ଏଲପିଜି ସିଲିଣ୍ଡର ପିଛା ପ୍ରାୟ ୨୯ଟଙ୍କା ବୃଦ୍ଧି
ରୋଷେଇ ଘରେ ମହଙ୍ଗା ମାଡ । ବଢିଲା ଗ୍ୟାସ୍ ସିଲିଣ୍ଡରର ଦାମ୍ । କେନ୍ଦ୍ର ସରକାର ଶନିବାର ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ ବୃଦ୍ଧି କରିଛନ୍ତି । ଏଲପିଜି ସିଲିଣ୍ଡର ପିଛା ପ୍ରାୟ ୨୯ଟଙ୍କା ବୃଦ୍ଧି ପାଇଛି । ରବିବାରଠାରୁ ନୂଆ ଦର ଲାଗୁ ହେବ । ସାରା ଦେଶରେ ଖାଉଟି ନୂଆ ଦରରେ ସିଲିଣ୍ଡର…