ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ବିରାଟ ପ୍ଲାନ୍। ଆଜି ଶଙ୍ଖଭବନରେ ପଡ଼ିବ ମୂଳଦୂଆ। ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ଓ ପରିଷଦ ବୈଠକ ବସୁଛି । ୩ ବର୍ଷ ପରେ ବିଜେଡିର କାର୍ଯ୍ୟକାରିଣୀ ବସିବାକୁ ଯାଉଛି। ସବୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ ରହିବେ । ଆସନ୍ତା ୨୬ ତାରିଖରେ ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଯାଉଛି । ପ୍ରତିଷ୍ଠା ଦିବସରେ ବହୁ ଜନହିତକର କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ । ୨୦୨୪ ନିର୍ବାଚନ ପାଇଁ ମୂଳଦୂଆ ପଡ଼ିବ । ୫୦ ପ୍ରତିଶତରୁ ଅଧିକ ମତଦାନ ନିଜ ସପକ୍ଷରେ ଆଣିବା ପାଇଁ ଟାର୍ଗେଟ ରଖିଛି ବିଜେଡି । ଏବେ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୨୬ ଲକ୍ଷ। ଏଥିରୁ ୧ କୋଟି ୩୦ ଲକ୍ଷରୁ ଅଧିକ ଭୋଟ ବିଜେଡି କିପରି ନିଜ ସପକ୍ଷରେ ଆଣିବ ସେନେଇ ଆଜି ମୂଳଦୂଆ ପକାଇବ ବିଜେଡି।
Trending
- ଆଜି ଧନତରେସ,ବିଭିନ୍ନ ସୁନା ଗହଣା ଦୋକାନରେ ଲୋକଙ୍କ ଭିଡ
- Gen-Z ଭୋଟରଙ୍କୁ ନିଜ ସହ ଯୋଡ଼ିବା ପାଇଁ ବିଜେପି ଆରମ୍ଭ କରିବାକୁ ଯାଉଛି ଏକ ରାଜ୍ୟବ୍ୟାପୀ ଅଭିଯାନ
- ସରକାର ୪ ଜଣ ଆଇଏଏସ୍ ଅଫିସରଙ୍କୁ ଦେଲେ ନୂଆ ଦାୟିତ୍ୱ
- କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ, ଘରେ ତାଲା ମାରି ଦେଲେ ଭୋଟ୍
- ରାଜଧାନୀରେ ଫୁଟିଲା ଗୁଳି ,ଗୁଳି ଫୁଟିବାର ଏକ ଘଣ୍ଟା ମଧ୍ୟରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଧଉଳି ଥାନା ପୋଲିସ
- ଗଙ୍ଗା ନଦୀକୁ ଖସିଲା କାର, ଦୁର୍ଘଟଣାରେ ୪ ମୃତ
- ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା ,ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି
- କୋଟିଆରେ ଫେଲ୍ ମାରିଲା ଆନ୍ଧ୍ରର ନିର୍ବାଚନୀ ରଣନୀତି,କୋଟିଆ ବାହାରେ ପୁଲିଂ ବୁଥ୍ ସ୍ଥାପନ କରି ଭୋଟ୍ ଗ୍ରହଣ କରିବାକୁ ବାଧ୍ୟ ହୋଇଛି ଆନ୍ଧ୍ର
- ଓଡ଼ିଶା ଆସିବେ ଜାପାନର ୧୦୦ ଜଣିଆ ପ୍ରତିନିଧି ଦଳ: ଶିଳ୍ପ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଖୋଲିବ ନୂଆ ସମ୍ଭାବନା
- କେନ୍ଦ୍ର ସରକାର ଅଗ୍ନିବୀରଙ୍କୁ ବଡ଼ ଭେଟି,୨୫ ପ୍ରତିଶତ ଅଗ୍ନିବୀର ନିୟମିତ ସୈନିକ ହେବେ, ଅନ୍ୟ ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଅଧିକ ଦୁଇ ବର୍ଷ ଯାଏ ସେବା ବିସ୍ତାର ଦିଆଯିବ
Prev Post
Next Post