ଚୋପାଛଡା ରଶୁଣ ବ୍ୟବହାର କରୁଛନ୍ତି କି? 

ଅନେକ ଚୋପା ଲାଗିଥିବା ରସୁଣ କିଣନ୍ତି ଏବଂ ପରେ ଏହାକୁ ଚୋପା ଛଡାଇ ଫ୍ରିଜରେ ରଖନ୍ତି। କିନ୍ତୁ, ଆପଣ କେବେ ଚିନ୍ତା କରିଛନ୍ତି କି ଏହି ପଦ୍ଧତି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କି ନୁହେଁ? ତେଣୁ, ଆସନ୍ତୁ ଜାଣିବା ଚୋପା ଛଡାଯାଇଥିବା ରସୁଣ ରଖିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନା ଭଲ ।…

ଗୋଟେ କ୍ଲିକରେ ପେମେଣ୍ଟ! 

ବାରମ୍ବାର ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ, ଆପଣ ହୋମସ୍କ୍ରିନରେ ଏହି ଆପ୍ସର QR ସ୍କାନର ସର୍ଟକଟ୍ ରଖିବାକୁ ପଡିବ । ଏଥିପାଇଁ ଆପଣଙ୍କୁ କୌଣସି UPI ଆପ୍ ଦୀର୍ଘ ସମୟ ଦବାଇବାକୁ ପଡିବ । ଏହା ପରେ, ଆପଣ ଅନେକ ବିକଳ୍ପ ଦେଖିବା ଆରମ୍ଭ କରିବେ, ସେଥିମଧ୍ୟରୁ ଗୋଟିଏ ହେଉଛି ‘ଯେକୌଣସି QR…

LICକୁ ୮୦୬ କୋଟି ଟଙ୍କାର ଜିଏସ୍ଟି ନୋଟିସ୍

ଏଲଆଇସିକୁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଜିଏସ୍ଟିର ସ୍ୱଳ୍ପ ଦେୟ ଅଭିଯୋଗରେ ଟିକସ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରାୟ ୮୦୬ କୋଟି ଟଙ୍କା ଦାବିର ନୋଟିସ୍ ପଠାଯାଇଛି ।ସୋମବାର ଦିନ ସେୟାର ବଜାରରେ ଦିଆଯାଇଥିବା ସୂଚନାରେ ଏଲଆଇସି କହିଛି ଯେ, ମହାରାଷ୍ଟ୍ର ରାଜ୍ୟ ପାଇଁ ସୁଧ ଏବଂ ଦଣ୍ଡ ସହିତ…

ଚର୍ଚ୍ଚାରେ କିଙ୍ଗ ଖାଁ ଙ୍କ ସାନ ପୁଅ

ଗତ କିଛି ବର୍ଷ ବ୍ୟବଧାନରେ ଶାହରୁଖ ପରଦାକୁ ଫେରିବା ପରେ ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା।ଧୀରୁଭାଇ ଅମ୍ବାନୀ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଏଲକେଜିଠାରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ମାସକୁ ୧.୭୦ଲକ୍ଷ ଟଙ୍କା ଦେବାକୁ ପଡେ। ସେହିଭଳି ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ…

ଭାରତୀୟ ‌ଦ୍ରୁତ ବୋଲିଂ ଚିନ୍ତାଜନକ

ବୁଧବାରଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ୍ ଖେଳାଯିବାକୁ ଥିବାବେଳେ ଦଳ ଚୟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରବୀନ୍ଦ୍ର ଜାଡ଼େଜା ଓ ଶାର୍ଦୁଳ ଠାକୁର ଫିଟ୍‌ ହୋଇଯାଇଥିବାରୁ ଏବେ କିଏ ଖେଳିବେ ଓ କିଏ ବସିବେ ବିଚାର ବିମର୍ଶ ଚାଲିଛି। ରବୀନ୍ଦ୍ର ଜାଡ଼େଜା ଉପଲବ୍‌ଧ ହୋଇଥିବାରୁ…

ପ୍ରତିଥର ନୂଆ ମୁହଁ

ଗଞ୍ଜାମ ଜିଲ୍ଲାରେ ସଂସଦୀୟ କ୍ଷେତ୍ର ଦୁଇଟି, ବ୍ରହ୍ମପୁର ଏବଂ ଆସିକା। ରାଜନୈତିକ ଦୃଷ୍ଟିରୁ ଆସିକା ଲୋକସଭା କ୍ଷେତ୍ରର ଏକ ସ୍ବତନ୍ତ୍ର ପରିଚୟ ରହିଛି। କାରଣ ଏହି ଲୋକସଭା ଆସନରୁ ସ୍ବର୍ଗତ ବିଜୁ ପଟ୍ଟନାୟକ ସାଂସଦ ହୋଇଥିଲେ। ସେହିପରି ବିଜୁ ବାବୁଙ୍କ ଦେହାନ୍ତ ପରେ ତାଙ୍କର ପୁତ୍ର ତଥା…

ଜାପାନରେ ଭୂକମ୍ପ

ଜାପାନରେ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ମୃତ୍ୟୁ ସଂଖ‌୍ୟା ବଢ଼ି ବଢ଼ି ଚାଲିଛି। ମୃତ୍ୟୁ ସଂଖ୍ୟା ବଢ଼ି ଏବେ ସୁଦ୍ଧା ୩୦ରେ ପହଞ୍ଚିଲାଣି। ଆହୁରି ୧୫୫ ଜଣ ସେଠାରେ ଫସି ରହିଛନ୍ତି ବୋଲି ଅନୁମାନ କରାଯାଉଛି।୨୦୨୪ର ପ୍ରଥମ ଦିନରେ ଘଟିଥିବା ଏହି ବଡ଼ ଭୂକମ୍ପରେ ବଞ୍ଚିଥିବା…

ମହାପ୍ରଭୁଙ୍କୁ ଦର୍ଶନ କଲେ ୫ ଲକ୍ଷରୁ ଅଧିକ ଭକ୍ତ

ପୁରୀ: ନୂଆ ବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରେକର୍ଡ ୫ ଲକ୍ଷରୁ ଅଧିକ ଭକ୍ତ ।  ଆସନ୍ତା ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବାକୁଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦେଖିବା ସହ ନୂଆବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲକ୍ଷଲକ୍ଷ ଭକ୍ତ ପୁରୀରେ ରାତି  ୧୨ଟା ପୂର୍ବରୁ…

ଗ୍ୟାଙ୍ଗଷ୍ଟାର ଗୋଲ୍ଡି ଆତଙ୍କବାଦୀ ଘୋଷିତ

ପଞ୍ଜାବର ପ୍ରଖ୍ୟାତ ଗାୟକ ସିଦ୍ଧୁ ମୋସେଓ୍ବାଲା ହତ୍ୟା ଘଟଣାରେ ଜଡିତ ଥିବା ଗୋଲ୍ଡି ଆତଙ୍କବାଦୀ ଘୋଷିତ।  ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ବା UAPA ଅନୁସାରେ ଗୋଲ୍ଡିକୁ ଆତଙ୍କବାଦୀ ଘୋଷଣା କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ବେଆଇନ ଘୋଷିତ ଖଲିସ୍ତାନୀ ସଂଗଠନ ବାବର ଖଲସା ଇଣ୍ଟରନ୍ୟାସନାଲ…

ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ବର: ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀଉଦ୍ୟାନ  । ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଥିବାବେଳେ ଗତକାଲି ନୂଆବର୍ଷ ଥିବାରୁ ଏହାକୁ ଖୋଲା ରଖାଯାଇଥିଲା । ଏଣୁ ତା ପରିବର୍ତ୍ତେ ଆଜି ନନ୍ଦନକାନନକୁ ବନ୍ଦ ରଖାଯାଇଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା…