ଜେଲରେ କାଶ୍ମୀରର ମୋଷ୍ଟ ୱାଣ୍ଟେଡ ସୟିଦ ଇସାନ ବୁଖାରି

ଯାଜପୁର :ଓଡ଼ିଶାରେ ଗିରଫ ଆତଙ୍କବାଦୀ ସୟଦ ଈଶାନ ବୁଖାରୀରର ପତ୍ନୀଙ୍କ ଚାକିରି ଚାଲିଯାଇଛି । ସେ ଏକ ପ୍ରାଇଭେଟ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ତାଙ୍କୁ ମିଛ କହି ବିବାହ କରିଥିଲା ବୁଖାରୀ । ଏବେ  ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହେଉଥିବାରୁ  ବୁଖାରୀଠରୁ ଅନେକ କିଛି ତଥ୍ୟ ମିଳିବାର…

ଚୀନରେ ଭୟଙ୍କର ଭୂମିକମ୍ପ

ଚୀନରେ ଭୟଙ୍କର ଭୂମିକମ୍ପ ଅନୁଭୂତ । ଏହି ଭୂକମ୍ପରେ ଶେଷ ଖବର ସୁଦ୍ଧା ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉତ୍ତର-ପଶ୍ଚିମ ଚୀନରେ ଏହି ଭୂମିକମ୍ପ ଘଟିଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ତିବ୍ରତା ୬.୨ ଥିବା ରେକର୍ଡ ହୋଇଛି । ଭୂମିକମ୍ପ ପ୍ରଭାବରେ ଆଇସଲ୍ୟାଣ୍ଡରେ ଆଗ୍ନେୟ…

ହାଡ଼ଭଙ୍ଗା ଶୀତରେ ଥରୁଛି ଓଡିଶା

ଥରୁଛି ସାରା ଓଡ଼ିଶା। ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାରେ ପ୍ରବଳ ଥଣ୍ଡା। ୩୦ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳକୁ ଖସିଆସିଛି। ଜି. ଉଦୟଗିରି ଓ କିରେଇ ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି। ଏହି ଦୁଇଟି ସ୍ଥାନରେ ରାତି ତାପମାତ୍ରା ୮ ଡିଗ୍ରୀ ରହିଛି। ପ୍ରବଳ ଥଣ୍ଡାରେ ଥରୁଛି ଟ୍ବିନସିଟି। ଆସନ୍ତାକାଲି…

ଆହତ ହେଲେ ବରୁଣ 

ବଲିଉଡ ଅଭିନେତା ବରୁଣ ଧଓ୍ଵନ ବର୍ତ୍ତମାନ ତାଙ୍କ ଅପ୍‌କମିଂ ଫିଲ୍ମ ‘VD18’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଏବେ ଅଭିନେତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, କହୁହାଯାଉଛି ଯେ ସୁଟିଂ ସମୟରେ ବରୁଣଙ୍କୁ ଆଘାତ ଲାଗିଛି । ଯାହାର ସୂଚନା ବରୁଣ…

ଶୀତଦିନେ ଖାଆନ୍ତୁ ମାଛ

ଶୀତଦିନେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ । ଏହି ସମୟରେ ବିଭିନ୍ନ ରୋଗ ଆପଣଙ୍କୁ ଗ୍ରାସିବାକୁ ଆରମ୍ଭ କରେ । ଶୀତ ଦିନିଆ ରୋଗରୁ ରକ୍ଷା ପାଇବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଆମର ରୋଗ ପ୍ରତିରୋଧକ ଶକ୍ତି ବଜାୟ ରଖିବା । ଏବଂ ଖାଦ୍ୟରେ ପୁଷ୍ଟିକର ଖାଦ୍ୟ ଅନ୍ତର୍ଭୂକ୍ତ କରିବାକୁ ଭୁଲନ୍ତୁ…

ତାମିଲନାଡୁରେ ପ୍ରବଳ ବର୍ଷା

ପାଣିରେ ଉବୁଡୁବୁ ତାମିଲନାଡୁ । ଗତ ୨ ଦିନ ହେଲାଣି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ତାମିଲନାଡୁର ଦକ୍ଷିଣ ଭାଗରେ ପ୍ରବଳ ବର୍ଷା ଯୋଗୁ ରେଲଓ୍ୱେ ଟ୍ରାକ୍ କ୍ଷତିଗ୍ରସ୍ତ ହୋଇଛି । ଫଳରେ…

Asus ଲଞ୍ଚ କରିବ ସ୍ମାର୍ଟଫୋନ

ନୂଆ ବର୍ଷ ଅବସରରେ ୯ ଜାନୁଆରୀ ଦିନ CES ଇଭେଣ୍ଟ ବା କନଜ୍ୟୁମର ଇଲେକ୍ଟ୍ରୋନିକ୍‌ ସୋ’ ଆୟୋଜିତ ହେବ । ଏହି ଇଭେଣ୍ଟରେ Asus ନିଜର ଆଗାମୀ Rog 8 ସିରିଜ୍ ଲଞ୍ଚ କରିବ । ଲଞ୍ଚ ପୂର୍ବରୁ Asus Rog 8 ସିରିଜର ସ୍ପେସିଫିକେସନ୍‌ ସାମ୍ନାକୁ ଆସିଛି । ଏହି ସିରିଜ୍ ଅଧୀନରେ କମ୍ପାନୀ Asus Rog 8…

ଆଜି ବସିବ IPL ନିଲାମୀ ହାଟ!

ଆଜି IPL ୨୦୨୪ ପାଇଁ ହେବ ମିନି ଅକ୍ସନ୍ । ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ପ୍ରିମିୟର ଲିଗ୍ ପାଇଁ ଦୁବାଇରେ ହେବ ନିଲାମୀ ପ୍ରକ୍ରିୟା । ଆଇପିଏଲ ହାଟରେ ୩୩୩ ଖେଳାଳିଙ୍କ ଭିତରୁ ୭୭ ଜଣଙ୍କୁ ବାଛିବେ ୧୦ ଫ୍ରାଞ୍ଚାଇଜ୍ । ବଳକା ୨୬୨.୯୫ କୋଟି ଟଙ୍କାକୁ ନେଇ କିଣିବେ ତାରକା ଖେଳାଳି । ଫୋକସରେ…

ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର

ଦେବଗଡ଼: ଦେବଗଡ଼ରୁ ଅପହୃତା ଶିଶୁକନ୍ୟା ସୁନ୍ଦରଗଡ଼ରୁ ଉଦ୍ଧାର ।  ଦେବଗଡ଼ର କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬)କୁ କାନ୍ଦୁଥିବାର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଜଣେ ମହିଳା ଦେଖିବାକୁ ପାଇଥିଲେ। ଦେବଗଡ଼ରୁ ଆଈମା କୋଳରୁ ଅପ଼ହୃତା ନାବାଳିକା ପିହୁକୁ ଭୋର୍ ୪ଟା ବେଳେ ବଡ଼ଗାଁ ଥାନା…

ରାଶିଫଳ

ମେଷ: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ଆଗ୍ରହ ବଢ଼ିବ। କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ। ‌ ବୃଷ: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିବ। ପରିବାରରେ…