ଛାତ୍ରଛାତ୍ରୀଙ୍କୁ ମିଳିବ ସ୍କୁଲ ଯିବା ଆସିବା ଖର୍ଚ୍ଚ

ଦେଶର ଅଧିକାଂଶ ରାଜ୍ୟରେ ଗ୍ରାମାଞ୍ଚଳ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଲାଗି ସରକାର ମଧ୍ୟାହ୍ନଭୋଜନ, ପୋଷାକ ବଣ୍ଟନ, ସାଇକେଲ ବଣ୍ଟନ ଭଳି ଯୋଜନା କରୁଛନ୍ତି। ତଥାପି ଉପସ୍ଥାନ ହାର ବଢୁନାହିଁ। ଏପରି ସ୍ଥଳେ ରାଜସ୍ଥାନ ସରକାର…

ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ୍‌

ଆସନ୍ତା ଜୁଲାଇ ୮ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲି ନ ପାରେ । ଉକ୍ତ ଦିନ ରଥ ଯାତ୍ରା ଥିବାରୁ ରତ୍ନଭଣ୍ଡାର ଖୋଲାଯିବା ସମ୍ଭାବନା କମ୍‌ । ତେବେ ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଏହା ଖୋଲାଯିବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପାପ୍ତ…

ପ୍ରଧାନମନ୍ତ୍ରୀଙ୍କ ସହ ଭାରତୀୟ ଟିମ୍

 ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ୧୭ ବର୍ଷ ପରେ ବିଶ୍ୱ ଚାମ୍ପିୟନ ହୋଇଥିଲା । ୨୦୦୭ରେ ଟିମ୍ ଇଣ୍ଡିଆ ପ୍ରଥମ ଥର ଟି-୨୦ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା । ତେବେ ଖରାପ ପାଗ ପାଇଁ ଟିମ୍ ଇଣ୍ଡିଆ ବାରବାଡୋସରେ କିଛିଦିନ ଅଟକି ରହିଥିଲା ।…

ବନ୍ଦ ହେବ ଦେଶୀ ଟ୍ୱିଟର Koo

ବର୍ତ୍ତମାନ ଦୈନନ୍ଦିଦ ଜୀବନରେ ସୋସିଆଲ ମିଡିଆ ଏହାର କାୟା ବିସ୍ତାର କରିବାରେ ଲାଗିଛି । ସୋସିଆଲ ମିଡିଆରେ ଆମେ ସାଙ୍ଗସାଥି ଓ ପରିବାର ବର୍ଗଙ୍କ ସହ ଅନେକ ଫୋଟୋ, ଭିଡିଓ ଇତ୍ୟାଦି ଶେୟାର କରିଥାଉ । ଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ Koo ବିଷୟରେ ତ ସମସ୍ତେ ଜାଣିଥିବେ । ଖୁବ୍ ଶୀଘ୍ର ଏହା…

ବର୍ଷା ଦିନେ କେଶର ଯତ୍ନ

ବର୍ଷା ପାଣି କେଶକୁ ଦୁର୍ବଳ କରିବା ସହ ଶୁଷ୍କ କରିଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ସୋରିଷ ତେଲ ବେଶ ଉପଯୋଗୀ ଅଟେ । ସୋରିଷ ତେଲରେ ଭିଟାମିନ୍ ‘ଏ’, ‘ଡି’, ‘ଇ’, ଓମେଗା-୩ ଫ୍ୟାଟି ଆସିଡ୍, ସେଲେନିୟମ, କେରାଟିନ୍, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଫଙ୍ଗାଲ ଭଳି ଗୁଣ ରହିଥାଏ । ଯାହା କେଶକୁ…

OSSSC ପକ୍ଷରୁ ସୂଚନା

ଆସନ୍ତା ଅଗଷ୍ଟ ମାସ ୩ ତାରିଖ (ଶନିବାର) ଦିନ ଫାର୍ମାସିଷ୍ଟ ଓ ମଲ୍ଟିପର୍ପୋଜ ସ୍ୱାସ୍ଥ୍ୟ କର୍ମୀ (ପୁରୁ) ପଦ ପାଇଁ ଲିଖିତ ପରୀକ୍ଷା ଆୟୋଜିତ ହେବ । ମିଳତ ନିଯୁକ୍ତି ପରୀକ୍ଷା-୨୦୨୩ (୩) ଅଧିନରେ କମ୍ପ୍ୟୁଟର ବେସଡ୍ ରିକ୍ରୁଟମେଣ୍ଟ ଟେଷ୍ଟ (ସିବିଆରଟି) ଜରିଆରେ ଏହି ପରୀକ୍ଷା ହେବ । ପରୀକ୍ଷା…

ଖୁସିଖବର ଦେଲେ ଆଲିଆ

ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିଆ ଭଟ୍ଟ ମା’ ହେବାପରେ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି। ସେ ଆଜିକାଲି ଅଧିକ ସମୟ ଝିଅ ରାହାକୁ ଦେଉଛନ୍ତି। ଏସବୁ ଭିତରେ ସେ ନିଜ ଫ୍ୟାନ୍ସକୁ ଏକ ଖୁସି ଖବର ଦେଇଛନ୍ତି। ଖୁବଶୀଘ୍ର ୟଶ ରାଜ ଫିଲ୍ମସର ଆକ୍ସନ ଥ୍ରୀଲର ଫିଲ୍ମ ଫିମେଲ୍‌ ସ୍ପାଇ ୟୁନିଭର୍ସର ଶୁଟିଂ…

ଐତିହାସିକ ସଫଳତା ହାସଲ କଲା ଶେୟାରବଜାର

ଭାରତୀୟ ଷ୍ଟକ୍‌ ଏକ୍ସଚେଞ୍ଜ ଏକ ଐତିହାସିକ ସଫଳତା ହାସଲ ସହ ନୂତନ ରେକର୍ଡ କରିଛି। ଏପରିକି ଘରୋଇ ଶେୟାର ବଜାର କାରବାରରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ମଧ୍ୟ ନୂଆ ମାଇଲଖୁଣ୍ଟ ସହ ସର୍ବୋଚ୍ଚସ୍ତରରେ ପହଞ୍ଚତ୍ଛି। ବିଶେଷ କରି ୩୦…

ପ୍ରଥମ ଥର ଲୋକସେବା ଭବନରେ ବସିବେ ମୁଖ୍ୟମନ୍ତ୍ରୀ 

ଆଜିଠୁ ପ୍ରଥମ ଥର ପାଇଁ ଲୋକସେବା ଭବନରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ପୂଜାର୍ଚ୍ଚନା ପରେ ମୁଣ୍ଡିଆ ମାରି ସେ ଲୋକସେବା ଭବନରେ ପ୍ରବେଶ କରିଛନ୍ତି। ଲୋକସେବା ଭବନର ତୃତୀୟ ମହଲାରୁ ସେ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି।ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବ ଭବନରେ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ପୁଣି ମଇଦାନକୁ ଫେରିଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏହାପରେ ଆସନ୍ତା ଜୁଲାଇ ୭ରେ ସେ ଶପଥ ଗ୍ରହଣ କରିବେ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସହ ସାରା ରାଜ୍ୟ ଏବେ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ହେମନ୍ତଙ୍କ ସହ…