟିବନି ବିଦ୍ୟୁତ । ପାଓ୍ବାର କଟ୍କୁ ନେଇ ଏକ ଗୁଡ୍ ନ୍ୟୁଜ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯାହା ସମସ୍ତଙ୍କୁ ଆଶ୍ବସ୍ତ କରାଇବ । ଗୁରୁବାର ବାଲିଅନ୍ତା ଠାରେ ବିଦ୍ୟୁତ ସବ୍…

ଜାଣନ୍ତୁ କେଉଁ ଅଭ୍ୟାସ ଲିଭରକୁ କ୍ଷତି ପହଞ୍ଚାଇଥାଏ

ଲିଭର ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଯାହା ବିଷାକ୍ତ ପଦାର୍ଥକୁ ଫିଲ୍ଟର, ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ଏବଂ ମେଟାବୋଲିଜିମକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ତଥାପି, କିଛି ଅସ୍ୱାସ୍ଥ୍ୟକର ଅଭ୍ୟାସ ଯକୃତକୁ କ୍ଷତି ପହଞ୍ଚାଇପାରେ ଏବଂ ଗମ୍ଭୀର ରୋଗର କାରଣ ହୋଇପାରେ। ଏକ…

ଭୋଟ ଦେଉଛି ଆସାମ, କେରଳ ଓ ପୁଡୁଚେରୀ,ବିଜେପି ନେତୃତ୍ୱାଧୀନ ମେଣ୍ଟ ଏବଂ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ…

ଭୋଟ ଦେଉଛି ଆସାମ, କେରଳ ଓ ପୁଡୁଚେରୀ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ମତଦାନ । ଗୋଟିଏ ପର୍ଯ୍ୟାୟରେ ହେଉଥିବା ମତଦାନର ଫଳାଫଳ ଆସନ୍ତା ମେ ୪ ତାରିଖରେ ପ୍ରକାଶ ପାଇବ । ଆସାମର ୧୨୬ ବିଧାନସଭା ଆସନ ପାଇଁ ହେବ ଭୋଟିଂ । ବିଜେପି ନେତୃତ୍ୱାଧୀନ ମେଣ୍ଟ ଏବଂ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ…

ଆଜିର ରାଶିଫଳ

ମେଷ : ମେଷ ରାଶି ପାଇଁ ଏହା ଏକ ସାଧାରଣ ଦିନ ହେବ । ସମୟସୀମା ପୂର୍ବରୁ ଅଫିସ୍ କାମ ସମ୍ପୂର୍ଣ୍ଣ କରନ୍ତୁ । ଅଫିସ୍ ରାଜନୀତିରୁ ଦୂରରେ ରୁହନ୍ତୁ । ଆପଣଙ୍କ କାମ ପ୍ରତି ଅସାବଧାନ ହୁଅନ୍ତୁ ନାହିଁ । ଆପଣ ଆଜି ଘରୋଇ ଉପକରଣ କିମ୍ବା ଇଲେକ୍ଟ୍ରୋନିକ୍ ଉପକରଣ କିଣିପାରନ୍ତି । ପାରିବାରିକ ଜୀବନ…

ଆମ ଅନୁମତି ବିନା ହୋର୍ମୁଜ ପାର କରିପାରିବେନି ସମୁଦ୍ରରେ ଅଟକି ରହିଥିବା ଜାହାଜ-ଇରାନ ନେଭି

ଆମେରିକା-ଇରାନ ଯୁଦ୍ଧବିରାମ ମଧ୍ୟରେ ଇରାନ ନେଭି ଷ୍ଟ୍ରେଟ୍ ଅଫ ହୋର୍ମୁଜକୁ ନେଇ ବଡ଼ ବୟାନ ଦେଇଛି। କହିଛି ଯେ ସମୁଦ୍ରରେ ଅଟକି ରହିଥିବା ଜାହାଜ ଆମ ଅନୁମତି ବିନା ହୋର୍ମୁଜ ପାର କରିପାରିବେନି। ଏଥିରେ ଯଦି କେହି ଖିଲାଫ କରେ ତାକୁ ପରିଣାମ ଭୋଗିବାକୁ ପଡିବ। ଇରାନର ଏହି ଧମକ ସେତେବେଳେ ଆସିଛି…

ବରିଷ୍ଠ କଂଗ୍ରେସ ନେତ୍ରୀ ମୋହସିନା କିଦୱାଇଙ୍କର ପରଲୋକ

ବରିଷ୍ଠ କଂଗ୍ରେସ ନେତ୍ରୀ ମୋହସିନା କିଦୱାଇଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିବାବେଳେ ଆଜି ଭୋର୍ ୪ଟାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ସୂଚନା ମିଳିଛି। ତାଙ୍କ ମୃତ୍ୟୁରେ କଂଗ୍ରେସ ରାଷ୍ଟ୍ରୀୟ…

ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଲେ ଆଇନ…

ସୋସିଆଲ ମିଡିଆ ୟୁଜର୍ସ ସାବଧାନ। ସୋସିଆଲ ମିଡିଆରେ ଅଶ୍ଲୀଳ କିମ୍ବା ଅପଶବ୍ଦ ବ୍ୟବହାର କରୁଛନ୍ତି କି ହୋଇଯାଆନ୍ତୁ ସାବଧାନ। ଏଣିକି ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର କଠୋର ଆଇନ ଆଣିବେ। ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା…