କମେଡି ଆକ୍ସନ ଫିଲ୍ମ ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ର ଟ୍ରେଲର ରିଲିଜ୍
ରିଲିଜ୍ ହୋଇଛି କମେଡି ଆକ୍ସନ ଫିଲ୍ମ ‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ର ଟ୍ରେଲର। ଆକ୍ସନ, କମେଡି, ରୋମାନ୍ସ, ଡ୍ରାମା ଏବଂ ସସପେନ୍ସରେ ଭରପୁର ‘ଓ୍ବେଲକମ୍’ ୟୁନିଭର୍ସର ଏହା ହେଉଛି ତୃତୀୟ ଫିଲ୍ମ। ଲଞ୍ଚ ହୋଇଥିବା ପ୍ରାୟ ୪ ମିନିଟ ୧୦ ସେକେଣ୍ଡର ଏହି ଟ୍ରେଲର କମେଡି, ରୋମାଞ୍ଚ, ମସ୍ତି ଏବଂ…