ବିଶ୍ବର ପ୍ରଥମ ସିଏନ୍‌ଜି ବାଇକ୍ ‘ଫ୍ରିଡମ୍ ୧୨୫’

ବିଶ୍ବର ପ୍ରଥମ ସିଏନ୍‌ଜି ବାଇକ୍‌କୁ ଶୁକ୍ରବାର ଉନ୍ମୋଚନ କରାଯିବ। ପୁନେରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ଏହାକୁ ଉନ୍ମୋଚନ କରିବେ। ବାଇକ୍‌ର ନାମ ‘ଫ୍ରିଡମ୍ ୧୨୫’ ରଖାଯାଇଥିବା କୁହାଯାଉଛି। ଏହି ବାଇକ୍‌ରେ ଉଭୟ…

ବ୍ରିଟେନ୍‌ ନିର୍ବାଚନ  : ଋଷି ସୁନକ ପରାଜୟ

ପ୍ରଧାନମନ୍ତ୍ରୀ ପଦ ପାଇଁ ୪ ଜୁଲାଇରେ ବ୍ରିଟେନ୍‌ରେ  ଭୋଟ  ଅନୁଷ୍ଠିତ ହୋଇଥିଲା। ଏବେ ବି ଗଣନା ଜାରି ରହିଛି। ଏପର୍ଯ୍ୟନ୍ତ ଟ୍ରେଣ୍ଡକୁ ଦେଖିଲେ କଞ୍ଜରଭେଟିଭ ପାର୍ଟି ନେତା ତଥା ବିଦାୟୀ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି।  ଲେବର ପାର୍ଟି ସରକାର ଗଢ଼ିବା ସ୍ଥିର…

୬ ତାରିଖରୁ ସାରା ରାଜ୍ୟରେ ବର୍ଷା

ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି। ପ୍ରାୟ ସମସ୍ତ ଜିଲାରେ ବର୍ଷା ହେଉଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେଉଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି। ତେବେ ବଙ୍ଗୋପସାଗରରେ ଏବେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆସନ୍ତା ୬ ତାରିଖରୁ ସାରା ରାଜ୍ୟରେ ବର୍ଷାର…

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକଙ୍କର ପରଲୋକ, ରାଜନୈତିକ ମହଲ‌ରେ ଶୋକ

କାକଟପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାୟକଙ୍କର ପରଲୋକ ହୋଇଛି। ଭୁବନେଶ୍ବର ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ସେ କାକଟପୁର ନିର୍ବାଚନ ମଣ୍ଡଳୀରୁ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। …

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତିରେ ବିଳମ୍ବ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତିରେ ବିଳମ୍ବ । ନୀତି କରିବାକୁ ଏଯାଏଁ ଶ୍ରୀମନ୍ଦିରରେ ପ୍ରବେଶ କରିନାହାଁନ୍ତି ଦତ୍ତ ମହାପାତ୍ର । କୁହାଯାଉଛି, ଶ୍ରୀମନ୍ଦିର ପ୍ରଶସନ ବିଭିନ୍ନ ବୈଠକରେ ସେମାନଙ୍କୁ ଅଣଦେଖା କରିଥିବାରୁ ସେବାୟତଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ୨ଦିନ ଧରି…

ଆଜିର ରାଶିଫଳ

ମେଷ: କାର୍ଯ୍ୟରେ ସଫଳତା ମିଳିବ । ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ । ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି । ପ୍ରତିକୂଳ ପରିସ୍ଥିତି ବିରୋଧରେ ଲଢ଼େଇ କରିବାର କ୍ଷମତା ଅର୍ଜନ କରିବେ । କିଛି ସମୟ ଧରି ଚାଲିଆସୁଥିବା ସମସ୍ୟାର ଠିକ୍ ସମାଧାନ ମଧ୍ୟ…

ହାଇକୋର୍ଟ ଗଲେ ଏଲିନା ଦାସ

ଧର୍ମଶାଳାର ବିବାଦୀୟ ବଲ୍ଲେ ବଲ୍ଲେ ଢାବା ସିଲ୍ ଘଟଣାରେ ହାଇକୋର୍ଟ ଗଲେ ଏଲିନା ଦାସ। ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କଲେ ବିଜେଡି ନେତ୍ରୀ ଏଲିନା ଦାସ। ବଲ୍ଲେ ଢାବା ସହ ଏଲିନା ଓ ତାଙ୍କ ପରିବାରର କୌଣସି ସମ୍ପର୍କ ନଥିବା କହିଲେ ଏଲିନାଙ୍କ ଓକିଲ। ଆଇନଜିବୀ ବ୍ୟୋମକେଶ ତ୍ରିପାଠୀ…

ଜୁଲାଇରେ ଶସ୍ତା ହୋଇପାରେ ଔଷଧ

ଜୁଲାଇରେ ଶସ୍ତା ହୋଇପାରେ ଅନେକ ଜରୁରୀ ଓ ନିତ୍ୟ ବ୍ୟବହାର ତଥା ଦୀର୍ଘ ଦିନ ରୋଗ ପାଇଁ ବ୍ୟବହାର କରାଯାଉଥିବା ଔଷଧ। ଔଷଧ ଏପରି ଏକ ଜିନିଷ ଯାହାକୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହାର ଆବଶ୍ୟକତା ରହିଥାଏ। ମାତ୍ର ସବୁଠାରୁ ବଡ କଥା ସଭିଏଁ ମହଙ୍ଗା ଔଷଧ ଓ ଔଷଧ ଦାମ୍ ବୃଦ୍ଧି ହେଲେ ଏହାକୁ କିଣିବାକୁ…

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ,ଜିରୋ କାଜୁଆଲିଟି ନୀତି ଗ୍ରହଣ କରିବାକୁ…

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ବର୍ଷା ଦିନରେ ବନ୍ୟା ପରିସ୍ଥିତି ମୁକାବିଲା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନୋବକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଏସଆରସି ଓ ଅନ୍ୟ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଅଳ୍ପ…

ୟୁକେ ସଂସଦରେ ଭାରତୀୟ ବଂଶଧରଙ୍କ ପ୍ରଭାବ ବଢିବାରେ ଲାଗିଛି

ଆମ ଦେଶକୁ ବର୍ଷ ବର୍ଷ ଧରି ଶାସନ କରିଥିବା ଇଂଲଣ୍ଡରେ ବଢୁଛି ଭାରତୀୟଙ୍କ ଆଧିପତ୍ୟ। ଆଜି ୟୁକେରେ ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ଆଉ ଏହି ନିର୍ବାଚନରେ ୧୯ ଜଣ ଭାରତୀୟ ବଂଶଧର ସାଂସଦ ଭାବେ ନିର୍ବାଚନ ଲଢୁଛନ୍ତି। ଉଭୟ ଶାସନରେ ଥିବା କଞ୍ଜରଭେଟିଭ୍ ପାର୍ଟି ଏବଂ ବିରୋଧୀ ଲେବର…