ବିଜେଡିର ତୁଙ୍ଗ ନେତା ମତଦାତାଙ୍କ ମୁଡ୍‌ ପଢ଼ିନପାରି ବୟାନବାଜିରେ ବ୍ୟସ୍ତ ରହିଲେ

ନିର୍ବାଚନର ଚତୁର୍ଥ ପର୍ଯ୍ୟାୟର ଫଳାଫଳ ହିଁ ବିଜେପି ସରକାର ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିଛି। ଏହି ପର୍ଯ୍ୟାୟରେ ବିଜେପି ଗତ ନିର୍ବାଚନରେ ଯେଉଁ ୯ଟି ଆସନ ପାଇଥିଲା ଯଦି ‌େସତିକି ଆସନ ପାଇଥାନ୍ତା ତେବେ ବିରୋଧୀ ଦଳରେ ହିଁ ବସିଥାନ୍ତା। ଆଉ ବିଜେଡି ଯଦି ୪୨ରୁ ୪୦ଟି ଆସନ ଜିତିଥାନ୍ତା…

9 ତାରିଖ ସୁଦ୍ଧା ମୌସୁମୀ ଦକ୍ଷିଣ ଓଡ଼ିଶା ଛୁଇଁବ

ଆସନ୍ତା 3 ରୁ 4 ଦିନ  ଭିତରେ ମୌସୁମୀ ବର୍ଷା ହେବ ।9 ତାରିଖ ସୁଦ୍ଧା ମୌସୁମୀ ଦକ୍ଷିଣ ଓଡ଼ିଶା ଛୁଇଁବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିଦ୍ଦେଶକ ଡ଼. ଶରତ ସାହୁ କହିଛନ୍ତି ଓଡ଼ିଶାକୁ ମୌସୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଛି । 9 ବା , 10  …

ମଧ୍ୟପ୍ରଦେଶ କଂଗ୍ରେସରେ ଘୋର ନୈରାଶ୍ୟ

ବିଜେପି ୟୁପି, ମହାରାଷ୍ଟ୍ର ଓ ରାଜସ୍ଥାନରେ ଝଟକା ପାଇଥାଇପାରେ, କିନ୍ତୁ ମୂଳ ଗୈରିକ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶରେ ଉତ୍ସବ ପାଳନ କରିବା ପାଇଁ ଦଳ ପାଖରେ ‘୨୯’ କାରଣ ଅଛି। ବିଜେପିର ‘୪୦୦ ପାର’ ସ୍ଲୋଗାନ ବିଫଳ ହୋଇଥିଲା, କିନ୍ତୁ ମଧ୍ୟପ୍ରଦେଶରେ ୨୯ରୁ ୨୯ ଆସନରେ ଜିତିଛି ବିଜେପି। ଏପରିକି…

କାଲିଠାରୁ ଆରମ୍ଭ ହେଉଛି ଯୁକ୍ତ୨ ସିଟ୍‌ରେ ନାମଲେଖା

ଶୁକ୍ରବାରରୁ ଆରମ୍ଭ ହେଉଛି ୨୦୨୪-୨୫ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ)ରେ ନାମଲେଖା ପ୍ରକ୍ରିୟା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧୀନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ…

ସାବିତ୍ରୀ -କୌଣସି ଫଳର ଦରରେ ସ୍ଥିରତା ନାହିଁ

କୌଣସି ଫଳର ଦରରେ ସ୍ଥିରତା ନାହିଁ। ଯିଏ ଯାହା ପାରୁଛି, ଦର କଷୁଛି। ଯେହେତୁ ସାବିତ୍ରୀ ପାଇଁ ଲୋକଙ୍କର ଆବଶ୍ୟକତା ରହିଛି, ତେଣୁ ସେମାନେ ଉଚ୍ଚା ଦରରେ ଫଳ କିଣିବାକୁ ବାଧ୍ୟ ହେଉଛନ୍ତି। ଆଜି ରାଜଧାନୀର ଫଳ ବଜାରରେ ଖଚାଖଚ ଭିଡ଼ ଥିଲା। କଳ୍ପନା ଛକ, ଶ୍ରୀୟା ଛକ, ସତସଙ୍ଗବିହାର, ଏକନମ୍ବର,…

ଖାଲି ପେଟରେ ଫଳ ଖାଇବା ଲାଭଦାୟକ କି

ଲୋକ ସକାଳ ସମୟରେ ଫଳ ଖାଇବାକୁ ପସନ୍ଦ କରନ୍ତି ଏବଂ ଅନେକ ସମୟରେ ଖାଇଥାନ୍ତି ମଧ୍ୟ। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଖାଲି ପେଟରେ ଫଳ ଖାଇବା ଲାଭଦାୟକ କି? କିଛି ଏଭଳି ଫଳ ଅଛି ଯାହା ଆପଣ ଖାଲିପେଟରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ସକାଳୁ ସକାଳୁ ଖାଲି ପେଟରେ ଖଟା…

ଭାରତ ୮ୱିକେଟ୍‌ରେ ଆୟର୍ଲାଣ୍ଡକୁ ପରାସ୍ତ କରି ଖାତା ଖୋଲିଛି

ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଭାରତ ୮ୱିକେଟ୍‌ରେ ଆୟର୍ଲାଣ୍ଡକୁ ପରାସ୍ତ କରି ଖାତା ଖୋଲିଛି। ପ୍ରଥମେ ବୋଲରମାନେ ଆୟର୍ଲାଣ୍ଡକୁ ୯୬ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଥିଲେ। ପରେ ରୋହିତ ଶର୍ମା (୫୨) ଓ ଋଷଭ ପନ୍ତ୍‌ (୩୬*) ଭାରତକୁ ୧୨.୨ ଓଭରରେ ଜିତାଇଥିଲେ। ଆହତ…

ଆଜିର ରାଶିଫଳ

ମେଷ: କୌଣସି ଜରୁରି କାମ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରୁଥିଲେ ସଫଳ ହେବେ। ବିନା ଭାବିଚିନ୍ତି ପଇସା ଧାର ଦିଅନ୍ତୁ ନାହିଁ। କୋର୍ଟ କଚେରିର ଫଇସଲା ଆପଣଙ୍କ ପକ୍ଷରେ ହେବ। ବୃଷ: ଯାହା ବି କାମ କରିବେ କମ୍ ସମୟରେ ପୂରା ହୋଇଯିବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ।…

କିଏ ହେବ ମୁଖ୍ୟମନ୍ତ୍ରୀ କଳ୍ପନା ଜଳପାନ ଆରମ୍ଭ

ଓଡ଼ିଶାର ଲୋକପ୍ରିୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାନରେ କିଏ ଭାଜପା ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ କଳ୍ପନା ଜଳପାନ ଆରମ୍ଭ ହୋଇଯାଇଛି। ସଂଖ୍ୟାଗରିଷ୍ଠ ଦଳ ଭାବେ ଭାଜପାର କୌଣସି ପରିଚିତ ମୁହଁ ରାଜ୍ୟବାସୀଙ୍କ ପାଖରେ ନାହିଁ। ସେଥିପାଇଁ ଭାଜପାର କେନ୍ଦ୍ରୀୟ ନେତୃତ୍ବର…

ବନ୍ଦ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ରାଜ୍ୟରେ ବନ୍ଦ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) । ବିଏସକେୱାଇ ବଦଳରେ ରାଜ୍ୟରେ କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଘୋଷଣା କରିଛନ୍ତି ।ମନମୋହନ କହିଛନ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା…