ରଥଯାତ୍ରା : ରଥତ୍ରୟର ୪୨ ଚକ ସହ ୨୧ ଅଖ ସଂଯୋଗ ଶେଷ
ରଥତ୍ରୟର ୪୨ ଚକ ସହ ୨୧ ଅଖ ସଂଯୋଗ ଶେଷ ହୋଇଛି । ଭଉଁରୀ ଉତ୍ସବରେ ନାହାକା ଚକ ଓ ଅଖ ସଂଯୋଗ ହୋଇଥିଲା । ରବିବାର ତିନି ରଥର ବାକି ୩୬ଟି ଚକ ସହ ୧୮ ଅଖ ସଂଯୋଗ କରାଯାଇଛି । ଏହା ରଥ ଠିଆ ହେବାର ପ୍ରଥମ କାର୍ଯ୍ୟ । ଭିନ୍ନ ଭିନ୍ନ ସ୍ଥାନରେ ତିନି ରଥର ଚକ ଓ ଅଖ ସଂଯୋଗ ହୋଇ ପ୍ରସ୍ତୁତ ରହିଛି ।…