ରୋହିତ ଗଲେ, ପାଣ୍ଡ୍ୟା ଆସିଲେ

ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ । ହାର୍ଦ୍ଦିକ ପାଣ୍ଡ୍ୟା ନୂଆ କ୍ୟାପ୍ଟେନ । ୨୦୨୪ ଆଇପିଏଲରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧରିବେ ଟିମର ମଙ୍ଗ। ବର୍ତ୍ତମାନ କ୍ୟାପ୍ଟେନ ଥିବା ରୋହିତ ଶର୍ମାଙ୍କ ପରିବର୍ତ୍ତେ ହାର୍ଦ୍ଦିକ ପାଣ୍ଡ୍ୟା ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ…

ଧନୁ ସଂକ୍ରାନ୍ତିରେ କରନ୍ତୁ ଏହି ଉପାୟ

ଗ୍ରହ ଏବଂ ନକ୍ଷତ୍ରମାନଙ୍କ ମଧ୍ୟରେ ରାଜା ସୂର୍ୟ୍ୟ ପ୍ରତି ମାସରେ ତାଙ୍କର ରାଶି ପରିବର୍ତ୍ତନ କରିଥାନ୍ତି । ଯାହାକୁ ଆମେ ସଂକ୍ରାନ୍ତି ବୋଲି କହିଥାଉ । ତେବେ ଚଳିତ ମାସରେ ସୂର୍ୟ୍ୟ କର୍କଟ ରାଶିରୁ ବାହାରି ଧନୁ ରାଶିରେ ପ୍ରବେଶ କରିବେ । ଏହି ଦିନ ଧନୁ ସଂକ୍ରାନ୍ତି ଭାବରେ ବେଶ ଜଣାଶୁଣା ।…

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅବଧିକୁ ୫ ବର୍ଷକୁ ବୃଦ୍ଧି

ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୩,୧୪,୯୨୩ ପରିବାରର ୯,୯୭,୦୫୫ ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଛନ୍ତି। ଯେଉଁମାନେ ପ୍ରତ୍ୟେକ ମାଗଣାରେ ମାସକୁ ୫ କେଜି ଲେଖାଏଁ ଚାଉଳ ପାଉଛନ୍ତି। ସେମାନଙ୍କ ପାଇଁ ଖୁସି ଖବର ଯୋଜନାର ଅବଧି ଆଉ ୫ ବର୍ଷ ବଢିବ। ଏହି ଯୋଜନାରେ ଲାଭବାନ ହେଉଛନ୍ତି ରାଜ୍ୟର…

ଲୋନ୍ ମହଙ୍ଗା କଲା SBI

ଲୋନ୍ ଯେପରିକି ଅଟୋ କିମ୍ବା ଘର ଲୋନ୍ ନେଇଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ମହଙ୍ଗା ହେବ । ଦେଶର ଅଗ୍ରଣୀ ବ୍ୟାଙ୍କର ଲୋନ୍ ହାର (ଏମସିଏଲଆର) ର ମାର୍ଜିନାଲ ମୂଲ୍ୟରେ ବୃଦ୍ଧି ବର୍ତ୍ତମାନ ୮ ପ୍ରତିଶତରୁ ୮.୮୫ ପ୍ରତିଶତ ମଧ୍ୟରେ ରହିଛି । ଡିସେମ୍ବର ୧୫ ରୁ ନୂଆ ହାର ଲାଗୁ ହୋଇଛି ।ଅନ୍ୟ…

ଭାରତୀୟ ରେଳରେ ଖାଲିପଡିଛି

ଭାରତୀୟ ରେଳରେ ଚାକିରି କରିବାକୁ ଚାହୁଁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର । ଏଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରେଲୱେ ରିକ୍ରୁଟମେଣ୍‌ଟ ସେଲରେ ୱେଷ୍ଟ ସେଣ୍ଟ୍ରାଲ ରେଲୱେ ପାଇଁ ବମ୍ପର ପଦବୀରେ ଆବେଦନ ଗ୍ରହଣ କରୁଛି । ଏହି ଭର୍ତ୍ତି ଅନ୍ତର୍ଗତ ୩ ହଜାରୁ ଅଧିକ ପଦବୀ ପାଇଁ…

କାରର ମାଇଲେଜ୍‌ ବଢ଼ାଇବ ଗୁଗଲ ମ୍ୟାପ୍ସ

ଗୁଗଲ ମ୍ୟାପ୍ସର ବ୍ୟବହାର ଏମିତି ଭାବରେ କରାଯାଉଛି ଯେ ଏବେ ଲୋକମାନେ ଜଣେ ଜଣଙ୍କୁ ଆଉ ଠିକଣା ପଚାରିବା ବନ୍ଦ କରିଦେଇଛନ୍ତି । ଏବେ ଗୁଗଲ ମ୍ୟାପ୍ସରେ ଯାତ୍ରାକୁ ଆହୁରି ସୁନ୍ଦର କରିଦେଇଛି । ଗୁଗଲ ମ୍ୟାପ୍ସରେ ଅନେକ ଏମିତି ଜିନିଷ ଅଛି ଯାହା ଏହାକୁ ଖାସ୍‌ ବନାଇଥାଏ । ଯେପରିକି ଯଦି…

ସହିଦଙ୍କୁ ଝୁରୁଛି ସାରା ଦେଶ

ଆଜି ଦେଶ ପାଳୁଛି ବିଜୟ ଦିବସ । ଭାରତ ଆଜି ୫୨ ତମ ‘ବିଜୟ ଦିବସ’ ପାଳନ କରୁଛି । ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦେଶବ୍ୟାପୀ ଭାରତୀୟ ସେନା ପାଳୁଛି ବିଜୟ ଦିବସ । ସହିଦଙ୍କୁ ଝୁରୁଛି ସାରା ଦେଶ । ୧୯୭୧ ଯୁଦ୍ଧରେ ଆଜିର ଦିନରେ ପାକିସ୍ତାନ ଉପରେ ବିଜୟ…

ଶୀତରେ ଥରୁଛି ମୟୁରଭଞ୍ଜ

ଧିରେ ଧିରେ ଖସୁଛି ପାରଦ, ବଢ଼ୁଛି ଶୀତ। ଜାଡ଼ରେ ଥରୁଛି ସାରା ଓଡ଼ିଶା । ବିଭିନ୍ନ ସ୍ଥାନରେ ଅନୁଭୂତ ହେଲାଣି ହାଡଭଙ୍ଗା ଶୀତ। ପଶ୍ଚିମରୁ ଦକ୍ଷିଣ, ଉତ୍ତରରୁ ଉପକୂଳ ସବୁଠି ଅସହ୍ୟ ଥଣ୍ଡା । ସବୁଠି ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି।ଏପଟେ ମୟୁରଭଞ୍ଜ ଜିଲ୍ଲାରେ ତଳମୁହାଁ…

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ପୁଣି ଘମାଘୋଟ ଚାଲିଛି । କିଛି ଦିନ ପରେ ପୁଣି  ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ  ତେଜିଲା । ଦକ୍ଷିଣ ଗାଜାରେ  ରକେଟ ମାଡ଼ କରିଛି ଇସ୍ରାଏଲ ।  ପାଲେଷ୍ଟାଇନ ପକ୍ଷରୁ ଯୋଗାଯାଉଥିବା ଯୋଗାଯୋଗ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଛି  । ଯୋଗାଯୋଗ ବ୍ୟାହତ ଯୋଗୁଁ…

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି  । ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଭଳି ଖାଦ୍ୟ ମହାପ୍ରଭୁଙ୍କ…