ଚିନ୍ତା ବଢ଼ାଇଛି ଡେଙ୍ଗୁ,ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ

ବର୍ଷା ଦିନ ଆରମ୍ଭରୁ ଚିନ୍ତା ବଢ଼ାଇଛି ଡେଙ୍ଗୁ। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରଖିଛି । ଗତବର୍ଷ ଜୁଲାଇ ସୁଦ୍ଧା ରାଜ୍ୟରେ ୨୨୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୩୮୯ ରହିଛି । ତେଣୁ ଏହାର ମୁକାବିଲା ସ୍ବାସ୍ଥ୍ୟ ବିଭାଗ ପାଇଁ…

ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍

କେନ୍ଦ୍ରରେ ମୋଦୀ ସରକାର ପୁଣିଥରେ କ୍ଷମତାକୁ ଆସିବା ପରେ, ଏବେ ଆସିବାକୁ ଯାଉଛି କେନ୍ଦ୍ରୀୟ ବଜେଟ୍ । ଆସନ୍ତା ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍ । ଏହିଦିନ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମିଳିଥିବା ସୂଚନା ମୁତାବକ, ୧୮ ତମ ଲୋକସଭାର…

ସରକାରଙ୍କ ଛୁଟି ଘୋଷଣା

ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବା ପାଇଁ ନିଦ୍ଦେଶ ଦିଆଯାଇଛି । ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ଶିକ୍ଷାନୁଷ୍ଠାନକୁ ସୋମବାର ଦିନ ପାଇଁ ଛୁଟି ଭାବରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ରଥଯାତ୍ରା ପାଇଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ…

ଗୁଗୁଲ ମ୍ୟାପ୍ସକୁ ବାଏ ବାଏ କଲା ଓଲା

ଦେଶର ବଡ଼ କମ୍ପାନୀ ଓଲା ବଡ଼ ନିଷ୍ପତ୍ତି ନେଇ ଗୁଗୁଲ ମ୍ୟାପ୍ସର ସେବାଗୁଡିକୁ ବାଏ ବାଏ କରିଦେଇଛି । ଓଲା ଗ୍ରୁପର ଚେୟାରମ୍ୟାନ ଭାବିଶ ଅଗ୍ରୱାଲ କହିଛନ୍ତି ଯେ, ଏହି ପଦକ୍ଷେପରେ କମ୍ପାନୀକୁ ବାର୍ଷିକ ୧୦୦ କୋଟି ଟଙ୍କା ସଞ୍ଚୟ କରିପାରିବ । ବର୍ତ୍ତମାନ କମ୍ପାନୀ ଗୁଗୁଲ ମ୍ୟାପ୍ସ କାରଣରୁ…

ଓଡ଼ିଆ ପୁଅଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାହସିକତା ଏବଂ ବିରତ୍ୱ ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନ କରିଛନ୍ତି।୨୦୨୩ ମାର୍ଚ୍ଚ ୧୨ ତାରିଖ। ଓଏନ୍‌ଜିସି, ଇନ୍ଧନ ଉତ୍ପାଦନ ସଂରକ୍ଷଣ ଓ ଅଫଲୋଡିଂ ଜାହାଜରେ ଅପରେଶନାଲ…

ଇରାନର ନୂଆ ରାଷ୍ଟ୍ରପତି

ଇରାନରେ ମାସୁଦ ପେଜେଶକିଆନ ଦେଶର ୯ମ ରାଷ୍ଟ୍ରପତି ହୋଇଛନ୍ତି। ସେ ମୌଳବାଦୀ ବା କଟ୍ଟରପନ୍ଥୀ ସୟଦ ଜଲିଲିଙ୍କୁ ପରାସ୍ତ କରିଛନ୍ତି। ମାସୁଦ ପେଜେଶକିଆନ ହିଜାବ ବିରୋଧୀ ତଥା ଉଦାରବାଦୀ ନେତା ଭାବରେ ଜଣାଶୁଣା।ଇରାନର ରାଜ୍ୟ ଗଣମାଧ୍ୟମ IRNA ଅନୁଯାୟୀ, ପେଜେଶକିଆନ ୧୬.୪ ନିୟୁତ ଭୋଟ ପାଇଛନ୍ତି।…

ଆଜି ଭାରତ-ଜିମ୍ବାୱେ ପ୍ରଥମ ଟି-୨୦ ମ୍ୟାଚ

ଜିମ୍ବାୱେ ଓ ଭାରତ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ଖେଳାଯିବ । ଜିମ୍ବାୱେର ଘରୋଇ ହରାରେ ସ୍ପୋର୍ଟସ କ୍ଲବରେ ଏହି ମ୍ୟାଚ ଖେଳାଯିବ । ଟି-୨୦ ବିଶ୍ୱ ବିଜେତା ଭାରତ ଯୁବ ଖେଳାଳିଙ୍କ ନେତୃତ୍ୱରେ ମ୍ୟାଚ ଖେଳିବାକୁ ଯାଉଛି । ଶୁବମନ୍‍ ଗିଲ୍‍ଙ୍କ ନେତୃତ୍ୱାଧିନ…

ହାତରେ ଝାଡ଼ୁ ଧରି ବଡ଼ଦାଣ୍ଡରେ ଅଳିଆ ସଫେଇ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,

ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ପ୍ରଥମେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଛନ୍ତି। ତାପରେ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ନିଜେ ମୁଖ୍ୟମନ୍ତ୍ରୀ ଅନ୍ୟ ସ୍ବେଚ୍ଛାସେବୀ ସଂଗଠନର…

୨୨ ତାରିଖରୁ ଆରମ୍ଭ ହେବ ୧୭ ତମ ବିଧାନସଭାର ପ୍ରଥମ ଅଧିବେସନ

ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ୧୭ ତମ ବିଧାନସଭାର ପ୍ରଥମ ଅଧିବେସନ। ଏହି ଅଧିବେସନରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୁର୍ଣ୍ଣାଙ୍ଗ ବଜେଟ୍ ଆଗତ ହେବ। ଆସନ୍ତା ୨୫ ତାରିଖରେ ଗୃହରେ ବଜେଟ ଆଗତ କରିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି।ସେପ୍ଟେମ୍ବର ୧୦ ତାରିଖରେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ ଆଗତ…

ବ୍ରିଟେନ ନିର୍ବାଚନରେ ଚମକିଲେ ଭାରତୀୟ ବଂଶୋଦ୍ଭବ

ବ୍ରିଟେନ୍‌ ପାର୍ଲାମେଣ୍ଟର ନିମ୍ନ ସଦନ ହାଉସ୍‌ ଅଫ୍‌ କମନ୍ସର ୬୫୦ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୧୦୭ ବ୍ରିଟିଶ-ଇଣ୍ଡିଆନ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରେକର୍ଡ ସଂଖ୍ୟକ ୨୬ ଭାରତୀୟ ବଂଶୋଦ୍ଭବ ବିଜୟୀ ହୋଇଛନ୍ତି। ବିଜୟୀଙ୍କ ମଧ୍ୟରେ ଉଭୟ ଲେବର ପାର୍ଟି ଏବଂ କଞ୍ଜରଭେଟିଭ୍‌…