ଶୀତଦିନେ ଖାଆନ୍ତୁ ଏହି ଶାଗ

ଶାଗ ଏକ ଏପରି ବ୍ୟଞ୍ଜନ ଯାହାକୁ ଲୋକମାନେ ଖାଇବା ପାଇଁ ବହୁତ ଭଲ ପାଇଥାନ୍ତି । ଆପଣମାନେ ତ ଜାଣିଥିବେ ଯେ ବଜାରରେ ବିଭିନ୍ନ ପ୍ରକାରର ଶାଗ ମିଳିଥାଏ । ତାମଧ୍ୟରୁ ଅନେକ ଶାଗ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ସେହିପରି ସୋରିଷ ଶାଗ ଲୋକମାନେ ଶୀତଦିନେ ଖାଇବାକୁ ବହୁତ ପସନ୍ଦ କରନ୍ତି ।…

IOCL ରେ ଖାଲିପଡିଛି ପଦବୀ

IOCL ରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଏଠାରେ ୧୮୦୦ରୁ ଅଧିକ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଆବେଦନ ଗ୍ରହଣ କରାଯାଇଛି । ରେଜିଷ୍ଟ୍ରେସନ ୧୬ ଡିସେମ୍ବରରୁ ଆରମ୍ଭ ହେବ । ଆବେଦନ କରିବାର ଶେଷ ତାରିଖ ୫ ଜାନୁଆରୀ ୨୦୨୪ ରହିଛି ।ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡରେ…

ଆଜି ବିଜେଡି କାର୍ଯ୍ୟକାରିଣୀ ବୈଠକ

ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ବିରାଟ ପ୍ଲାନ୍। ଆଜି ଶଙ୍ଖଭବନରେ ପଡ଼ିବ ମୂଳଦୂଆ। ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦ ବୈଠକ ବସୁଛି । ୩ ବର୍ଷ ପରେ ବିଜେଡିର କାର୍ଯ୍ୟକାରିଣୀ ବସିବାକୁ ଯାଉଛି। ସବୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ ରହିବେ । ଆସନ୍ତା ୨୬…

ମହାକାଶକୁ ମହିଳା ରୋବଟ ବ୍ୟୋମମିତ୍ର ପ୍ରେରଣ କରିବ ଇସ୍ରୋ

ଚନ୍ଦ୍ରଯାନ-୩ ପରେ ଇସ୍ରୋର ବର୍ତ୍ତମାନ ନଜର ଗଗନଯାନ ଉପରେ। ଏହି ମିଶନ ଜରିଆରେ ମାନବ ବିହୀନ ମହାକାଶଯାନକୁ ମହାକାଶକୁ ପଠାଯିବ। ରିହର୍ସଲ ଶେଷ ହେବା ପରେ ଇସ୍ରୋ ଭାରତୀୟ ଯାତ୍ରୀଙ୍କୁ ଚନ୍ଦ୍ରକୁ ପଠାଇବା ପାଇଁ ଲକ୍ଷ୍ୟ ରଖିଥିବା ନେଇ ଗତ ଦୁଇ ଦିନ ପୂର୍ବ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ ସୂଚନା…

ଭାରତୀୟ ରେଳ ବିଭାଗ ପକ୍ଷରୁ ୩୦୯୩ଟି ପଦ ପାଇଁ ବିଜ୍ଞପ୍ତି ଜାରି

ଦକ୍ଷିଣ ରେଳବାଇ ପକ୍ଷରୁ ଆକ୍ଟ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଦିଆଯିବ । ଭାରତୀୟ ରେଳ ବିଭାଗ ପକ୍ଷରୁ ୩୦୯୩ଟି ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।  ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ନିଜ ପସନ୍ଦର ପଦରେ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ଅନୁରୋଧ…

ପୂଜାଙ୍କୁ ମିଳିଲା ହତ୍ୟା ଧମକ !

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବଲିଉଡ୍ ପର୍ଯ୍ୟନ୍ତ ସବୁଠି ନିଜର ଦୃଢ଼ ଅଭିନୟ ଦକ୍ଷତା ପ୍ରମାଣ କରିଥିବା ପୂଜା ହେଗଡେ ମନୋରଞ୍ଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ପୂଜା ୨୦୧୪ରେ ବଲିଉଡ୍ ଅଭିନେତା ହ୍ରିତିକ ରୋଶନଙ୍କ ସହ ଫିଲ୍ମ ‘ମହେଞ୍ଜୋଦାରୋ’ ସହିତ ବଲିଉଡ୍ ଡେବ୍ୟୁ…

ଦେଶରେ ୫୮୧ ଆପ୍ ନିଷିଦ୍ଧ

ନୂଆଦିଲ୍ଲୀ:  ଦେଶରେ ୫୮୧ ଆପ୍‌କୁ ନିଷିଦ୍ଧ କରାଯାଇଛି। ଆଇନ ବେଟିଂ ଓ ଜୁଆ ଆପ୍‌ଗୁଡ଼ିକ ମନି ଲଣ୍ଡରିଂର ମାଧ୍ୟମ ପାଲଟିଥିବା ବିଷୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୂଚନା‌ ‌ଦେବା ପରେ ୨୨ଟି ବେଟିଂ ଆପ୍‌ ଓ ୱେବ୍‌ସାଇଟ୍‌କୁ ବନ୍ଦ କରାଯାଇଥିଲା। ଚଳିତ ବର୍ଷ ଫେବ୍ରୁଆରିରେ ୧୩୮ଟି ବେଆଇନ…

ସଂସଦର ସୁରକ୍ଷାରେ ତ୍ରୁଟି : ନିଲମ୍ବିତ ହେଲେ ୭ କର୍ମଚାରୀ

ସଂସଦର ଶୀତକାଳୀନ ଅଧିବେଶନ ସୁରକ୍ଷାରେ ତ୍ରୁଟି ।  ଲୋକସଭା ସଚିବାଳୟର ୭ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ନିରାପତ୍ତା ଉଲ୍ଲଂଘନ ହେବା ପରେ ଗୃହରେ ହୋହଲ୍ଲା ସୃଷ୍ଟି ହୋଇଥିଲା। ତେବେ ସଂସଦ ପରିସରରେ ସନ୍ଦିଗ୍ଧ ଯୁବକଯୁବତୀଙ୍କ ହଙ୍ଗାମା ଘଟଣାରେ ୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କଲା…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଜୋହାନସବର୍ଗରେ ଖେଳାଯିବ । ମ୍ୟାଚଟି ଭାରତ ପାଇଁ ‘କର ବା ମର’ ସ୍ଥିତି ହୋଇଛି । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ମୁକାବିଲାକୁ ଜିତିଥିଲା ଘରୋଇ ଦଳ । ବିଜୟ ସହ ଦକ୍ଷିଣ ଅଫ୍ରିକା ୧-୦ରେ ଆଗରେ…