ଇସ୍ତଫା ଦେଲେ ଆଇଟି ବିଭାଗର ପ୍ରମୁଖ ସଚିବ

ଇସ୍ତଫା ଦେଲେ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର । ଗୁରୁବାର ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ସୂଚନା ଦିଆଯାଇଛି । ତେବେ ୨୦୦୦ ବ୍ୟାଚର ଏହି ଆଇଏଏସ୍ ଅଫିସର ଦୀର୍ଘ ଦିନ ଧରି ଏହି…

ବିଏସ୍‌କେଓ୍ବାଇ ଯୋଜନାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱକୁ ଦୂର କଲେ ମୁଖ୍ୟ ଶାସନ ସଚିବ 

ରାଜ୍ୟରେ ବିଏସ୍‌କେଓ୍ବାଇ ଯୋଜନାକୁ ନେଇ ଚାଲିଥିବା ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଗୁରୁବାର ସେ ଏକ ଭିଡିଓ ଜାରି କରି ସ୍ପଷ୍ଟ କହିଛନ୍ତି ଯେ, ବିଏସ୍‌କେଓ୍ବାଇ ଯୋଜନା ଚାଲୁ ରହିଛି। ଏହି ଯୋଜନାରେ ରୋଗୀଙ୍କ ଚିକିତ୍ସା ଅବ୍ୟାହତ ରହିଛି। ବିଏସ୍‌କେଓ୍ବାଇ…

ଘୁଞ୍ଚିଲା ମୋଦୀଙ୍କ ଶପଥ ଗ୍ରହଣ ତାରିଖ

ଲୋକସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏନଡିଏ ସରକାରର ଶପଥ ଗ୍ରହଣ ସମାରୋହକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । ଏହାରି ମଧ୍ୟରେ ଶପଥ ଗ୍ରହଣ ତାରିଖକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ମିଳିଥିବା ସୂତ୍ରରୁ ଜଣାପଡିଛି ଜୁନ୍ ୮ ପରିବର୍ତ୍ତେ ଏବେ ଜୁନ୍ ୯ରେ ଶପଥ ଗ୍ରହଣ ସମାରୋହ…

ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଓ ଶ୍ରୀଲଙ୍କା ରାଷ୍ଟ୍ରପତି

ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ। ସମାରୋହରେ ଯୋଗଦେବା ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମେସିଂହେ ମଧ୍ୟ ଉପସ୍ଥିତ ରହିବେ।ଲୋକସଭା ନିର୍ବାଚନରେ ​​୨୯୩ ଟି ଆସନ ଜିତି ବିଜେପି…

ରାମ ମନ୍ଦିର ନିର୍ମାଣ ହୋଇଥିବା ନିର୍ବାଚନ ମଣ୍ଡଳୀରେ ବି ବିଜେପି ହାରିଯିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ବିଜେପି ପ୍ରାର୍ଥୀ ଲାଲ୍ଲୁ ସିଂହ ଉକ୍ତ ଆସନରେ ୪୯୯,୭୨୨ ଭୋଟ୍‌ ପାଇଛନ୍ତି। ଅନ୍ୟପକ୍ଷେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅୱଧେଶ ପ୍ରସାଦ ୫୫୪,୨୮୯ ଭୋଟ୍‌ ପାଇଛନ୍ତି। ସିଂହ…

ରେକର୍ଡ କଲା ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ

 ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଗୋଟିଏ ଦିନରେ ୧,୯୭୧ କୋଟି ଟଙ୍କା କାରବାର କରି ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏନ୍‌ଏସ୍‌ଇ ଏମଡି ତଥା ସିଇଓ ଆଶିଷକୁମାର ଚୌହାନ ଏକ୍ସ ପ୍ଲାଟଫର୍ମରେ ଏହା କହିଛନ୍ତି। ବେଞ୍ଚମାର୍କ ଇକ୍ୱିଟି ଇଣ୍ଡେକ୍ସ ସେନସେକ୍ସ ଏବଂ ନିଫ୍ଟି ଏକ ଦୃଢ…

ବିଶ୍ବରେ ପ୍ରଥମ ଘଟଣା , ବାର୍ଡ ଫ୍ଲୁ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ

ବାର୍ଡ ଫ୍ଲୁ’ ଭୂତାଣୁ ଦ୍ୱାରା ସାଧାରଣଙ୍କ ପଶୁପକ୍ଷୀମାନେ ଆକ୍ରାନ୍ତ ହୋଇଥାଆନ୍ତି। କିନ୍ତୁ ଏହି ଭୂତାଣୁରେ ମଣିଷ ସଂକ୍ରମିତ ହୋଇ ପ୍ରାଣ ହରାଇବା ଭଳି ଘଟଣା ସାମ୍ନାକୁ ଆସିଛି। ଏହା ବାର୍ଡ ଫ୍ଲୁ ଜନିତ ପ୍ରଥମ ମଣିଷ ମୃତ୍ୟୁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୁହାଯାଇଛି।…

ଆସନ୍ତାକାଲି ରିଲିଜ ହେବ ଓଡ଼ିଆ ଫିଲ୍ମ ଟିକେ ଟିକେ ଅଚିହ୍ନା ତୁ

ରଜ ଉପଲକ୍ଷେ ଆସନ୍ତାକାଲି ରିଲିଜ ହେବାକୁ ଯାଉଛି ଓଡ଼ିଆ ଫିଲ୍ମ ଟିକେ ଟିକେ ଅଚିହ୍ନା ତୁ । ଏଥିରେ ଲୋକପ୍ରିୟ ତାରକା ସ୍ବରାଜ ବାରିକ ଏବଂ ଭୂମିକା ଦାଶଙ୍କୁ ଏକାଠି ଦେଖିବାକୁ ମିଳିବ ।ଯାହାକୁ ନେଇ ବେଶ ଖୁସି ଅଛନ୍ତି । ଏଥିସହ ଫିଲ୍ମଟି ରଜରେ ରିଲିଜ ହେବାକୁ ଥିବା ବେଳେ ଦର୍ଶକଙ୍କୁ ନିଶ୍ଚୟ…

ଆଜି ସାବିତ୍ରୀ ବ୍ରତ , ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ସ୍ତ୍ରୀ

ଆଜି ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ସ୍ତ୍ରୀ । ଲକ୍ଷ୍ମୀନାରାୟଣଙ୍କ ପୂଜା କରି ସ୍ୱାମୀଙ୍କ ମଙ୍ଗଳ କାମନା କରୁଛନ୍ତି । ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ କରୁଛନ୍ତି ପୂଜାର୍ଚ୍ଚନା । ମହିଳାମାନେ ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ…

ଆଇସିସି ବିରୋଧରେ ଆମେରିକା ସଂସଦରେ ଜିଓପି ଚିଠା ଗୃହୀତ

ଗାଜା- ଇସ୍ରାଏଲ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ଆନ୍ତର୍ଜାତିକ ନ୍ୟାୟ ଅଦାଲତ (ଆଇସିସି) ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଥିଲା। ଏହି ନିର୍ଦ୍ଦେଶକୁ ଖାତିର ନକରି ଇସ୍ରାଏଲ ନିଜର ଗାଜା ଅଭିଯାନ ଜାରି ରଖିଛି। ଏହି ଘଟଣାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଗିରଫ କରିବା…