ଭାରତକୁ ଭାଗ କରିବା ଖଲିସ୍ତାନୀ ଆତଙ୍କୀ ପନ୍ନୁର ଲକ୍ଷ୍ୟ

ଭାରତକୁ ଭାଗ କରିବା ହିଁ ଆତଙ୍କବାଦୀ ଗୁରପତୱାନ୍ତ ସିଂହ ପନ୍ନୁର ଲକ୍ଷ୍ୟ। ଏଥିପାଇଁ ସେ ତା’ର ଉଦ୍ୟମ ଜାରି ରଖିଛି ବୋଲି ଜଣାପଡ଼ିଛି। କାନାଡାରେ ରହି ଭାରତ ବିରୋଧରେ ମସୁଧା କରୁଥିବା ପନ୍ନୁର ଚଣ୍ଡିଗଡ଼ ଓ ଅମୃତସର ଠାରେ ଥିବା ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା। ଏବେ ତା’ ସମ୍ପର୍କରେ ଆଉ କିଛି…

ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ବିଧାନସଭାରେ ମନ୍ତ୍ରୀ ବଡ ନା ସଚିବର ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ଏନେଇ ହଟ୍ଟଗୋଳ ଚାଲିଥିବା ବେଳେ  ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏହାକୁ ନେଇ  ନିଜେ  ବିବୃତି ରଖିଛନ୍ତି।…

ଫୋନରେ କାହିଁକି ବାମପଟେ ରୁହେ କ୍ୟାମେରା ?

ଦୀର୍ଘ ବର୍ଷ ଧରି ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଆପଣ ନିଶ୍ଚିତ ଦେଖିଥିବେ ଯେ ମାର୍କେଟରେ ଉପଲବ୍ଧ ଥିବା ଅଧିକାଂଶ ସ୍ମାର୍ଟଫୋନର ରିୟର କ୍ୟାମେରା ଲେଫ୍ଟ ସାଇଡରେ ଥାଏ । ଯେତେବେଳେ ଆପଣ ଏହାକୁ ପଛରୁ ଦେଖନ୍ତି, ଆପଣ କେବଳ ଲେଫ୍ଟ ସାଇଡରେ କ୍ୟାମେରା ଦେଖିପାରିବେ । ଏପରି ପରିସ୍ଥିତିରେ…

ଏସିଆନ୍ ଗେମ୍ସରେ ଭାରତକୁ ମହିଳା କ୍ରିକେଟ୍ ଦେଲା ସ୍ବର୍ଣ୍ଣ,

ଏସିଆନ୍ ଗେମ୍ସରେ ଭାରତକୁ ପୁଣି ସ୍ବର୍ଣ୍ଣ ପଦକ ମିଳିଛି । ସ୍ବର୍ଣ୍ଣ ପଦକ ଜିତିଲେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଶ୍ରୀଲଙ୍କାକୁ ହରାଇ ମେଡାଲ ଜିତିଲେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ । ଫାଇନାଲରେ ୧୯ ରନରେ ଜିତିଲା ଭାରତ । ପ୍ରଥମେ ବ୍ୟାଟିଂ କରି ୧୧୬ ରନ କରିଥିଲା ଭାରତ  । ଭାରତ ଟସ…