ବିଧାୟକଙ୍କ ଘରେ ଇଡି !

ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢ଼ାଉ ହୋଇଥିବା ନେଇ ସୂଚନା ମିଳିଛି। ଇଡି ପକ୍ଷରୁ ଭଦ୍ରକ ସହର ୪ ସ୍ଥାନରେ ଚଢ଼ାଉ ଜାରି ରହିଛି। ତେବେ ପ୍ରଫୁଲ୍ଲଙ୍କ ମୋଟ ୧୦ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜଣାପଡିଛି। ୨୦ କୋଟି ଜମି କେଳେଙ୍କାରୀ…

ଆସନ୍ତା କାଲି ଭାରତ ବନ୍ଦ !

ଦିଲ୍ଲୀରେ ଚାଲିଥିବା କୃଷକ ବିରୋଧ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଏବଂ ଏସକେଏମ ଫେବୃଆରୀ ୧୬ ରେ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି ।ଏହି ଧର୍ମଘଟ ମାଧ୍ୟମରେ ତାଙ୍କର ଲକ୍ଷ୍ୟ ରହିଛି କି କୃଷକଙ୍କ ସ୍ୱର ବୃଦ୍ଧି କରିବା, ଯାହାଦ୍ୱାରା ସରକାର ସେମାନଙ୍କ ଦାବି ପୂରଣ କରିବେ ।…

ଟ୍ୱିନ୍ ସିଟିରେ ଘନ କୁହୁଡ଼ି

ଆଜି ସକାଳୁ ସକାଳୁ ଟ୍ୱିନ୍ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା । ପ୍ରବଳ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଅନେକ ରାଜ୍ୟରେ ରାତି ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବା ବେଳେ ଦିନି ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଥିବା ରେକର୍ଡ଼ କରାଯାଇଛି । ତେବେ ଆସନ୍ତା ୪ରୁ ୫…

ଆଜି ଭାରତ ଇଂଲଣ୍ଡର ତୃତୀୟ ଟେଷ୍ଟ

ଆଜିଠୁ ଭାରତ ଇଂଲଣ୍ଡ ମଧ୍ଯରେ ତୃତୀୟ ଟେଷ୍ଟ । ରାଜକୋଟରେ ସକାଳ ୯ଟା ୩୦ରୁ ଆରମ୍ଭ ହେବ ମ୍ଯାଚ୍ । ସିରିଜରେ ଉଭୟ ଗୋଟିଏ ଲେଖାଏଁ ମ୍ଯାଚ ଜିତି ୧-୧ରେ ବରାବର ରହିଛନ୍ତି । ୫ ଟିକିଆ ସିରିଜରେ ଆଜିର ମ୍ଯାଚ ଜିତି ଅଗ୍ରଣୀ ରହିବାକୁ ଉଭୟ ଦଳ ଲକ୍ଷ ରଖିଛନ୍ତି । ଏଥିପାଇଁ ଭାରତ ସ୍ବତନ୍ତ୍ର ରଣନୀତି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା କଳାକାରଙ୍କ ଭତ୍ତା

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ କଳାକାର ମାନଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି । ଏହି ନୂଆ ଘୋଷଣା ଅନୁଯାୟୀ, ଏହି ଯୋଜନାର ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ। ୮୦…

ଦୁବାଇର ଶାସକ, ୟୁଏଇ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଦୁବାଇର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୁମଙ୍କୁ ଭେଟିଥିଲେ । ଉଭୟ ନେତା ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା, ମହାକାଶ, ଶିକ୍ଷା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ସମେତ…

ଆଜିର ରାଶିଫଳ

ମେଷ: କର୍ମକ୍ଷେତ୍ରରେ ଶୁଭଖବର ମିଳିବ ଏବଂ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ । ରାଜନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଶୁଭଫଳ ମିଳିବ ଓ ଅର୍ଥପ୍ରାପ୍ତି ହେବ । ବୃଷ :ବ୍ୟବସାୟରେ ଲାଭ ମିଳିବ ଓ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ।…

ଶେୟାର ବଜାରରେ ଉତ୍ସାହ

ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବୃଦ୍ଧି କରିଛନ୍ତି। ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୪୮୩(୪୮୨.୭୦) ପଏଣ୍ଟ…

ସାବଧାନ! ଆଙ୍ଗୁଳି ଫୁଟାଉଛନ୍ତି କି? 

ସାଧାରଣତଃ ସମସ୍ତେ ନିଜ ନିଜର ଆଙ୍ଗୁଳି ଫୁଟାଇଥାନ୍ତି। ଅନେକ ଥର, ଏହି ଅଭ୍ୟାସରେ ଲୋକେ ଏତେ ଅଭ୍ୟସ୍ତ ଯେ, ବିନା କାରଣରେ ବାରମ୍ବାର ଆଙ୍ଗୁଳି ଫୁଟାଇଥାନ୍ତି। ବେଳେବେଳେ ଲୋକେ ନିଜ ବେକକୁ ମୋଡ଼ିଥାନ୍ତି। ଏପରି କାର୍ଯ୍ୟ କରିବା କେବଳ ବୈଜ୍ଞାନିକ ନୁହେଁ ଧାର୍ମିକ ଭାବନା ଆଧାରରେ ମଧ୍ୟ ଭୁଲ…

ବିଶ୍ୱର ନମ୍ବର-୧ ଅଲରାଉଣ୍ଡର 

ଦିନିକିଆ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗ୍‌ରେ ଆଫଗାନିସ୍ତାନର ଖେଳାଳି ମହମ୍ମଦ ନବି ଶୀର୍ଷରେ ପହଞ୍ଚିଛନ୍ତି। ନିକଟରେ ଆଇସିସି ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଏଥିରେ ନବି ୧ ନମ୍ବରରେ ପହଞ୍ଚିଛନ୍ତି। ଏହାପୂର୍ବରୁ ଦିନିକିଆ ଅଲରାଉଣ୍ଡର ର଼୍ୟାଙ୍କିଙ୍ଗରେ ବାଂଲାଦେଶର ଶାକିବ ଅଲ ହାସନ ଦଖଲ…