ଏସୀୟ କ୍ରୀଡ଼ା ଟି-୨୦ରେ ଶତକ କରି ଇତିହାସ ରଚିଲେ ଜୈଶୱାଲ୍

ଚୀନରେ ହୋଇଥିବା ଏସୀୟ କ୍ରୀଡ଼ା-୨୦୨୩ର ଟିମ୍‌ ଇଣ୍ଡିଆର ଓପେନିଂ ମ୍ୟାଚ୍‌ରେ ମଙ୍ଗଳବାର ନେପାଳ ବିପକ୍ଷରେ ଖେଳି ଇତିହାସ ସୃଷ୍ଟି କରିଛନ୍ତି ଭରତୀୟ କ୍ରିକେଟ୍‌ର ଯଶସ୍ବୀ ଜୈଶୱାଲ୍। ଏହି ୨୧ ବର୍ଷୀୟ ବାମହାତୀ କ୍ରିକେଟର୍‌ ଟି୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଶତକ ହାସଲ କରିବାରେ ହେଉଛନ୍ତି…

ନେଦରଲ୍ୟାଣ୍ଡସକୁ ଭେଟିବ ଟିମ୍ ଇଣ୍ଡିଆ

ଭାରତ ଦ୍ବିତୀୟ ଓ୍ବାର୍ମଅପରେ ନେଦରଲ୍ୟାଣ୍ଡକୁ ଭେଟିବାକୁ ଥିବାବେଳେ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ-ଶ୍ରୀଲଙ୍କା ଓ ତୃତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ହେବ ଟକ୍କର । ଥିରୁବନନ୍ତପୁରମରେ ନେଦରଲ୍ୟାଣ୍ଡସ- ଭାରତ ମଧ୍ୟରେ ହେବ ମୁକାବିଲା । ଅପରାହ୍ନ ୨ଟାରେ ଖେଳାଯିବ ମ୍ୟାଚ ।…

ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା

ଭୁବନେଶ୍ୱର : ଆଜି ଅପରାହ୍ନରେ ବିଧାନସଭାରେ ଅତିରିକ୍ତ ବଜେଟର ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ । ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ଗୃହରେ ୨୮ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ ଆଗତ କରିଥିଲେ । ସେହିପରି ପଞ୍ଚୟତରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ, ଗୃହ ଓ ନିର୍ମାଣ ପୌର ଉନ୍ନୟନ, ଜଙ୍ଗଲ…

କାନାଡ଼ା ପ୍ରଧାନମନ୍ତ୍ରୀଙ୍କୁ ଏଲନ ମସ୍କଙ୍କ ସମାଲୋଚନା

କାନାଡା ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି  ଏଲନ ମସ୍କ । ବାକ ସ୍ୱାଧୀନତାକୁ ଚପାଇବାକୁ ଜଷ୍ଟିନ ଟ୍ରୁଡୋ ସରକାର ପ୍ରୟାସ କରୁଥିବା କହି ମସ୍କ ତାଙ୍କର ସମାଲୋଚନା କରିଛନ୍ତି । ନିକଟରେ କାନାଡା ସରକାର ଦେଶବାସୀଙ୍କ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।  ଅନଲାଇନ ଷ୍ଟ୍ରିମିଂ…

ଏସୀୟ କ୍ରୀଡ଼ାର ନବମ ଦିନରେ ଭାରତର ପଦକ

ହଙ୍ଗଝୋଉ: ଏସିଆନ ଗେମସର ନବମ ଦିନରେ  ଲଙ୍ଗ ଜମ୍ପ ମହିଳା ବର୍ଗରେ ଆନ୍ସି ସୋଜାନ ରୌପ୍ୟ ପଦକ ହାତେଇଛନ୍ତି । ମହିଳା ହକିରେ ଭାରତୀୟ ଦଳ ବାଜିମାତ ଜାରି ରହିଛି । ବାଂଲାଦେଶକୁ ହରାଇ ସେମିକୁ ପ୍ରବେଶ କରିଛି ମହିଳା ହକି ଟିମ୍ । ବାଂଲାଦେଶକୁ ୧୨-୦ ଗୋଲ ବ୍ୟବଧାନରେ ପରାସ୍ତ କରିଛି ଭାରତୀୟ…

ବିହାର ଜାତିଗତ ଜନଗଣା ରିପୋର୍ଟ ଜାରି

ପାଟନା: ବିହାରରେ ଜାତିଗତ ଜନଗଣନା ରିପୋର୍ଟ  ରିପୋର୍ଟ ଅନୁଯାୟୀ,ବିହାରର ମୋଟ ଜନସଂଖ୍ୟାର ପ୍ରାୟ ୮୨ ପ୍ରତିଶତ ହିନ୍ଦୁ ଏବଂ ୧୭.୭ ପ୍ରତିଶତ ମୁସଲମାନ ରହିଛନ୍ତି । ବିହାରରେ ୨୦୧୧ରୁ ୨୦୨୨ ମଧ୍ୟରେ ହିନ୍ଦୁମାନଙ୍କ ଜନସଂଖ୍ୟା ହ୍ରାସ ପାଇଛି । ୨୦୧୧ର ଜନଗଣନା ଅନୁସାରେ ହିନ୍ଦୁ ଜନସଂଖ୍ୟା ୮୨.୭…