ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ

ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅଧ୍ୟକ୍ଷତା କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କହିଛନ୍ତି  ଓଡ଼ିଶାରେ ଇତିହାସ କେବେ ଏତେ ବଡ଼ ରୂପାନ୍ତର ଦେଖି ନଥିଲା। ମଠ ମନ୍ଦିର ହେଉ, ବା ସ୍କୁଲ୍‌, କଲେଜ, ହସ୍ପିଟାଲ୍‌, ଜଳସେଚନ ସୁବିଧା ସବୁ କ୍ଷେତ୍ରରେ…

ରାଶିଫଳ

ମେଷ: ଘରେ ପୂଜାପାଠର ଆୟୋଜନ କରିପାରନ୍ତି। ଶିକ୍ଷାର୍ଥୀଙ୍କୁ ପରିଶ୍ରମ ଅନୁସାରେ ସଫଳତା ମିଳିବ। ଚାକିରିଆଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମୀଯୁଗଳଙ୍କୁ ଦିନଟି ଖୁସି ଦେବ। ବୃଷ: ଆପଣ ସପ୍ତାହର ସବୁ କାମ ପୂରା କରିପାରିବେ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ପ୍ରଭାବଶାଳୀ…

ମୂଷା କହୁଛି ଜୟ ଜଗନ୍ନାଥ

ମୂଷା କହୁଛି ଜୟ ଜଗନ୍ନାଥ । ଯେତିକି ଆଶ୍ଚର୍ଯ୍ୟ, ସେତିକି କୌତୁହଳ ବି ଲାଗୁଛି । ଏକଥା ନିଜେ କାନରେ ନ ଶୁଣିଲେ ବିଶ୍ୱାସ କରିବା ଅସମ୍ଭବ । ଆଜି ପବିତ୍ର ମାଣବସା ଗୁରୁବାର ଅବସରରେ ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏହି ନିଆରା ଦୃଶ୍ୟ । ମୂଷା ପାଟିରୁ ଜୟଜଗନ୍ନାଥ ଶୁଣି ଚମକି…

ନିଲାମୀ ପୂର୍ବରୁ ନୂଆ ଅଧିନାୟକ ଘୋଷଣା କଲା କେକେଆର

ଆଇପିଏଲ ୨୦୨୪ ପୂର୍ବରୁ ଡିସେମ୍ବର ୧୯ ରେ ଦୁବାଇରେ ଖେଳାଳିଙ୍କ ନିଲାମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କେଉଁ ଟିମ୍‌ କେଉଁ ଖେଳାଳିଙ୍କୁ ରଖିବ, ତାହାକୁ ନେଇ ଲିଷ୍ଟ ପ୍ରସ୍ତୁତ କରିସାରିଛି । କିନ୍ତୁ ଏହା ପୂର୍ବରୁ କୋଲକତା ନାଇଟ ରାଇଡର୍ସ ନିଜର ଅଧିନାୟକ ଦାୟିତ୍ୱ ଭାରତୀୟ ଟିମ୍‌ର ଧୂଆଁଦାର…

ଭାରତରେ ନୂଆ ଲାପଟପ୍‌ ଲଞ୍ଚ ହେଲା

ଟେକ୍‌ କମ୍ପାନୀରେ ଭଲ ନାଁ କରିଥିବା ASUS ଭାରତୀୟ ବଜାରରେ ଏକ ନୂଆ ଲାପଟପ୍‌ ଲଞ୍ଚ କରିଛି । ASUSର ନୂଆ ଲାପଟପ୍, Chromebook ସିରିଜର ଏକ ଅଂଶ ହେବ । ଲଞ୍ଚ ହୋଇଥିବା ଏହି ନୂଆ ଲାପଟପ୍‌ ହେଉଛି Asus Chromebook Plus CX3402, ଯେଉଁଥିରେ Asus ଦମଦାର ଫିଚର୍ସ ଦେଇଛି । ଏହି Chromebook…

ଅଭିନେତା ଶ୍ରେୟସ୍‌ ତଲପଡ଼େଙ୍କୁ ହୃଦ୍‌ଘାତ

ହୃଦ୍‌ଘାତରେ ପୀଡ଼ିତ ହୋଇଥିବା ବଲିଉଡ୍‌ ଅଭିନେତା ଶ୍ରେୟସ୍‌ ତଲପଡ଼େଙ୍କର ‘ଆଞ୍ଜିଓପ୍ଲାଷ୍ଟି’ କରାଯାଇଛି ଓ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏନ୍‌ଆଇ’ ରିପୋର୍ଟ କରିଛି।ଗୁରୁବାର ସନ୍ଧ୍ୟା ବେଳେ ଶ୍ରେୟସ୍‌ଙ୍କର ହୃଦ୍‌ଘାତ ହେବାରୁ ତାଙ୍କୁ ମୁମ୍ବାଇ…

ସେନ୍‌ସେକ୍ସ ୯୩୦ ପଏଣ୍ଟ୍‌ ବୃଦ୍ଧି

ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ସୁଧ ବୃଦ୍ଧି ଉପରେ ବ୍ରେକ୍ ଲଗାଇବା ପରେ ଭାରତର ଷ୍ଟକ୍ ବଜାର ନିବେଶକମାନଙ୍କ ମନରେ ଖୁସିର ଲହରି ଖେଳିଯାଇଛି। ଆଶଙ୍କା ଭିତରୁ ବାହାରି ସେମାନେ ଆଜି ମନଖୋଲି ସେୟାର କିଣିବାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୯୩୦ ପଏଣ୍ଟ୍‌…

ସାରା ବିଶ୍ୱରେ ମୋଦୀଙ୍କ ଜଲୱା

ବିଶ୍ୱର ବହୁ ବଡ଼ ବଡ଼ ରାଷ୍ଟ୍ର ନେତା ମୋଦୀଙ୍କ ଜୀବନଶୈଳୀକୁ ଅନୁସରଣ କରିବାକୁ ପସନ୍ଦ କରନ୍ତି। କାରଣ ଜଣେ ସାଧାରଣ ଚାହା ବିକାଳୀରୁ ସିଏ ଆଜି ସାରା ବିଶ୍ୱରେ ସବୁଠାରୁ ଲୋକପ୍ରିୟ ନେତା ହୋଇପାରିଛନ୍ତି। ଯେଉଁଥିପାଇଁ ସମସ୍ତ ଛୋଟରୁ ବଡ଼ ଦେଶ ଯାଏଁ ତାଙ୍କର ଭାରି ପ୍ରଶଂସା ଓ ସମ୍ମାନ କରନ୍ତି।…

ବିଲାୱାଲ ଭୁଟ୍ଟୋ ହେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ପଦ ପାଇଁ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଏବଂ ରାଷ୍ଟ୍ରପତି ପଦ ପାଇଁ ଜରଦାରୀଙ୍କୁ ପାକିସ୍ତାନ ପିପୁଲ୍ସ ପାର୍ଟି ଘୋଷଣା କରିଛି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସୂଚନା ସଚିବ ଫୈସଲ କରିମ କୁଣ୍ଡି ଗୁରୁବାର ଦିନ କହିଛନ୍ତି ଯେ, ଦଳର ଅଧ୍ୟକ୍ଷ ବିଲାୱାଲ…

ରାଜସ୍ଥାନରେ ଆରମ୍ଭ ହେବ ଭଜନଲାଲ ସରକାର

ଆଜି ଶପଥ ନେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ରାଜସ୍ଥାନରେ ଆରମ୍ଭ ହେବ ଭଜନଲାଲ ସରକାର। ଜୟପୁରର ରାମ ନିବାସ ବାଗରେ ସକାଳ ୧୧ଟା ୧୫ ମିନିଟରେ ଶପଥ ସମାରୋହ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସହ ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।…