କନ୍ନଡ଼ ଫିଲ୍ମରେ ଡେବ୍ୟୁ କରିବେ କରୀନା

କିଛି ଦିନ ପୂର୍ବରୁ, ୟଶ ତାଙ୍କର ପରବର୍ତ୍ତୀ ଫିଲ୍ମର ନାମ ଘୋଷଣା କରିଥିଲେ, ଯାହାର ନାମ ଥିଲା ‘ଟକ୍ସିକ୍’। ନିର୍ଦ୍ଦେଶକ ଗୀତୁ ମୋହନଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଫିଲ୍ମଟି କେଜିଏଫ୍ ଭଳି ବ୍ଲକବଷ୍ଟର ହେବ ବୋଲି ୟଶଙ୍କ ପ୍ରଶଂସକ କହିବା ଆରମ୍ଭ କରିଛନ୍ତି।

ଦେଢ଼ଦିନରେ ଲଢ଼େଇ ଶେଷ

ଭାରତ-ଦକ୍ଷିଣ ଆଫ୍ରିକା ୫ ଦିନିଆ ଟେଷ୍ଟ୍ ୫ ସେସନ୍‌ରେ ଶେଷ ହୋଇଯିବା ସହ ଏହି ରେକର୍ଡ ହୋଇଛି। ନ୍ୟୁଲାଣ୍ଡ୍ସ କ୍ରିକେଟ୍‌ ପଡ଼ିଆରେ ଦକ୍ଷିଣ ଆଫ୍ରିକାକୁ ଭାରତ ୭ ୱିକେଟ୍‌ରେ ପରାସ୍ତ କରିଛି। ଏହି ଟେଷ୍ଟ‌୍‌ ସବୁଠୁ କମ୍‌ ସମୟ ମଧ୍ୟରେ ଶେଷ ହେବାରେ କୀର୍ତ୍ତିମାନ କରିଛି। ଉଭୟ ଦଳ ମୋଟ ୬୪୨…

ଫୋର୍ଡ ପୁଣି ଭାରତ ଫେରିବ

ପୁଣି ଭାରତ ଫେରିବ ଆମେରିକାର କାର୍‌ କଂପାନି ଫୋର୍ଡ। କଂପାନି ଏହାର ନୂଆ ଗାଡ଼ି ଏଣ୍ଡେଭର୍‌ର ଡିଜାଇନ୍‌ ପାଇଁ ପେ‌ଟେଣ୍ଟ ଆବେଦନ କରିଥିବାରୁ ଏଭଳି କଳ୍ପନାଜଳ୍ପନା ପ୍ରକାଶ ପାଇଛି। କିଛି ଦିନ ଭିତରେ ଏଭଳି କିଛି ଘଟଣା ଘଟିଛି ଯାହା ଇଙ୍ଗିତ କରୁଛି ଯେ ଭାରତୀୟ ବଜାରକୁ ଫୋର୍ଡ…

ଅମ୍ବାନିଙ୍କୁ ପଛରେ ପକାଇଲେ ଆଦାନି 

ହିଣ୍ଡେନବର୍ଗ ମାମଲାର ରାୟ ଶିଳ୍ପପତି‌ ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍‌ ସପକ୍ଷରେ ଯିବା ପରେ ଆଦାନି ପରିବାର ବିଶେଷ ଭାବେ ଉପକୃତ ହୋଇଛନ୍ତି। ତାଙ୍କ ପରିବାରର ସମ୍ପତ୍ତି ୯.୩୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ମୁକେଶ ଅମ୍ବାନିଙ୍କ ପରିବାରର ୯.୨୮ ଲକ୍ଷ କୋଟି ଟଙ୍କା…

ଧର୍ମେନ୍ଦ୍ରଙ୍କ ପରେ ପାଣ୍ଡିଆନଙ୍କ ଗସ୍ତ

ଅନୁଗୁଳ ରାଜନୀତି ଉଠୁଛି ପଡ଼ୁଛି। ପ୍ରଥମେ ଧର୍ମେନ୍ଦ୍ର ପ୍ରଧାନ ଆସି ବିଜେପି ନେତା ଓ କର୍ମୀଙ୍କ ଉତ୍ସାହ ବଢ଼ାଇଥିଲେ। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଡ଼ ସଜାଇଥିଲେ। ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କର୍ମୀଙ୍କୁ…

ଉତ୍ତର କୋରିଆ ୨୦୦ ତୋପ ବୋମା ନିକ୍ଷେପ

ଆଜି ସକାଳେ ଦକ୍ଷିଣ କୋରିଆ ସେନା ରିପୋର୍ଟ କରିଥିଲା ଯେ, ଉତ୍ତର କୋରିଆ ୨୦୦ରୁ ଅଧିକ ତୋପ ବୋମା ନିକ୍ଷେପ କରିଛି। କିନ୍ତୁ, ଏହାଦ୍ବାରା ଦକ୍ଷିଣ କୋରିଆରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହି ବୋମା ସବୁ ଦୁଇ କୋରିଆ ମଧ୍ୟରେ ଥିବା ସାମୁଦ୍ରିକ ସୀମା ଅନ୍ତର୍ଗତ ‘ନର୍ଦନ୍‌ ଲିମିଟ୍‌…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ । କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଫଳରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ପର୍ଯ୍ୟଟକ ଭିତରକନିକାକୁ ଯାଇପାରିବେ ନାହିଁ । ମହାକାଳପଡା , ରାଜନଗର, ଗହିରମଥା, କନିକା, ରାଜନଗର ସମେତ ୫ଟି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବୈଠକ: ସଭାସ୍ଥଳରେ ବସିବେ ୬୫୦ ଓ ଯଜ୍ଞସ୍ଥଳରେ ଶହେ ଅତିଥି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ନେଇ ଗଜପତି ମହରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ରାଜନଅରରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଶ୍ରୀମନ୍ଦିର…

ସୁନ୍ଦରଗଡ଼ରେ କରୋନାର ନୂଆ ଭାରିଆଣ୍ଟ!

ସୁନ୍ଦରଗଡ଼: ଦେଶରେ କରୋନା ପୁଣି ଥରେ ଫେରୁଥିବା ଚର୍ଚ୍ଚା ହେଉଛି। କିଛି ରାଜ୍ୟରେ ମାସ୍କକୁ ବାଧ୍ୟତାମୂଳକ କରାଗଲାଣି। ଏସ୍ଥିତିରେ ସୁନ୍ଦରଗଡ଼ରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। କେରଳା ଫେରନ୍ତା ଜଣେ ବ୍ୟକ୍ତିଙ୍କ ଦେହରେ ନୂଆ…