ଆୟୁଷଙ୍କ ଗାଡ଼ି ଦୁର୍ଘଟଣା

ଆୟୁଷଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁମ୍ବାଇଠାରେ ଏହି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଡ୍ରାଇଭର ଗାଡ଼ି ଚଳାଉଥିବା ସମୟରେ ଅନ୍ୟ ଏକ ଗାଡ଼ି ଆୟୁଷଙ୍କ ଗାଡ଼ିକୁ ଟକ୍କର ମାରିଥିଲା । ଏହି ଖବର ଶୁଣିବା ପରେ ଆୟୁଷଙ୍କ ପରିବାରବର୍ଗ ଓ ଫ୍ୟାନ୍ସ ଚିନ୍ତିତ ହୋଇପଡ଼ିଥିଲେ । ମାତ୍ର…

ଆସନ୍ତା ୨୭ରୁ ଅନଲାଇନ୍ ଆବେଦନ

ରାଜ୍ୟର ତିନୋଟି ଇଞ୍ଜିନିୟର କଲେଜରେ ପ୍ରିନ୍ସିପାଲ ପଦ ପୂରଣ ହେବ । ଏଥିପାଇଁ ଆସନ୍ତା ୨୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୨୯ ତାରିଖରେ ସରିବ । ଏନେଇ ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନ ତଳେ…

IPhone 15ରେ ମିଳିବ ୧୦ ହଜାର ଟଙ୍କାର ଡିସକାଉଣ୍ଟ

ଆମାଜନ ନୂଆ ବର୍ଷ ୨୦୨୪ ପାଇଁ ନୂଆ ବର୍ଷ ୨୦୨୪ ସେଲ୍‌ ଘୋଷଣା କରିବ ବୋଲି କୁହାଯାଉଛି । ପ୍ରଥମ ଥର ପାଇଁ ଏହି ସେଲରେ iPhone 15 ଦାମରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିବ । ତେବେ ବର୍ତ୍ତମାନ ସୁଦ୍ଧା ସେଲ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ, କିନ୍ତୁ ଆସନ୍ତା ସପ୍ତାହରେ କମ୍ପାନୀ ଏ…

ସଶକ୍ତ ହେଉଛି ଭାରତୀୟ ବାୟୁସେନା

ଆକାଶ ଓ୍ବିପନ ସିଷ୍ଟମର ସଫଳ ପରୀକ୍ଷଣ କରାଯାଇଛି । ଏହି ୱିପନ ସିଷ୍ଟମ ଗୋଟିଏ ଥରରେ ୪ଟି ଲକ୍ଷ୍ୟଭେଦ କରିଛି । ଏପରି ପ୍ରତିରକ୍ଷା କ୍ଷମତା ହାସଲ କରିବାରେ ଭାରତ ବିଶ୍ୱରେ ପ୍ରଥମ ଦେଶ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ପରୀକ୍ଷଣ ବେଳେ ଗୋଟିଏ ଦିଗରୁ ୪ଟି ଟାର୍ଗେଟ୍ କ୍ଲୋଜ ଫର୍ମେସନରେ…

ତୋଷାଳୀ ମେଳା : ପସରା ମେଲାଇଛନ୍ତି ୫୫୦ କାରିଗର

ଭୁବନେଶ୍ବର:ଆରମ୍ଭ ହୋଇଛି ୧୬ ତମ ତୋଷାଳୀ ମେଳା ।  ଜନତା ମଇଦାନରେ  ବିକ୍ରିବଟା ସାଙ୍ଗକୁ ନାଚଗୀତର ଆସର । ଘର କରଣାଠାରୁ ଆରମ୍ଭ କରି ଲୁଗାପଟା, ଟେରାକୋଟା, କାଠ କାମ, ହସ୍ତତନ୍ତ, ପିଲାଙ୍କ ଖେଳନାର ସମ୍ଭାର ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି । ମେଳାରେ ସମସ୍ତ ପ୍ରକାର ଜିନିଷ ଉପଲବ୍ଧ…

ସାରା ରାଜ୍ୟରେ ଶୀତର ପ୍ରକୋପ

ରାଜ୍ୟର ଅଧିକାଂଶ ଅଞ୍ଚଳରେ କୁହୁଡ଼ି ସହ ଭୀଷଣ ଜାଡ଼ ହେଉଛି । କୋହଲା ପବନ ସାଙ୍ଗକୁ ତାପମାତ୍ରାରେ ଅଚାନକ ହ୍ରାସ କାରଣରୁ ରାଜ୍ୟବାସୀ ଶୀତରେ ଥରୁଛନ୍ତି । ରାଜ୍ୟର ୧୦ରୁ ଅଧିକ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ଆସନ୍ତା କିଛି ଦିନ ରାଜ୍ୟରେ ଏପରି ଶୀତ ପ୍ରବାହ ଜାରି ରହିବ ବୋଲି…

ଘର ଘର ବୁଲୁଛନ୍ତି ରାଜନେତା

ଭୁବନେଶ୍ବର: ବିଜେଡି, କଂଗ୍ରେସ, ବିଜେପି ନେତାମାନେ ଏବେ ଘର ବୁଲା ଆରମ୍ଭ କରିଛନ୍ତି ।  ରାଜଧାନୀରେ  ଘରେ ଘରେ ପହଞ୍ଚି ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ତିନି ଦଳର ନେତା ଏବେ ଦିନରାତି ଏକ କରି ଦେଇଛନ୍ତି। ଶାସକ ବିଜେଡି ଦଳ ‘ଘରେ ଘରେ ଶଙ୍ଖ ଜନସମ୍ପର୍କ ଅଭିଯାନ’ ଆରମ୍ଭ କରିଛି । ବିଜେପି ଓ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଭାରତର ବିଜୟ: ଅର୍ଶଦୀପ, ଆଭେସ ଦକ୍ଷିଣ ଆଫ୍ରିକାକୁ ହରାଇଲେ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା  ମାତ୍ର ୧୧୬ ରନ୍‌ରେ ଧରାଶାୟୀ ହୋଇଯାଇଥିଲା।  ମ୍ୟାଚ୍‌ର ଦ୍ବିତୀୟ ଓଭରରେ ନିଜ ପ୍ରଥମ ଓଭରରେ ଅର୍ଶଦୀପ ଲଗାତାର ବଲ୍‌ରେ ୨ ୱିକେଟ୍‌ ଦଖଲ…

ଦାଉଦ୍‌ ଇବ୍ରାହିମ୍‌ଙ୍କୁ ଦିଆଯାଇଛି ବିଷ! କରାଚୀ ଡାକ୍ତରଖାନାରେ ଭର୍ତ୍ତି

ଦାଉଦ୍‌ ଇବ୍ରାହିମ୍‌ଙ୍କୁ ଦିଆଯାଇଛି ବିଷ! କରାଚୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଜଣା ଲୋକ ତାଙ୍କୁ ବିଷ ଦେଇଥିବା ପାକିସ୍ତାନରେ ବେଶୀ ଚର୍ଚା ହେଉଛି । ପାକିସ୍ତାନ ମିଡିଆ ଏବଂ ୟୁଟ୍ୟୁବରମାନେ ମଧ୍ୟ ଏନେଇ ଭିଡିଓ ଅପଲୋଡ କରିଛନ୍ତି । …

ଆଜିର ରାଶିଫଳ

ମେଷ: ଅଚାନକ ଧନଲାଭ ହେବ। ଜରୁରୀ କାମରେ ଯାତ୍ରା ସଫଳ ହେବ। ଭାଗୀଦାରି ବେପାରରେ ଲାଭ ମିଳିବ। ସାମାଜିକ କାର୍ଯ୍ୟରେ ଆପଣ ଆଗରେ ରହିବେ। ‌ ବୃଷ: ଆପଣଙ୍କୁ ସନ୍ତାନ ସୁଖ ମିଳିବାର ଯୋଗ ଅଛି। ମନ ମୁତାବକ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ହେବ। ବନ୍ଧୁ ସହ ବାହାରକୁ ବୁଲି ଯିବାର…