ଚୀନ୍‌ ବୈଦେଶିକ ମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି କ୍ବିନ୍‌ ଗାଙ୍ଗ୍‌!

ଜୁଲାଇ ମାସରୁ ଚୀନ୍‌ର ବୈଦେଶିକ ମନ୍ତ୍ରୀ ସାଧାରଣରେ ଦେଖାଯାଉନଥିଲେ । ତେବେ ଏହାର କାରଣ ଏବେ ଜଣାପଡିଛି । ଆମେରିକାରେ ତାଙ୍କର ପ୍ରେମ ସଂପର୍କକୁ ନେଇ ତାଙ୍କୁ ପଦରୁ ବହିଷ୍କାର କରାଯାଇଛି ବୋଲି କିଛି ଖବର ପ୍ରକାଶ ପାଇଛି । ପଦରୁ ବହିଷ୍କୃତ ହୋଇଥିବା କ୍ବିନ୍‌ ଗାଙ୍ଗ୍‌ ଆମେରିକାରେ…

ଭାରତ-କାନାଡା ବାଣିଜ୍ୟ ସମ୍ପର୍କରେ ତିକ୍ତତା

ଖଲିସ୍ତାନୀ ବିଚ୍ଛିନ୍ନବାଦୀ ନେତାଙ୍କ ହତ୍ୟାକୁ ନେଇ ଭାରତ-କାନାଡା ବ୍ୟବସାୟରେ ପ୍ରଭାବ ପଡ଼ିବ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ ଖଲିସ୍ତାନକୁ ସମର୍ଥନ କରି କହିବା ପରେ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା‌ ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଯଦି ଉତ୍ତେଜନା ଆଗକୁ ବଢ଼ିବ ଓ…

ଆଜିର ରାଶିଫଳ

ମେଷ: କୌଣସି ଅସହାୟ ଲୋକଙ୍କ କାମରେ ଆସିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। କଣ୍ଠଶିଳ୍ପୀଙ୍କୁ ମଞ୍ଚରେ ପ୍ରଦର୍ଶନ ସୁଯୋଗ ମିଳିବ। ପ୍ରେମ ଜୀବନ ଭଲ ରହିବ। ‌ ବୃଷ: ଦେଖା କରିବା ପାଇଁ ବନ୍ଧୁଙ୍କ ଘରକୁ ଯିବେ। କାରବାରରେ ଲାଗି ରହିଥିବା ବାଧା ଦୂର ହେବ। ରାଜନୀତିରେ ମନ ଚାହୁଁଥିବା…

ମହିଳା ସଂରକ୍ଷଣ ବିଲକୁ ନେଇ ପ୍ରଶଂସା କଲେ କଙ୍ଗନା ରାନାୱତ ‘ଚନ୍ଦ୍ରମୁଖୀ-୨’କୁ ନେଇ ଚର୍ଚ୍ଚାରେ

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଆଜି ନୂଆ ସଂସଦ ଭବନରେ ଦେଖିବାକୁ ମିଳିଥିଲା । ସେ ମହିଳା ସଂରକ୍ଷଣ ବିଲକୁ ନେଇ ଉତ୍ସାହିତ ଥିବା କହିଛନ୍ତି । ମୋଦିଙ୍କୁ ପ୍ରଶଂସା କରିଛନ୍ତି ।  ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଚନ୍ଦ୍ରମୁଖୀ-୨’କୁ ନେଇ ସେ ବ୍ୟସ୍ତ ଥିବା କହିଛନ୍ତି ।  ଆଗକୁ ଫିଲ୍ମ…

ସ୍ୱଳ୍ପ ମାସିକ ଦେୟ ଆଦାୟ କରିବାକୁ ଯାଉଛନ୍ତି ଏଲନ୍‌ ମସ୍କ

ଏଣିକି ମାସିକ ଟଙ୍କା ଦେବାକୁ ପଡିବ ଏକ୍ସ ବ୍ୟବହାର କରୁଥିବା ୟୁଜରଙ୍କୁ । ମାସକୁ ମାସ ଏଣିକି  ସ୍ୱଳ୍ପ ମାସିକ ଦେୟ ଆଦାୟ କରିବାକୁ ଯାଉଛନ୍ତି ଏଲନ୍‌ ମସ୍କ। ଫଳରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଖୁବ ଶୀଘ୍ର ଆଉ କୌଣସି ପ୍ରକାରର ମାଗଣା ବ୍ୟବହାରର ସୁଯୋଗ ଦେବନାହିଁ। ଇସ୍ରାଏଲ…