କ୍ୟାଟଲିନ କ୍ୟାରିକୋ, ଡ୍ରିଉ ଓ୍ବିଜମ୍ୟାନଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ

୨୦୨୩ ପାଇଁ ଚିକିତ୍ସା ବିଜ୍ଞାନ ଅର୍ଥାତ୍ ମେଡିସିନରେ ନୋବେଲ ପୁରସ୍କାର କ୍ୟାଟଲିନ କାରିକୋ ଏବଂ ଡ୍ରିଉ ୱିସମ୍ୟାନଙ୍କୁ ପ୍ରଦାନ କରାଯିବ । ଏହି ଦୁଇ ବୈଜ୍ଞାନିକଙ୍କ ଗବେଷଣା ଦ୍ବାରା ଫାଇଜର ଓ ମଡର୍ଣ୍ଣା ଟୀକା ବିକଶିତ ହୋଇଥିଲା । ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର…

ଓଟିପି ସେୟାରିଂ ମାମଲାରେ ଅଭିଯୁକ୍ତଙ୍କୁ ପାକିସ୍ତାନ ଦେଇଛି ୫୦ ଲକ୍ଷରୁ ଅଧିକ ଟଙ୍କା

ଭୁବନେଶ୍ବର:  ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ତାନରୁ ଆସିଛି ୫୦ ଲକ୍ଷରୁ ଅଧିକ ଟଙ୍କା । ଖୁବଶୀଘ୍ର ଅଭିଯୁକ୍ତକୁ ରିମାଣ୍ଡରେ ନେବ ସ୍ପେଶାଲ ଟାସ୍କଫୋର୍ସ । ଇକବାଲ ହୁସେନ ଘର ଆସାମରେ ହୋଇଥିବା ବେଳେ ସେ ବେଙ୍ଗାଳୁରୁରେ ରହୁଥିଲା । ପାକିସ୍ତାନ…

ସମ୍ପାଦକ ପଦ ଛାଡ଼ିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ସମ୍ବାଦ ସଂପାଦକ ପଦ ଛାଡ଼ିଲେ ସୌମ୍ୟ ରଂଜନ ପଟ୍ଟନାୟକ। ତନୟା ପଟ୍ଟନାୟକ ହେଲେ ନୂଆ ସଂପାଦକ ।  ସଂପାଦକ ପଦରୁ ଅବ୍ୟାହତି ସଂପର୍କରେ ସୌମ୍ୟଙ୍କ ଖବର କାଗଜରେ ସୂଚନା ଦିଆଯାଇଛି । ସେ ଦୀର୍ଘ ବର୍ଷ ଧରି ସଂପାଦକ ପଦରେ ରହି ଆସିଥିଲେ। ପୂର୍ବତନ କର୍ମଚାରୀ ଲୋନ୍ ଠକେଇ ନେଇ ଅଭିଯୋଗ କରିବା ପରେ…

.ତେଜସ’ର ଟିଜର ରିଲିଜ

କଙ୍ଗନା ରଣାଓ୍ଵତଙ୍କ ଅପକମିଂ ଫିଲ୍ମ ‘ତେଜସ’ର ଟିଜର ରିଲିଜ ହୋଇଛି । ଟିଜର ରିଲିଜ କରି କଙ୍ଗନା ଲେଖିଛନ୍ତି, ନିଜ ଦେଶର ଭଲପାଇବା ଉଡାଣ ଭରିବାକୁ ମୁଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତକୁ ଯିଏ ଅପମାନ କଲେ ଆମେ ଛାଡିବୁନି । ଏହି ପୋଷ୍ଟ ସହିତ ଫିଲ୍ମର ଟ୍ରେଲର ରିଲିଜ ମଧ୍ୟକଙ୍ଗନା ସେୟାର…

ବିଜେଡିର ଜନସଂପର୍କ ଯାତ୍ରା ଆରମ୍ଭ

ବିଜୁ ଜନତା ଦଳ ଗରିବ, ମହିଳା, ଯୁବ, ଏସସି ଓ ଏସଟିଙ୍କ ପାଇଁ କାମ କରୁଛି। ମହିଳା ସଶକ୍ତିକରଣ ଦିଗରେ କାମ କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  ଗାନ୍ଧୀ ଜୟନ୍ତୀ ଅବସରରେ ଆଜିଠାରୁ ବିଜେଡିର ଜନସଂପର୍କ ଯାତ୍ରା ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଏପରି କହିଛନ୍ତି । ଏହି ଅବସରରେ…

ମଣିପୁରରେ ଦୁଇ ବିଦ୍ୟାର୍ଥୀଙ୍କ ମୃତ୍ୟୁ ଘଟଣାରେ ୪ ଗିରଫ

ଇମ୍ପାଲ: ମଣିପୁରରେ ଦୁଇ ବିଦ୍ୟାର୍ଥୀଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତ ଗିରଫ । । ଦୁଇ ବିଦ୍ୟାର୍ଥୀଙ୍କ ମୃତ୍ୟୁକୁ ମଣିପୁର ସମ୍ପୂର୍ଣ୍ଣ ଅଶାନ୍ତ ହୋଇପଡ଼ିଛି । ହିଂସା, ବିଦ୍ରୋହର ନିରାପଦ ଚରାଭୁଁଇ ପାଲଟିଛି ପୂରା ରାଜ୍ୟ । ଯାହାକୁ ନେଇ ୬ ମାସ ପାଇଁ ସମ୍ପୂର୍ଣ୍ଣ ରାଜ୍ୟକୁ ଅଶାନ୍ତ ଘୋଷଣା…