ଆଜିର ରାଶିଫଳ

ଅଦ୍ୟ ଫେବୃଆରୀ ମାସ ୧୬ ତାରିଖ ୨୦୨୪ ମସିହା(ଶୁକ୍ରବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ମାଘମାସ- ଶୁକ୍ଳପକ୍ଷ ତିଥି- ସପ୍ତମୀ ଦିବା ଘ ୦୯/୦୭ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ନକ୍ଷତ୍ର- ଦ୍ଵିଜା ଦିବା ଘ୦୯/୩୫ ପର୍ଯ୍ୟନ୍ତ ତଦନ୍ତେ କୃତ୍ତିକା…

ରୋହିତ ୧୩୧ ରନ କରି ଆଉଟ :ପ୍ରଥମ ଦିନରେ ଭାରତ ୩୨୬/୫

ରାଜକୋଟରେ ଖେଳାଯାଉଥିବା ୩ୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୫ ଓ୍ବିକେଟରେ ୩୨୬ ରନ କରି ନିଜର ସ୍ଥିତି ସୁଦୃଢ କରିଛି । ପ୍ରଥମ ଦିନରେ ଭାରତ ପକ୍ଷରୁ ଦୁଇଟି ଆକର୍ଷଣୀୟ ଶତକ-ରୋହିତ ଶର୍ମା ଓ ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ…

ବାଗଚି ଶ୍ରୀଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ଲୋକାର୍ପଣ

ଭୁବନେଶ୍ବର: ବାଗଚି ଶ୍ରୀଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବହୁ ପ୍ରତିକ୍ଷିତ ବାଗଚି ଶ୍ରୀଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନକୁ ଦ ଉତ୍ସର୍ଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହି କର୍କଟ…

ଖୋର୍ଦ୍ଧାଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ସହ‘ଆମ ବସ୍‌ଷ୍ଟାଣ୍ଡ’ ଯୋଜନାରେ ବସଷ୍ଟାଣ୍ଡ ଲୋକାର୍ପିତ କଲେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧାଠାରେ ଇଡ୍‌କୋ ଦ୍ୱାରା ନିର୍ମାଣ କରାଯାଇଥିବା ନୂତନ ଫୁଡ୍‌ପାର୍କକୁ ମୁଖ୍ୟମନ୍ତ୍ରୀ ଗୁରୁବାର ଉଦ୍‌ଘାଟନ କରିଥିବା ବେଳେ କାଳିବେଟି ନିକଟରେ ନୂତନ ଶିଳ୍ପ ପାର୍କର…

ଦୁଃଖରେ ଭାଙ୍ଗି ପଡ଼ିଲେ ଅଭିନେତା

କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ଅନୁଭବଙ୍କ ବାପା ଖରାପ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ । ବାପାଙ୍କ ସ୍ୱାସ୍ଥ୍ୟର ଯତ୍ନ…

ବିନା ଓଟିପିରେ ହେବ ଅନଲାଇନ୍ କାରବାର

ଅନଲାଇନ୍ କାରବାର ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ବେଳେ ସେହି ଅନୁପାତରେ ଅନଲାଇନ୍ ଠକଙ୍କର ପ୍ରାଦୁର୍ଭାବ ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଅନଲାଇନ୍ ଫ୍ରଡଙ୍କୁ ସାବାଡ଼ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ଏହି ବ୍ୟବସ୍ଥା କାର୍ଯ୍ୟକାରୀ…

ଲାପଟପ୍ କୋଳରେ ରଖି କାମ କରୁଛନ୍ତି କି ?

ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କୋଳରେ ଲାପଟପ୍ଧ ରି ଘରେ ବେଡରେ ବସି ଆରାମରେ କାମ କରୁଥିବା ଦେଖୁଥିବେ । ଯଦି ଆପଣ ମଧ୍ୟ ନିଜକୋଳରେ ଲାପଟପ୍ ଧରି କାମ କରୁଛନ୍ତି, ତେବେ ଆପଣଙ୍କର ଏହି ଛୋଟ ଭୁଲ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଖର୍ଚ୍ଚାନ୍ତରେ ପକାଇପାରେ । ଯଦି ଆପଣଙ୍କ କୋଳରେ ଲାପ୍ଟପ୍…

ଫ୍ରେଶର୍ସଙ୍କ ପାଇଁ ଚାକିରି

ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ ଓ ଚାକିରି ସନ୍ଧାନରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ୪୦ ହଜାରରୁ ଅଧିକ ଫ୍ରେଶର୍ସଙ୍କୁ ଭାରତୀୟ ଆଇଟି କମ୍ପାନୀମାନେ ନିଯୁକ୍ତି ଦେବେ । ଆସନ୍ତା ୬ ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ…

ମୋଦୀଙ୍କୁ ଚିଠି ଲେଖିଲେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଉକ୍ତ ଚିଠିକୁ ସେ ବିଜେପିର ଅଫିସିଆଲ ଟୁଇଟର ଆକାଉଣ୍ଟରେ ସେୟାର ବି କରିଛନ୍ତି।  ଏହି ଚିଠିରେ ଶିଳ୍ପା ପ୍ରଧାନମନ୍ତ୍ରୀଙ୍କ ରାମମନ୍ଦିର ନିର୍ମାଣକୁ ‌ନେଇ କୃତଜ୍ଞତା ଜଣାଇଛନ୍ତି।ଶିଳ୍ପା…

ନଥିଂ ଫୋନ୍‌ର ନୂଆ ସଂସ୍କରଣ

ସ୍ମାର୍ଟ ଫୋନ୍‌ ସହ ନୂଆ କରି ବଜାର ପ୍ରବେଶ କରିଥିବା ୟୁନାଇଟେଡ୍‌ କିଙ୍ଗଡମ୍‌ର ‘ନଥିଂ ଫୋନ୍‌’ କମ୍ପାନି ଆଗାମୀ ୫ ତାରିଖରେ ତାହାର ତୃତୀୟ ଫୋନ୍ ‘ନଥିଂ ଫୋନ୍‌-୨ଏ’ ବଜାରକୁ ଛାଡ଼ିବ ବୋଲି ଘୋଷଣା କରିଛି। ଅନ୍ୟତମ ଫୋନ୍‌ କମ୍ପାନି ‘ଵାନ୍‌ପ୍ଲସ୍‌’ର ସହପ୍ରତିଷ୍ଠାତା କାର୍ଲ ପେଇଙ୍କ ଦ୍ବାରା…