ବଢାଇଲା ଏଫ୍ଡି ଉପରେ ସୁଧହାର
ୟେସ୍ ବ୍ୟାଙ୍କ ଏହାର ଗ୍ରାହକଙ୍କୁ ଦେଇଛି ବଡ ଉପହାର । ବ୍ୟାଙ୍କ ଏଫ୍ଡି ଉପରେ ସୁଧହାର ବୃଦ୍ଧି କରିଛି । ବ୍ୟାଙ୍କ ୨ କୋଟିରୁ କମ୍ ଏଫ୍ଡି ଉପରେ ସୁଧହାର ବୃଦ୍ଧି କରିଛି । ବ୍ୟାଙ୍କ ୭ ଦିନରୁ ଆରମ୍ଭ କରି ୧୦ ବର୍ଷ ମଧ୍ୟରେ ମାଚ୍ୟୁର ହେଉଥିବା ଏଫ୍ଡି ଉପରେ ସୁଧହାର ବୃଦ୍ଧି କରି ଏହାକୁ…