ଜୋମାଟୋର ବର୍ଷରେ ୨୦୦ ପ୍ରତିଶତ ବଢିଲା

ଜୋମାଟୋର ସେୟାର ଲଗାତରା ବଢିବାରେ ଲାଗିଛି । ଏହି ଷ୍ଟକରେ ନିବେଶ କରୁଥିବା ନିବେଶକଙ୍କୁ ଗତ ଗୋଟିଏ ବର୍ଷରେ ବମ୍ପର ରିଟର୍ଣ୍ଣ ମିଳିଛି । ଏହି ଷ୍ଟକ ଗତ ଏକ ବର୍ଷରେ ୨୦୦ ପ୍ରତିଶତ ବଢିଯାଇଛି । ଏହି ସମୟରେ ବିଏସଇ ସେଂସେକ୍ସ ୧୭ ପ୍ରତିଶତର ରିଟର୍ଣ୍ଣ ଦେଇଛି । ଆଜି ମଧ୍ୟ ସେୟାରର ୨ ପ୍ରତିଶତରୁ…

ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଟେଲିର କୃଷ୍ଣ

ଟିଭି ସିରିୟଲ ‘ମହାଭାରତ’ରେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିଥିବା ଜଣାଶୁଣା ଅଭିନେତା ନୀତିଶ ଭରଦ୍ୱାଜ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ନୀତିଶ ତାଙ୍କ ଆଇଏଏସ ପତ୍ନୀ ସ୍ମିତା ଭରଦ୍ୱାଜଙ୍କ ବିରୋଧରେ ପୋଲିସରେ ଏକ ଏଫଆଇଆର ଦାୟର କରିଛନ୍ତି । ସ୍ମିତା ତାଙ୍କୁ ଦୀର୍ଘ ଦିନ ହେଲା ମାନସିକ…

ମର୍ସିଡିଜ୍‌-ବେଞ୍ଜର ନୂଆ ଜିଏଲ୍‌ଏ

ମର୍ସିଡିଜ୍‌-ବେଞ୍ଜ ନୂଆ ବିଳାସପୂର୍ଣ୍ଣ କାର୍‌ ଜିଏଲ୍‌ଏ ବଜାରକୁ ଛାଡ଼ିଛି। ଅନ୍ୟ ଏସ୍‌ୟୁଭି ତୁଳନାରେ ଏହାର ଅଧିକ ଚାହିଦା ରହିଛି। ଏହାର ବଜାର ମୂଲ୍ୟ ୫୦.୫୦ ଲକ୍ଷ (ଏକ୍ସ ସୋ’ରୁମ୍‌) ଟଙ୍କାରୁ ଆରମ୍ଭ। ଏହା ମୁଖ୍ୟତଃ ୨୦୦, ୨୨୦ଡି ୪ମାଟିକ୍‌ ଓ ୨୨୦ଡି ୪ମାଟିକ୍‌ ଏଏମ୍‌ଜି ପରି ତିନିଟି…

ଆସୁଛି ବଡ ବର୍ଷା

ଆସୁଛି ବଡ ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ସୁଖିଲା ରହିବ ।ଓଡ଼ିଶାର କିଛି ଜିଲ୍ଲାରେ ସକାଳୁ ଘନ କୁହୁଡି…

ଆଜି ପବିତ୍ର ମାଘ ସପ୍ତମୀ

ଆଜି ପବିତ୍ର ମାଘ ମାସ ଶୁକ୍ଲ ପକ୍ଷ ସପ୍ତମୀ ତିଥିରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି। ବିଶ୍ଵ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ପରିଭ୍ରମଣ କରି ନବଗ୍ରହ ପୀଠରେ ପୂଜାର୍ଚ୍ଚନା କରିଛନ୍ତି। କୁହୁଡିଆ ପାଗ ଯୋଗୁଁ ସୂର୍ଯ୍ୟ ଦର୍ଶନରେ ବିଳମ୍ବ ପାଇଁ ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି।…

ଅଷ୍ଟ୍ରେଲିଆଠୁ ହାରିଲା ଭାରତ

ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ ଲିଗ୍‌ ହକିରେ ଅଷ୍ଟ୍ରେଲିଆ ୬-୪ ଗୋଲ୍‌ରେ ଭାରତକୁ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ପାଇଛି। ପ୍ରଥମ ଦୁଇ କ୍ବାର୍ଟରରେ ଭାରତ ଆଧିପତ୍ୟ (୪-୨)ବିସ୍ତାର କରିଥିଲା ବେଳେ ଶେଷ ଦୁଇ କ୍ବାର୍ଟର ଅଷ୍ଟ୍ରେଲିଆ (୪-୦) ମ୍ୟାଚ୍‌ ଛଡ଼ାଇ ଆଣିଥିଲା। ଭୁବନେଶ୍ବର ଚରଣରେ ଭାରତ…

ଭାରତ-ବ୍ରିଟେନ୍ ବାଣିଜ୍ୟ ଆଲୋଚନା

ଭାରତ ଓ ବ୍ରିଟେନ୍ ବାଣିଜ୍ୟ କାରବାର ନେଇ ଯେଉଁ ଆଲୋଚନା କରୁଥିଲେ ସେଥିରେ ଅଗ୍ରଗତି ଦେଖିବାକୁ ମିଳିଛି। ଉଭୟ ପକ୍ଷ ପୁନର୍ବାର ବିଭିନ୍ନ ବିଷୟକୁ ନେଇ ମୁଲଚାଲ ଆରମ୍ଭ କରିଛନ୍ତି। ତେବେ ଭାରତ ନିଜ ସ୍ବାର୍ଥକୁ ସୁରକ୍ଷା ଦେବା ଉପରେ ସର୍ବାଧିକ ଗୁରୁତ୍ବ ଦେଉଛି ବୋଲି ବାଣିଜ୍ୟ ସଚିବ ସୁନିଲ…

ଧର୍ମେନ୍ଦ୍ରଙ୍କୁ ମିଳିଲାନି ରାଜ୍ୟସଭା ଟିକେଟ: ଲୋକସଭା ନିର୍ବାଚନ ଲଢ଼ିବେ

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲାନି ରାଜ୍ୟସଭା ଟିକେଟ । ଏଥର ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ସମେତ ୭ ଜଣ କେନ୍ଦ୍ରମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। କିନ୍ତୁ ବିଜେପି ଏମାନଙ୍କୁ ପୁଣିଥରେ ରାଜ୍ୟସଭାକୁ ମନୋନୀତି କରି ନାହିଁ। ରାଜ୍ୟସଭା ରେସରୁ ୭…

ଆନ୍ଦୋଳନ ଡାକରା ଦେଲା କୃଷକ ସଙ୍ଗଠନ

ନୂଆଦିଲ୍ଲୀ:  ଏମଏସପି ସମେତ ବିଭିନ୍ନ ଦାବିରେ ଅଟଳ ଚାଷୀ ଆଜି ସାରା ଦେଶରେ କରିବେ ଆନ୍ଦୋଳନ। ଗତକାଲି ୩ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ନିତ୍ଯାନନ୍ଦ ରାୟ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ନେତାଙ୍କ ଆଲୋଚନା ପରେ ସମାଧାନର ସୂତ୍ର ବାହାରି ପାରିନଥିଲା। ବିଭିନ୍ନ କୃଷିପ୍ରଧାନ ରାଜ୍ୟରେ…

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ପ୍ଲସ ଟୁ ଏକଜାମ। । ବିଜ୍ଞାନରେ ପରୀକ୍ଷା ଦେବେ ୧ଲକ୍ଷ ୧୬ ହଜାର ୪୪୭ ଜଣ ଛାତ୍ରଛାତ୍ରୀ। ପ୍ରଥମେ ମାତୃଭାଷା ପେପର ଦେବେ ପରୀକ୍ଷାର୍ଥୀ। କିଭଳି ଦେବେ ପରୀକ୍ଷା? ଏକଜାମ ପାଇଁ କଣ ରହିଛି ନିୟମ? ସେନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଯୁକ୍ତ ଦୁଇ ପରିଷଦ।ପରୀକ୍ଷା ପାଇଁ…