ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ମୃତ
ଡେରାଡୁନ୍ : ଉତ୍ତରାଖଣ୍ଡର ଚମୋଲୀରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଗୁରୁତର ଭାବେ ଆହତ ହୋଇ ଚିିକିତ୍ସିତ ହେଉଛନ୍ତି। ଅଳକାନନ୍ଦା ନଦୀ ତଟରେ ଏହି ନମାମି ଗଙ୍ଗେ ପ୍ରକଳ୍ପ କାମ ଚାଲିଥିଲା। ନମାମି ଗଙ୍ଗେ ପ୍ରକଳ୍ପରେ କାମ କରୁଥିବା ସମୟରେ ଏହି…