DG ପାହ୍ୟାକୁ ଯାଇଛନ୍ତି ଓଡ଼ିଶା କ୍ୟାଡରର୍‌ ୨ ବରିଷ୍ଠ IPS ସୁଧାଂଶୁ ଷଡଙ୍ଗୀ ଏବଂ ପଦ୍ମାକର ଏସ୍‌ ରଣପିସେ

ପୋଲିସ DG ପଦବୀ ପାଇଁ ଦେଶରୁ ମୋଟ ୩୩ ଜଣ ବରିଷ୍ଠ IPS ମନୋନୀତ ହୋଇଛନ୍ତି। କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଛି। DG ପାହ୍ୟାକୁ ଯାଇଛନ୍ତି ଓଡ଼ିଶା କ୍ୟାଡରର୍‌ ୨ ବରିଷ୍ଠ IPS ସୁଧାଂଶୁ ଷଡଙ୍ଗୀ ଏବଂ ପଦ୍ମାକର ଏସ୍‌ ରଣପିସେ। ସୁଧାଂଶୁ ୧୯୯୦ ବ୍ୟାଚ୍‌ର IPS…

ଆମେରିକା ନିଜ ପ୍ରଥମ ମ୍ୟାଚ୍‌ରେ ପାରାଗୁଏକୁ ଏକତରଫା ଭାବେ ୪-୧ ଗୋଲ୍‌ରେ ହରାଇଲା

ଅନ୍ୟତମ ସହ ଆୟୋଜକ ଆମେରିକା ଚଳିତ ଫୁଟ୍‌ବଲ୍‌ ବିଶ୍ବକପ୍‌ରେ ଆଧିପତ୍ୟଭରା ଆରମ୍ଭ କରିଛି। ଶନିବାର ସକାଳେ (ଭାରତୀୟ ସମୟ) ଖେଳିଥିବା ନିଜ ପ୍ରଥମ ମ୍ୟାଚ୍‌ରେ ପାରାଗୁଏକୁ ଏକତରଫା ଭାବେ ୪-୧ ଗୋଲ୍‌ରେ ହରାଇ ଦେଇଛି। ଫଳରେ ଘରୋଇ ପରିବେଶରେ ପ୍ରଥମ ଥର ବିଜେତା ହେବା ଲାଗି ପ୍ରଥମ ପାହାଚ…

ନବ ବିବାହିତ ନିଜର ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ

ମେଷ: ନୂଆ କାମ ଆରମ୍ଭ କରନ୍ତୁ ଯଥେଷ୍ଟ ଲାଭ ହେବ। ନିକଟ ସଂପର୍କୀୟ ଆପଣଙ୍କୁ ଭଲ ପରାମର୍ଶ ଦେବେ। ନବ ବିବାହିତ ନିଜର ଜୀବନସାଥୀ ସହ ଭଲ ସମୟ ଅତିବାହିତ କରିବେ। ବୃଷ: ଲୋକମାନଙ୍କ ସହ ଅଯଥା କଥାରେ ସମୟ ନଷ୍ଟ କରନ୍ତୁ ନାହିଁ। ନିଜ କାମରେ ମନୋଯୋଗ ଦିଅନ୍ତୁ। ଚାକିରିଜୀବୀଙ୍କ ଲାଗି ଦିନଟି…

ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ପୁଣି ଥରେ ବର ହେବାକୁ ଯାଉଛନ୍ତି,୫ ଜୁଲାଇରେ ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବେ ଅମିର

ବଲିଉଡର ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଖବର । ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ପୁଣି ଥରେ ବର ହେବାକୁ ଯାଉଛନ୍ତି। ଆମିର ଖାନ ଏବଂ ଗୌରୀ ସ୍ପ୍ରେଟ ବହୁତ ଦିନ ଧରି ପରସ୍ପରକୁ ଡେଟ୍ କରୁଛନ୍ତି ଏବଂ ଏବେ ଏହି ଦମ୍ପତି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିବାହ ତାରିଖ ମଧ୍ୟ ପ୍ରକାଶ…

jio ୟୁଜର୍ସଙ୍କ ପାଇଁ ଆଣିଛି ୮୪ ଦିନିଆ ଶସ୍ତା ପ୍ଲାନ୍

jio ୟୁଜର୍ସଙ୍କ ପାଇଁ ଆସିଲା ଖାସ୍ ଖବର । ଜିଓ ୟୁଜର୍ସଙ୍କ ପାଇଁ କମ୍ପାନୀର ୮୪ ଦିନର ଭାଲିଡିଟି ସହିତ ଅନେକ ରିଚାର୍ଜ ପ୍ଲାନ୍ ଅଛି । ଏହି ପ୍ଲାନଗୁଡ଼ିକ ଅନଲିମିଟେଡ୍ କଲିଂ, ଫ୍ରି ନ୍ୟାସନାଲ୍ ରୋମିଂ, ଦୈନିକ ଡାଟା ଏବଂ OTT ଆପ୍ସ ପାଇଁ ସୁବିଧା ପ୍ରଦାନ କରେ । ଲକ୍ଷ ଲକ୍ଷ ରିଲାଏନ୍ସ ଜିଓ…

ରାଜଧାନୀରେ ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନୂତନ ସଡ଼କ

ରାଜଧାନୀରେ ଖୋଲିଲା ନୂଆ ସଡ଼କ ।  ଏକାମ୍ର ପାର୍କରୁ ଏବେ ଇନଫୋସିଟି ଦେଇ ଅନ୍ଧାରୁଆ ଇନଷ୍ଟିଚ୍ୟୁ ଅଫ ମାଥମେଟିକକୁ ଯିବା ହେବ ସହଜ। ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନୂତନ ସଡ଼କ ।  ଏକାମ୍ର କାନନ ରୁ ସାଲିଆ ସାହି ଦେଇ ନିର୍ମିତ ଥିବା ଇନଫୋସିଟି ରାସ୍ତାଟି ସମ୍ପୁର୍ଣ୍ଣ ପରେ ଆଜି ଠାରୁ…

ଫିଫା ଫୁଟ୍‌ବଲ ବିଶ୍ବକପ୍‌: ମେକ୍ସିକୋ ୨-୦ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି

ଗୁରୁବାର ଫିଫା ଫୁଟ୍‌ବଲ ବିଶ୍ବକପ୍‌ର ଉଦ୍‌ଘାଟନ ମ୍ୟାଚ୍‌ରେ ସହ ଆୟୋଜକ ମେକ୍ସିକୋ ୨-୦ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ଗ୍ରୁପ୍ ‘ଏ’ର ମ୍ୟାଚ୍‌ରେ ମେକ୍ସିକୋ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ୨ଟି ଗୋଲ୍‌ ଦେଇଥିଲା। ମେକ୍ସିକୋ ପାଇଁ ପ୍ରଥମାର୍ଦ୍ଧରେ ଜୁଲିଆନ୍‌…

ପଶ୍ଚିମବଙ୍ଗରେ ୪ ହଜାର ଇଭିଏମ ପୋଡି ପାଉଁଶ

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ଏକ ସରକାରୀ ବିଲ୍ଡିଂରେ ଲାଗିଥିବା ନିଆଁ ପ୍ରଶାସନ ଓ ନିର୍ବାଚନ ବ୍ୟବସ୍ଥା ଉଭୟ ଉପରେ ଏବେ ପ୍ରଶ୍ନ ଚିହ୍ନ ଲଗାଇଛି। ଏହି ଅଗ୍ନିକାଣ୍ଡରେ ପାଖାପାଖି ୪ ହଜାର ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ) ପୋଡି ପାଉଁଶ ହୋଇଯାଇଛି। ରାଜ୍ୟ ଦମକଳ ଓ ଜରୁରିକାଳୀନ ସେବା…

ଫାଇଲ୍ ଚୋରି ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର: ବିରଂଚି ନାରାୟଣ ତ୍ରିପାଠୀ

କନ୍ଧମାଳରେ ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ କାର୍ଯ୍ୟ କରୁଥିôବା ଓ ସମ୍ପୂର୍ଣ୍ଣ ଓଡ଼ିଶାରେ ନିଜ ସେବା କାରଣରୁ ଅତ୍ୟନ୍ତ ଲୋକପ୍ରିୟ ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା । ବିଭିନ୍ନ ସମୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ…

ଗାଡ଼ି ପିଛା 200 ଲିଟର ଡ଼ିଜେଲ , ନିର୍ଦ୍ଦେଶ ଜାରି କଲେ କେନ୍ଦ୍ର ସରକାର , ଏହି କଟକଣା ୯୦ ଦିନ ପାଇଁ ବଳବତ୍ତର ରହିବ

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ମୋଦି ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ବହୁ ପରିମାଣର ପେଟ୍ରୋଲ ଏବଂ ଡିଜେଲ କ୍ରୟ ଉପରେ କଡ଼ାକଡ଼ି କରିଛନ୍ତି ସରକାର । କିଛି ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ କିଣିବା ପାଇଁ ନିଷେଧ କରି ନିର୍ଦ୍ଦେଶ ଜାରି କରିଛନ୍ତି । ଏହି କଟକଣା…