ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ

ବନେଶ୍ୱର: ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଏବେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି |ଚିକିତ୍ସା…

୫-ଟି ସଚିବଙ୍କ ଜଟଣୀ ଓ ଜୟଦେବ ଗସ୍ତ

ଖୋର୍ଧା:   ୫-ଟି ସଚିବ ଭି କେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଓ ଜୟଦେବ ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।  ଖୁଦୁପୁର ଖେଳପଡ଼ିଆରେ  ଏବଂ ବାଲିଅନ୍ତା ଭିଙ୍ଗାରପୁର ବକ୍ରେଶ୍ବର ହାଇସ୍କୁଲ ପଡ଼ିଆରେ ଆୟୋଜିତ ସଭାରେ ଅଭିଯୋଗ ପତ୍ର ଗ୍ରହଣ…

ରୋଭର୍‌ ‘ପ୍ରଜ୍ଞା’ ଏବେ ଚନ୍ଦ୍ରପୃଷ୍ଠରେ ଚାଲୁଛି

ଭାରତରେ ନିର୍ମିତ ‘ଚନ୍ଦ୍ରଯାନ-୩’ର ରୋଭର୍‌  ପ୍ରଜ୍ଞା ଏବେ ଲ୍ୟାଣ୍ଡର୍‌ରୁ ଗଡ଼ି ଗଡ଼ି ବାହାରକୁ ଯିବା ପରେ ଚାଲୁଛି। ଯାହାକୁ ନେଇ ଚାରିଆଡେ ଚର୍ଚା ଚାଲିଛି  । ଗତକାଲି ୬.୦୪ରେ ସଫଳତାର ସହିତ ଅବତରଣ କରିବା ପରେ  ଚନ୍ଦ୍ରପୃଷ୍ଠରେ ନିଜର କାମ ଆରମ୍ଭ କରିଛି ରୋଭର ପ୍ରଜ୍ଞା । ଗତ ସନ୍ଧ୍ୟାରେ…

ଆଜିର ରାଶିଫଳ

ମେଷ ଆଜି ପାପଯୁକ୍ତ ଚନ୍ଦ୍ର ହେତୁ ବିଷାଦିତ ରହିପାରନ୍ତି। ତରବରିଆ କାମ କିମ୍ବା ସତର୍କତା ଅଭାବରୁ ଧନହାନିର ସୂଚନା ରହିଛି। ଶତ୍ରୁତା ହେତୁ କର୍ମକ୍ଷେତ୍ରରେ କୌଣସି କାମ ଶୃଙ୍ଖଳିତ ହେବ ନାହିଁ। ବ୍ୟବସାୟ କ୍ଷେତ୍ର, କଳା, ସାହିତ୍ୟ, ପ୍ରଶାସନିକ କ୍ଷେତ୍ର, ଗବେଷଣା ଓ ଅନୁସନ୍ଧାନାଦି…

ଅବତରଣ ପରେ ପ୍ରଥମ ଫଟୋ ପଠାଇଲା ଚନ୍ଦ୍ରଯାନ-୩

ଚନ୍ଦ୍ରରେ ଅବତରଣ ପରେ ଭୂପୃଷ୍ଠକୁ ଫଟୋ ପଠାଇବା ଆରମ୍ଭ କରିଛି ଚନ୍ଦ୍ରଯାନ-୩ର ବିକ୍ରମ ଲାଣ୍ଡର୍ । ବିକ୍ରମ ଲ୍ୟାଣ୍ଡରରେ ଏକ ହରିଜୋଣ୍ଟାଲ ଭେଲୋସିଟି କ୍ୟାମେରା ଲଗାଯାଇଛି ଏବଂ ସେଥିରୁ ଏହି ଫଟୋ ନିଆଯାଇଛି ।ଚନ୍ଦ୍ରାୟାନ-୩ ଅବତରଣ ପରେ ଇସ୍ରୋକୁ ପଠାଇଛି ଏହାର ପ୍ରଥମ ବାର୍ତ୍ତା । ଯାହାକୁ…

ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କଲା ଚନ୍ଦ୍ରଯାନ-୩ : ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡି କଲା ଚନ୍ଦ୍ରଯାନ-୩ । ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ କରିଛି ଅବତରଣ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଇସ୍ରୋ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । …

ଆମ ବସଷ୍ଟାଣ୍ଡର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ୨୬ଟି ଜିଲ୍ଲାରେ ୧୨୪ ଟି ନୂଆ ବସଷ୍ଟାଣ୍ଡର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ସେହିଭଳି  ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସଷ୍ଟାଣ୍ଡର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ  । ଏହାସହ ମୋ ପରିବହନ ସେବା ଓ ଏମ୍ ପରିବହନ ଆପ୍ ସେବାର ଶୁଭରାମ୍ଭ  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ- ୩

ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ ୩ । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଁଚିଛି ଭାରତ । https://twitter.com/DDNewslive/status/1694327902081343545?s=20 https://twitter.com/isro/status/1694327198394863911?s=20 ଆମେରିକାର ଚନ୍ଦ୍ର ମିଶନ ମଧ୍ୟଭାଗରେ…

ଆଉ ଦୁଇ ଘଣ୍ଟା ପରେ ଚନ୍ଦ୍ରଯାନ ପହଁଚିବ ଚନ୍ଦ୍ରରେ

ଆଉ ଦୁଇ ଘଣ୍ଟା ପରେ  ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଉଛି ଚନ୍ଦ୍ରଯାନ ୩ । ଚନ୍ଦ୍ରର ଦକ୍ଷିଣ ମେରୁ ପୃଥିବୀର ଦକ୍ଷିଣ ମେରୁ ସହ ହାରାହାରି ସମାନ । ଏହା ଅତ୍ୟଧିକ ଥଣ୍ଡା ଏବଂ ଏଠାରେ କମ ସୂର୍ଯ୍ୟ କିରଣ ପଡ଼ୁଥିବାରୁ ଏଠାରେ ବରଫ କଠିନ ଅବସ୍ଥାରେ ରହିଥିବା ଅନୁମାନ କରାଯାଉଛି ।…

ଆଉ କିଛି ଘଣ୍ଟା ପରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩

ପାଖେଇ ଆସୁଛି ସନ୍ଧ୍ୟା ୬ଟା ୪ ମିନିଟ । ଏହି ସମୟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଖାଲି ଦେଶରେ ନୁହେଁ ସାରା ବିଶ୍ବରେ ଏନେଇ ପୂଜା ହୋମ ଚାଲିଛି ।  ମହାକାଶ ବିଜ୍ଞାନୀଙ୍କ ମତରେ ଚନ୍ଦ୍ରଯାନ ୩ର ସଫଳତା ନିଶ୍ଚୟ ହେବ  ।  ଚନ୍ଦ୍ରର କକ୍ଷ ଚାରିପଟେ ଘୁରି ସୁରକ୍ଷିତ…