ଇରାନର ଶକ୍ତିଶାଳୀ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସର ନୌସେନା କମାଣ୍ଡର ଆଲିରେଜା ତାଙ୍ଗସିରିଙ୍କୁ ହତ୍ୟା କଲା…

ଖୋଲିବ କି ହର୍ମୁଜ ଜଳପଥ। ବାଟରୁ ବଡ଼ କଣ୍ଟାକୁ ହଟାଇଲା ଇସ୍ରାଏଲ। ଇରାନର ଶକ୍ତିଶାଳୀ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ (IRGC)ର ନୌସେନା କମାଣ୍ଡର ଆଲିରେଜା ତାଙ୍ଗସିରିଙ୍କୁ ହତ୍ୟା କଲା IDF। ହରମୁଜ୍ ପ୍ରଣାଳୀକୁ ନିୟନ୍ତ୍ରଣ କରିବାରେ ତାଙ୍କର ଥିଲା ବଡ଼ ଭୂମିକା। ଇସ୍ରାଏଲ ଏହି…

ବିଶ୍ୱସ୍ତରୀୟ ଯୁଦ୍ଧ ପରିସ୍ଥିତି : ଔଷଧର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପକେଟ୍ ଉପରେ ଚାପ ସୃଷ୍ଟି

ଦେଶରେ ଅତ୍ୟାବଶ୍ୟକ  ଔଷଧର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଥିବାରୁ ଏହା ସାଧାରଣ ଲୋକଙ୍କ ପକେଟ୍ ଉପରେ ଚାପ ସୃଷ୍ଟି କରିବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ୨୦୨୫ ପାଇଁ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ଆଧାରରେ ଔଷଧର ମୂଲ୍ୟରେ ୦.୬୫% ପର୍ଯ୍ୟନ୍ତ  ବୃଦ୍ଧି…

ଆସିଲା ନୂଆ ଅବକାରୀ ନୀତି ,ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଓ ବଡ଼ଦାଣ୍ଡ ପାଖରେ କୌଣସି ଅବକାରୀ ଦୋକାନ ଚାଲୁ ହେବ ନାହିଁ

ରାଜ୍ୟରେ ଆସିଲା ନୂଆ ଅବକାରୀ ନୀତି ।  ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ ଠାରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କରିଛନ୍ତି, କିମ୍ବା ନୂତନ ନୀତି ଆସିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ । ଏହି ନୀତି ଅଧିନରେ  ଅବକାରୀ ଶୁଳ୍କ ଉପରେ ୦.୫% ଡି-ଆଡିକ୍ସନ ସେସ…

ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟର ରୋମାଞ୍ଚ, ଡିସେମ୍ବର ୨୪ରେ ଭାରତ ଓ ଶ୍ରୀଲଙ୍କା ମ୍ୟାଚ ଖେଳାଯିବ

କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟର ରୋମାଞ୍ଚ । ଆସନ୍ତା ଡିସେମ୍ବର ମାସରେ ଭାରତ ଗସ୍ତରେ ଆସୁଥିବା ଶ୍ରୀଲଙ୍କା ଦଳ ବିପକ୍ଷରେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଡିସେମ୍ବର ମାସରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ଟି-୨୦ ଏବଂ ୩ଟି…

ଘରୋଇ ଉପଚାର ମାଧ୍ୟମରେ ଷ୍ଟ୍ରେଚ୍‌ମାର୍କ ରୁ ପାଇବେ ମୁକ୍ତି

ଷ୍ଟ୍ରେଚ୍‌ମାର୍କ ସାଧାରଣଃ ନାରୀମାନଙ୍କ ପାଇଁ ଏକ ଚିନ୍ତାର କାରଣ। ସନ୍ତାନ ଜନ୍ମ ପରେ ହେଉ କିମ୍ବା ଅଧିକ ଚର୍ବି ଝଡ଼ିବା ପରେ ଏକ ପ୍ରକାର ଦାଗ ରହିଯାଏ। ଯାହାକୁ ଷ୍ଟ୍ରେଚ୍‌ମାର୍କ କୁହାଯାଏ। ଏହାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର କ୍ରିମ୍‌ ମିଳୁଛି। ଏହାବାଦ୍‌ ଆମେ ଘରୋଇ ଉପଚାର…

୨୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା

ରାଜ୍ୟରେ ତାପମାତ୍ରା ବଢ଼ିବ । ଆସନ୍ତା ୨ ଦିନ ଭିତରେ ପ୍ରାୟ ୨ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ଦିନର ସର୍ବୋଚ୍ଚ ତାପମାତ୍ରା । ଅପରପକ୍ଷରେ କାଳବୈଶାଖୀ ପ୍ରଭାବ ଏବେ ଜାରି ରହିବ । ୨୮ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା, ବଜ୍ରପାତ ସହ କେତେକ ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦…

ଆଜି ଅଶୋକାଷ୍ଟମୀ,ଗଡ଼ିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଆଜି ଅଶୋକାଷ୍ଟମୀ, ଗଡ଼ିବ ରୁକୁଣା ରଥ। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଲିଙ୍ଗରାଜଙ୍କ ଅପେକ୍ଷାରେ ରହିଛି ରଥ। ରଥରେ ବିରାଜିବେ ମା’ରୁକ୍ମିଣୀ ଓ ପ୍ରଭୁ ବାସୁଦେବ। ଶ୍ରଦ୍ଧାଳୁମାନେ ସେହି ମୁହୂର୍ତ୍ତକୁ ଚାହିଁ ରହିଛନ୍ତି କେତେବେଳେ ଏକାମ୍ର ଅଧିପତି ମନ୍ଦିରରୁ ବାହାରି ରଥରେ…

ଆଜିର ରାଶିଫଳ

ମେଷ: ଶୁଭ ଘଟଣାମାନ ଆୟୋଜନ କରାଯିବ । ଏହା ଆପଣଙ୍କୁ ଆର୍ଥିକ ଭାବରେ ଲାଭଦାୟକ କାର୍ଯ୍ୟ ପୂରଣ କରିବାରେ ସାହାଯ୍ୟ କରିବ । ବ୍ୟବସାୟରେ ବାଧା ମାନସିକ ଅଶାନ୍ତି ସୃଷ୍ଟି କରିବ । ଯାତ୍ରାର ଦୀର୍ଘକାଳୀନ ଫଳାଫଳ ମିଳିବ । ସୁବିଧା ଏବଂ ସମନ୍ୱୟ ବଜାୟ ରଖିବା ଦ୍ୱାରା ଆପଣଙ୍କ କାମରେ ପ୍ରଗତି ହେବ ।…

ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ

ଚର୍ଚ୍ଚାର ଅନ୍ତ ଘଟିଲା ।  ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ । କିଛି ଦିନ ହେବ ସେମାନେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଛନ୍ତି । ବାଲେଶ୍ଵର ଜିଲାର ରାଜନୀତିରେ…

୨୦୨୫ରେ ଅପରାଧିକ କାର୍ଯ୍ୟକଳାପକୁ ନେଇ ବିଧାନସଭାରେ ଉପସ୍ଥାପିତ ହେଲା ଶ୍ୱେତପତ୍ର

ବିଧାନସଭାରେ ଉପସ୍ଥାପିତ ହେଲା ଶ୍ୱେତପତ୍ର । ୨୦୨୫ରେ ଅପରାଧିକ କାର୍ଯ୍ୟକଳାପକୁ ନେଇ ଶ୍ୱେତପତ୍ର ପକାଶ ପାଇଛି । ଯେଉଁଥିରେ ୨୦୨୫ରେ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ଘଟଣା କମିଛି। ରାଜ୍ୟର ୯ଟି ଜିଲ୍ଲା କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, ନୂଆପଡ଼ା, ବଲାଙ୍ଗୀର, ମାଲକାନଗିରି, କୋରାପୁଟ,…