ସାଇକେଲ୍‌ରେ ଘରକୁ ଫେରିଲେ ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

ନେଦରଲ୍ୟାଣ୍ଡରେ ଏକ ଅପ୍ରତ୍ୟାଶିତ ଘଟଣାରେ, ବିଦାୟୀ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ ହେଗ’ରେ ଥିବା ତାଙ୍କ କାର୍ଯ୍ୟାଳୟରୁ ଏକ ନିଆରା ଢଙ୍ଗରେ ସାଇକେଲ ଚଢି ବିଦାୟ ନେଇଛନ୍ତି। ୧୪ ବର୍ଷ କାର୍ଯ୍ୟକାଳ ପରେ, ରୁଟ୍ ପୂର୍ବତନ ଗୁଇନ୍ଦା ମୁଖ୍ୟ ଡିକ୍ ସ୍କୋଫଙ୍କୁ କ୍ଷମତା ହସ୍ତାନ୍ତର କରିଛନ୍ତି। ରାଜା…

ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା

ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀଜୀଉ । ଭକ୍ତ ଓ ଭଗବାନଙ୍କ ମିଳନରେ ଭକ୍ତିମୟ ହୋଇଯିବ ବଡ଼ଦାଣ୍ଡ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥାରୁଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିବେ ମହାପ୍ରଭୁ । ଜାତି, ଧର୍ମ, ବର୍ଣ୍ଣ…

ପୁରୀରେ ରଥଯାତ୍ରା କିଏ ଆରମ୍ଭ କରିଥିଲେ?

ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁ ଅଣସର ଘରୁ ବାହାରି ଭଉଣୀ ଭାଇଙ୍କୁ ଧରି ଶୋଭାଯାତ୍ରା କରିବେ। ବାହାରେ ଲକ୍ଷ ଲକ୍ଷ ଭକ୍ତ ଭଗବାନଙ୍କୁ ପାଖରେ ଦେଖିବେ ବୋଲି ଅନେଇ ବସିଛନ୍ତି। ସେଥିପାଇଁ ଏହି ରଥଯାତ୍ରାକୁ ଭକ୍ତ ଓ ଭଗବାନଙ୍କ ମିଳନ ପର୍ବ କୁହାଯାଏ। ମହାପ୍ରଭୁଙ୍କ ୧୨ ମାସରେ…

ସରିଲା ଅନନ୍ତ-ରାଧିକାଙ୍କ ସଙ୍ଗୀତ ସେରିମନି

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ସଙ୍ଗୀତ ସେରିମନି। ଗତକାଲି ରାତିରେ ହୋଇଥିବା ଏହି ଉତ୍ସବରେ ନାଚିଲା ପୂରା ଅମ୍ବାନୀ ପରିବାର। ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସହ ପୂରା ପରିବାରର ଡ୍ୟାନ୍ସ ଦେଖିବାକୁ ମିଳିଛି। ମୁକେଶ ଅମ୍ବାନୀଙ୍କ ଦୁଇ ପୁଅ ଓ ଦୁଇ ବୋହୂଙ୍କ ସମେତ ଝିଅ ଓ…

କାହିଁକି ବଢୁଛି ପରିବା ମୂଲ୍ୟ?

ବିଭିନ୍ନ କ୍ଷେତ୍ରରେ ମୂଲ୍ୟବୃଦ୍ଧି ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି । ବିଶେଷ କରି ପରିବା ଦର ବୃଦ୍ଧିକୁ ନେଇ କଲବଲ ହେଉଛନ୍ତି ସାଧାରଣ ଜନତା । ପିଆଜ ଦରକୁ ନେଇ ଲୋକେ ଚିନ୍ତାରେ ପଡ଼ିଥିବା ବେଳେ ବର୍ତ୍ତମାନ ଆଳୁ ଏବଂ ଟମାଟୋ ଦର ମଧ୍ୟ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି ।ମଣ୍ଡି…

ଗ୍ରାମୀଣ ମହିଳାଙ୍କୁ ଏବେ ମିଳିବ ଇଲେକ୍ଟ୍ରିକ ସାଇକେଲ

କେନ୍ଦ୍ର ସରକାର ଗାଁରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଇଲେକ୍ଟିକ୍ ସାଇକେଲ ଯୋଗାଇ ଦେବେ । ଏ ନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଗତ ଶୁକ୍ରବାର କନର୍ଭଜେନ୍ସ ଏନର୍ଜି ସର୍ଭିସ ଲିମିଟେଡ କମ୍ପାନୀ ସହ ବୁଝାମଣା କରିଛନ୍ତି । ‘ସ୍ତ୍ରୀ’ (ସସ୍ଟେନେବୁଲ ଟ୍ରାନ୍ସପୋର୍ଟ ଫର…

ପାଇଁ ଆଡମିଟ୍ କାର୍ଡ ଜାରି କଲା UPSC

ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ ପକ୍ଷରୁ କମ୍ବାଇନ ମେଡିକାଲ ସର୍ଭିସ୍ ପରୀକ୍ଷା ପାଇଁ ସମଗ୍ର ଦେଶରେ ଜୁଲାଇ ୧୪ରେ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ କରାଯିବ । ଯେଉଁ ପ୍ରାର୍ଥୀମାନେ ଏହି ନିଯୁକ୍ତି ପରୀକ୍ଷାରେ ସାମିଲ ହେବା ପାଇଁ ଆବେଦନ କରିଥିଲେ, ୟୁପିଏସସି ପକ୍ଷରୁ ସେମାନଙ୍କ ଆଡମିଟ୍…

ମିର୍ଜାପୁର ସିରିଜ ୩

ଅନେକ ଦିନରୁ ଅପେକ୍ଷା କରିଥିବା ଫ୍ୟାନ୍ସଙ୍କର ଅପେକ୍ଷାର ଅନ୍ତ ଘଟିଛି । ଏହି ୱେବ ସିରିଜ ଓଟିଟି ଫ୍ଲାଟଫର୍ମରେ ରିଲିଜ ହୋଇସାରିଛି । ସିରିଜରେ ଏଥର ଅଭିନେତା ପଙ୍କଜ ତ୍ରିପାଠୀ, ଅଲି ଫଜଲ, ଶ୍ୱେତା ତ୍ରିପାଠୀ ତଥା ବିଜୟ ବର୍ମା ନଜର ଆସୁଛନ୍ତି । ମିର୍ଜାପୁରର ସିଜନ, ୩ ବର୍ଷର ସବୁଠୁ…

ଜୁଲାଇ ୮ରୁ ଶନି-ରାହୁ ମିଶି ଚମକାଇବେ ଏହି ରାଶିଙ୍କ ଭାଗ୍ୟ

୮ ଜୁଲାଇରେ ରାହୁ ଶନିଙ୍କ ନକ୍ଷତ୍ର ଉତ୍ତରାଭାଦ୍ରପଦରେ ପ୍ରବେଶ କରିବେ ଓ ୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଏଥିରେ ରହିବେ । ଏହାର ପ୍ରଭାବ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ଶୁଭଙ୍କର । ଏମାନଙ୍କର ଆର୍ଥିକ ସ୍ଥିତିରେ ଲାଭ, କାର୍ଯ୍ୟରେ ସଫଳତା ଓ ଜୀବନ ହସଖୁସିରେ ଅତିବାହିତ ହେବ । ଜାଣନ୍ତୁ…

ସ୍ଥଗିତ ରହିଲା ନିଟ୍‌ ୟୁଜି କାଉନସେଲିଂ

ନ୍ୟାସନାଲ ଏଲିଜିବିଲିଟି କମ ପ୍ରବେଶିକା ପରୀକ୍ଷା (ଅଣ୍ଡର ଗ୍ରାଜୁଏଟ୍) ବା ନିଟ୍‌ ୟୁଜି ପାଇଁ କାଉନସେଲିଂ ଶନିବାର ଦିନ ହେବାର ଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ କରାଯାଇଛି। ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାଉନ୍‌ସେଲିଂକୁ ସ୍ଥଗିତ ରଖାଯାଇଛି। କାଉନସେଲିଂ ପାଇଁ…