ମଦ ଦୁର୍ନୀତି ମାମଲା:କେଜ୍ରିୱାଲଙ୍କୁ ପୁଣି ED ସମନ

କେଜ୍ରିୱାଲଙ୍କୁ ପୁଣି ଥରେ ଇଡି ସମନ କରିଛି । ମଦ ଦୁର୍ନୀତି ମାମଲାରେକେଜ୍ରିୱାଲଙ୍କୁ ପୁଣି ED ସମନ କରିବାକୁ ନେଇ ରାଜନୀତି ଜୋର ଧରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଥରେ ସମନ୍ କରିଛି ପ୍ରବର୍ତ୍ତନ…

ଲୋକସଭାରେ 2023 ଟେଲିକମ୍ ବିଲ୍ ଆଗତ

ନୂଆଦିଲ୍ଲୀ : ଲୋକସଭାରେ 2023 ଟେଲିକମ୍ ବିଲ୍ ଆଗତ ହୋଇଛି। ଏଥିରେ ଦର୍ଶାଯାଇଛି ଯେ ଜନ ନିରାପତ୍ତା କିମ୍ବା ଜନସାଧାରଣ ଜରୁରୀକାଳୀନ ପରିସ୍ଥିତିରେ କେନ୍ଦ୍ର ସରକାର ଯେକୌଣସି ଟେଲିକମ୍ ନେଟୱାର୍କର ଅସ୍ଥାୟୀ ଅଧିକାର ନେଇପାରିବେ। ପ୍ରସ୍ତାବିତ ଆଇନ୍ ଇଣ୍ଡିଆନ୍ ଟେଲିଗ୍ରାଫ୍ ଆକ୍ଟ ୧୮୮୫,…

ଶୀତ ଅଧିବେଶନରୁ ମୋଟ ୯୨ ସାଂସଦଙ୍କୁ ନିଲମ୍ବିତ କରାଯାଇଛି: ଓମ ବିର୍ଲା

ନୂଆଦିଲ୍ଲୀ:ସଂସଦରେ ସୁରକ୍ଷା ତ୍ରୁଟି କୁ ନେଇ ଲଗାତାର ଚତୁର୍ଥ ଦିନ ଲୋକସଭାରେ ଉତ୍ତେଜନା ଦେଖାଦେଇଥିଲା  । ଲୋକସଭାରେ ସୁରକ୍ଷା ତ୍ରୁଟି ଘଟଣାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବୟାନ ଦାବି କରି ବିରୋଧୀ ଏମପିଙ୍କ ହଙ୍ଗାମା ପାଇଁ ଉଭୟ ଗୃହରୁ ୯୨ ସଦସ୍ୟ ନିଲମ୍ବିତ ହୋଇଛନ୍ତି। …

ଦଶମରେ ଡ୍ରପ୍ ଆଉଟ ତାଲିକାରେ ଓଡ଼ିଶା ଦେଶରେ ପ୍ରଥମ

ନୂଆଦିଲ୍ଲୀ  : ଦେଶର ବଢ଼ୁଛି ବିଦ୍ୟାଳୟରୁ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ।  ବର୍ଷ ୨୦୨୧-୨୨ରେ ଭାରତରେ ୨୦.୬ ପ୍ରତିଶତ ଛାତ୍ରୀଛାତ୍ର ଦଶମରେ ପାଠ ପଢା ଛାଡିଥିବା ବେଳେ ୪୯.୯ ପ୍ରତିଶତ ସହିତ ଓଡ଼ିଶା ପ୍ରଥମରେ ରହିଛି। ୪୨.୧ ପ୍ରତିଶତ ସହିତ ବିହାର ଦ୍ୱିତୀୟ, ତୃତୀୟରେ ମେଘାଳୟ(୩୩.୫…

ଦେବଗଡ଼ରେ ୬ ବର୍ଷୀୟା ଝିଅ ପିହୁ ଅଗ୍ରୱାଲକୁ ଅପହରଣ

ଘର ଆଗରେ ଆଈ କୋଳରୁ ୬ ବର୍ଷୀୟା ନାତୁଣୀକୁ  ଦୁର୍ବୃତ୍ତ ପଲସର ବାଇକରେ ଆସି ଅପହରଣ କରିନେଇଥିବା ଜଣାପଡିଛି। ଭାଇ ଭାଇ ଲୁଗା ଦୋକାନର ମାଲିକ ଆଲୋକ ଅଗ୍ରୱାଲଙ୍କ ୬ ବର୍ଷୀୟା ଝିଅ ପିହୁ ଅଗ୍ରୱାଲକୁ ଅପହରଣ କରାଯାଇଛି। ଅଭିଯୋଗ ପରେ ସହରର ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଚଳାଇଛି…

୩୩ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତ୍ରୁଟି ନେଇ ହୋହଲ୍ଲା ପ୍ରସଙ୍ଗରେ ପୂର୍ବରୁ ୧୪ ସାଂସଦଙ୍କୁ ଲୋକସଭା ବାଚସ୍ପତି ସସପେଣ୍ଡ କରିଥିବାବେଳେ ଆଉ ୩୩ ଲୋକସଭା ସାଂସଦ ହେଲେ ସସପେଣ୍ଡ । ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ ସାଂସଦଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି । ଚଳିତ ଶୀତ…

କୋଟିପତି ମାଙ୍କଡ଼: ୩୩ ଏକର ଜମି ମାଙ୍କଡଙ୍କ ନାଁରେ

ମହାରାଷ୍ଟ୍ରର ଧରଶିଭ ଜିଲ୍ଲାର ମାକାଡ୍କା ଉପଲା ଗାଁରେ ରହୁଛନ୍ତି କୋଟିପତି ମାଙ୍କଡ।  ଗାଁର ଲୋକମାନେ ଏହି ମାଙ୍କଡକୁ ଉପହାର ଏବଂ ଭଲ ଭଲ ଜିନିଷ ଖାଇବାକୁ ମଧ୍ୟ ଦିଅନ୍ତି। ଅନେକ ସମୟରେ ବିବାହ ସମାରୋହ ଆରମ୍ଭ ପୂର୍ବାରୁ ମାଙ୍କଡମାନଙ୍କୁ ସମ୍ମାନିତ କରାଯାଏ। ଗ୍ରାମବାସୀଙ୍କ କହିବା କଥା…

ଶିମିଳିପାଳରେ ମହାବଳ ବାଘଙ୍କ ଭିତରେ ଲଢ଼େଇ

ଶିମିଳିପାଳରେ ମହାବଳ ବାଘଙ୍କ ଭିତରେ ଲଢ଼େଇ ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁଇଟି ମହାବଳ ବାଘ ମଧ୍ୟରେ  ଲଢ଼େଇ ଭିଜୁଆଲରୁ ଏହା ସ୍ପଷ୍ଟ ହେଉଛି ଯେ ଶିମିଳିପାଳରେ ବାଘ ଅଛନ୍ତି । ଆଉ  ଜଙ୍ଗଲରେ ନିଜର ଏକଚାଟିଆ ଆଧିପତ୍ୟ ପାଇଁ ବାଘ-ବାଘ ମଧ୍ୟରେ ଲଢେଇ ବି କରୁଛନ୍ତି ।…

କର୍ଣ୍ଣାଟକକୁ ଫେରିଲା ମାସ୍କ

ପଡ଼ୋଶୀ ରାଜ୍ୟ କେରଳରେ କୋଭିଡ ମହାମାରୀ ବୃଦ୍ଧି ପରେ କର୍ଣ୍ଣାଟକରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରଣାଳ । ବିଶେଷ କରି ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । କୋଭିଡ ମହାମାରୀକୁ ନେଇ ଭୟଭୀତ…

ଅଣ୍ଟା ସମସ୍ୟା

ବର୍ତ୍ତମାନର ଆଧୁନିକ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଡେସ୍କ କାର୍ଯ୍ୟର ଆଧୁନିକ ଯୁଗରେ, ଅଧିକ ସମୟ ଧରି ବସିବାର ପରିଣାମ ଦିନକୁ ଦିନ ବଢିବାରେ ଲାଗିଛି । ଯେତେବେଳେ ଆମେ ପ୍ରତିଦିନ ବହୁତ ସମୟ ସ୍ଥିତିରେ ଘଣ୍ଟା ଘଣ୍ଟା ବସିଥାଉ, ସେତେବେଳେ ଆମର ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ବହାରିଥାଏ ।…